Browsing Category

ଦେଶ

ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ: ଥାଇଲ୍ୟାଣ୍ଡରୁ ଧରାପଡ଼ିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଧରା ପଡ଼ିଲେ ଗୋଆ ନାଇଟ୍ କ୍ଲବ ଅଗ୍ନିକାଣ୍ଡ ମାମଲାରେ ଫେରାର ହୋଇଥିବା ଲୁଥ୍ରା ବ୍ରଦର୍ସ । ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କୁ ଅଟକ ରଖାଯାଇଛି । ଗୋଆ ପୋଲିସ ସେମାନଙ୍କୁ ଥାଇଲ୍ୟାଣ୍ଡରୁ ଭାରତକୁ ଆଣୁଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ଲୁଥ୍ରା…

କ୍ଷମା ମାଗିଲେ ଇଣ୍ଡିଗୋ ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା। ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା କମ୍ପାନୀର ଭୁଲକୁ ସ୍ୱୀକାର କରିଥିଲେ ଏବଂ କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ ଯେ ଇଣ୍ଡିଗୋ ବିମାନଗୁଡ଼ିକ…

ବୋଲେରୋ-ଟ୍ରାକ୍ଟର ଧକ୍କା, ୩ ତୀର୍ଥଯାତ୍ରୀ ମୃତ, ୧୧ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଦର୍ଶନ ପାଇଁ ଅଯୋଧ୍ୟା ଆସୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ଗାଡି ଏକ ଟ୍ରାକ୍ଟର ଟ୍ରଲି ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ତିନି ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…

ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟ ଅନମୋଲ ହେଉଛନ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦେଶକ। ଏହି କମ୍ପାନୀ ମୁମ୍ବଇସ୍ଥିତ…

ଇଣ୍ଡିଗୋ ଅଚଳାବସ୍ଥା: ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର ବାଧା ସୃଷ୍ଟି ହେବା ଯୋଗୁଁ ଯାତ୍ରୀଙ୍କ ବ୍ୟାପକ ଅସୁବିଧା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦେଶର ଏଗାରଟି ବିମାନବନ୍ଦରରେ ତୁରନ୍ତ କ୍ଷେତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଦେଶରେ ଇଣ୍ଡିଗୋ ବିମାନ…

ମରକ୍କୋରେ ଭୁଶୁଡ଼ିଲା ୨କୋଠା: ୧୯ ମୃତ

ମରକ୍କୋ: ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୬ଜଣ ଆହତ ହୋଇଥିବା ସୂଚନା ରହିଛି ।  ସୂଚନା ଅନୁସାରେ, ମରକ୍କୋ ସମୟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଫେଜ୍‌ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା ।…

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସ୍କୁଲରେ ପୁଣି ଥରେ ବୋମା ଧମକ । ଯାହାକୁ ନେଇ ଏବେ ସାଧରଣରେ ହଇଚଇ ସୃଷ୍ଟି ହୋଇଛି । ଲକ୍ଷ୍ମୀ ନଗର, ମୟୂର ବିହାର, ରୋହିଣୀର ସ୍କୁଲଗୁଡ଼ିକୁ ଏହି କଲ୍ ଆସିଥିଲା । କୁହାଯାଉଛି ଯେ ସକାଳେ ବୋମା ଧମକ କଲ୍ ପାଇବା ପରେ ଏହି ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ…

ମହିଳା ସିରିଏଲ୍ କିଲରର ଅମାନୁଷିକ କାଣ୍ଡ: ଘରୁ ଉଦ୍ଧାର ହେଲା ଦୁଇ ଡଜନରୁ ଅଧିକ ମୃତଦେହ

ସିରିଏଲ୍ କିଲର୍ ର ଅମାନୁଷିକ କାଣ୍ଡ । ପ୍ରେମରେ ଫସାଇ ସୃଷ୍ଟି କରୁଥିଲା ସମ୍ପର୍କ । ବିବାହ ଜାଲରେ ଫସାଇ ନେଉଥିଲା ଜୀବନ । ଘରକୁ କରିଥିଲା ମଶାଣୀ । ସିରିଏଲ୍ କିଲର୍ ଏମିତି ଏକ ଶବ୍ଦ ଯାହାର ନାଁ ଶୁଣିଲେ ଏକ ଅଜଣା ଭୟରେ ଛାତି ଥରି ଉଠେ । ବିଶ୍ବ କ୍ରାଇମ୍ ଇତିହାସରେ ଏମିତି ଅନେକ ସିରିଏଲ୍…

ମାର୍ଚ୍ଚରୁ ବାରାଣସୀ ଷ୍ଟେସନରୁ କାଶୀ ବିଶ୍ୱନାଥକୁ ରୋପ କାର ସେବା ଆରମ୍ଭ

ବାରାଣସୀ: ବାରାଣସୀରେ ରେଳ ଷ୍ଟେସନରୁ କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ୪ କିଲୋମିଟର ଲମ୍ବା ରୋପ କାର୍ ସେବା ୮୦୦ କୋଟି ଖର୍ଚ୍ଚରେ ମେ ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି। ଏହା ଦେଶର ପ୍ରଥମ ଆନ୍ତଃନଗର ସେବା ହେବ । ୧୪୮ ଗୋଣ୍ଡୋଲା ସହିତ ଦୈନିକ ୧୦୦,୦୦୦ ଯାତ୍ରୀଙ୍କୁ…

ଦିଲ୍ଲୀ ବିସ୍ଫୋରଣ ମାମଲା : ମାଷ୍ଟରମାଇଣ୍ଡ ବିଲାଲ ଗିରଫ

ନୂଆଦିଲ୍ଲୀ : NIA ଟିମକୁ ମିଳିଲା ବଡ଼ ସଫଳତା । NIA ଗତମାସରେ ଦିଲ୍ଲୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ବାରମୁଲ୍ଲାର ଡାକ୍ତର ବିଲାଲ ନାସିର ମଲ୍ଲାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ନାସିର ମଲ୍ଲା ଅଷ୍ଟମ ଅଭିଯୁକ୍ତ ।…