Browsing Category

ଦେଶ

ନୌସେନା ଓ ବାୟୁ ସେନା ପାଇଁ ଆସିବ ବ୍ରହ୍ମୋସ୍ ମିସାଇଲ୍, ଅପରେସନ୍ ସିନ୍ଦୂର ପରେ ସେନା ଦେବ ବଡ଼ ଅର୍ଡର

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନର ବିଭିନ୍ନ ସୈନ୍ୟ ଠିକଣାକୁ ଭାରତ ବ୍ୟାପକ କ୍ଷତି ପହଞ୍ଚାଇଥିଲା । ଭାରତୀୟ ସେନା ଏବେ ଭାରତ-ରୁଷ ଦ୍ୱାରା ବିକଶିତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲର ଏକ ବଡ଼ ଅର୍ଡର ଦେବାକୁ ଯାଉଛି । ଏଏନଆଇର ରିପୋର୍ଟ ଅନୁସାରେ, ପ୍ରତିରକ୍ଷା ଉପକରଣ…

୩ ବର୍ଷ ପୂର୍ବେ ଆମେରିକା ଚାହୁଁଥିଲା ରୁଷଠାରୁ ତେଲ କିଣୁ ଭାରତ ! ଏବେ ମିଛ ପ୍ରଚାର କରୁଛନ୍ତି ଟ୍ରମ୍ପ

ନୂଆଦିଲ୍ଲୀ: ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଟାରିଫ୍ ଲଗାଇବ ବୋଲି ଆମେରିକା ଧମକ ଦେଉଛି । ଟ୍ରମ୍ପ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି । ଭାରତ ନିଜ ହିତ ରକ୍ଷା ପାଇଁ ରୁଷର ବାଣିଜ୍ୟିକ ଅଂଶୀଦାର ହେବ ବୋଲି ଏକ ପ୍ରକାର ସୂଚାଇ ଦେଇଛି ।…

ବନ୍ୟାରେ ୧୭ଟି ଜିଲା ପ୍ରଭାବିତ, ୧୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ମୌସୁମୀ ବର୍ଷା ଯୋଗୁଁ ଉତ୍ତରପ୍ରଦେଶ-ବିହାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିହାରର ମୁଙ୍ଗେର ବକ୍ସର, ପୂର୍ଣ୍ଣିୟା, ଭୋଜପୁର, ପାଟନା ସମେତ ଅନେକ ଜିଲାରେ ଶହଶହ ଗାଁ ବନ୍ୟା ପାଣିରେ ବୁଡି ଯାଇଛି । ବିହାରର ପୂର୍ଣ୍ଣିୟାରେ ୩୮ବର୍ଷ ପରେ ରେକର୍ଡ ଭାଙ୍ଗିଛି ବର୍ଷା ।…

ଟ୍ରମ୍ପଙ୍କୁ ଜବାବ ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କକୁ ନେଇ ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ରୁଷଠାରୁ ତୈଳ କିଣିବା ବନ୍ଦ କରାଯିବ ନାହିଁ ବୋଲି ଭାରତ ରୋକଠୋକ ଶୁଣାଇବା ପରେ ଟ୍ରମ୍ପ ଅଧିକ ବିରକ୍ତ ହୋଇଯାଇଛି। ଏପରି କି ଭାରତ ଉପରେ ଅଧିକ ଶୁଳ୍କ ଲାଗୁ…

ପୁଣି ଜଣେ ନକଲି ଡାକ୍ତର ଗିରଫ: ୫୦ ରୁ ଅଧିକ ସିଜେରିଆନ୍ ଡେଲିଭରି କରିଥିଲେ

ସିଲଚର:ଆସାମରେ ଆଉ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଏକ ଘରୋଇ ହସ୍ପିଟାଲର ଅପରେସନ ଥିଏଟରରେ ଅସ୍ତ୍ରୋପଚାର କରୁଥିବା ସମୟରେ ଗିରଫ ହୋଇଥିଲେ। ଅଭିଯୁକ୍ତ ଜଣକ ୫୦ରୁ ଅଧିକ ସିଜେରିଆନ୍ ସେକ୍ସନ ଏବଂ ସ୍ତ୍ରୀ ରୋଗ ଅସ୍ତ୍ରୋପଚାର କରିଥିଲେ । ଅଭିଯୁକ୍ତଙ୍କ ନାମ ପୁଲୋକ…

୨୪ ଘଣ୍ଟାରେ ଭାରତ ଉପରେ ପ୍ରବଳ ଶୁଳ୍କ ବସାଇବି : ଟ୍ରମ୍ପ

ଓ୍ବାସିଂଟନ :ଆମେରିକାକୁ ଭାରତର କଡ଼ ଜବାବ ପରେ ବିଗିଡ଼ିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ସେ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ପ୍ରବଳ ଶୁଳ୍କ ଲାଗୁ କରିବେ। ରୁଷକୁ ଏକ ଯୁଦ୍ଧ ମେସିନ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ…

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ ହୋଇଛି । ୭୯ବର୍ଷିୟ ସତ୍ୟପାଲଙ୍କର ଆରଏମ୍‍ଏଲ୍‍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବାରୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ…

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକକୁ ଭାରତର ବେଖା‌ତିର୍‌; ଦେଲା ମୁହଁତୋଡ଼ ଜବାବ

ନୂଆଦିଲ୍ଳୀ:ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଧମକ୍‌ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍‌ ର ଧମକ୍‌ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ୬-ସୂତ୍ରୀୟ ବିବୃତ୍ତି…

ଉତ୍ତରକାଶୀରେ ବାଦଲଫଟା ବର୍ଷା: ବନ୍ୟା ଜଳରେ ଭାସିଗଲା ଘର

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀର ଧରାଲି ଅଞ୍ଚଳରେ କ୍ଷୀର ଗଙ୍ଗା ନଦୀ ଅଞ୍ଚଳରେ ହଠାତ୍ ବାଦଲ ଫଟା ବର୍ଷା ଯୋଗୁ ଏକ ବଡ଼ ଧରଣର ବନ୍ୟା ସମଗ୍ର ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଧରାଲି ବଜାରକୁ ବହୁ କ୍ଷତି ପହଞ୍ଚାଇଛି। ପ୍ରଖର ବେଗରେ ବହୁଥିବା ଜଳ…

ବର୍ଷକରେ ୩ ଦେଶର ୪୨୦ କିଲୋମିଟର ଜମି କବଜା କଲେ ନେତାନ୍ୟାହୁ

ଜେରୁଜେଲମ୍: ଗାଜାର ପରିସ୍ଥିତି ବହୁତ ଖରାପ। ଲୋକମାନେ ଅନାହାରରେ ଅଛନ୍ତି। ଅନେକ ଦେଶ ଯୁଦ୍ଧ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପକାଉଛନ୍ତି। ଅନ୍ୟପକ୍ଷରେ, ଯୁଦ୍ଧବିରତି ସମ୍ପର୍କରେ ହମାସ ସହିତ ମଧ୍ୟ ଆଲୋଚନା ଚାଲିଛି। ସମ୍ପ୍ରତି ଯେତେବେଳେ ଫ୍ରାନ୍ସ ଏବଂ କାନାଡ଼ା‌ ଭଳି ଦେଶ…