Browsing Category

ଦେଶ

ଦକ୍ଷିଣ ଭାରତୀୟ ଷ୍ଟାରଙ୍କୁ ଇଡିର ସମନ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଦକ୍ଷିଣ ଭାରତର କିଛି ବଡ଼ ବଡ଼ ତାରକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ସୋମବାର ଦିନ, ଇଡି ବିଜୟ ଦେବରକୋଣ୍ଡା, ରାଣା ଦଗ୍ଗୁବତୀ, ପ୍ରକାଶ ରାଜ ଏବଂ ଲକ୍ଷ୍ମୀ ମାଞ୍ଚୁଙ୍କ ଭଳି ସେଲିବ୍ରିଟିମାନଙ୍କୁ ସମନ…

ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହାଫଳରେ ଦେଶର ରାଜନୈତିକ ମହଲରେ ହଠାତ୍ ଚର୍ଚ୍ଚା ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। …

ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ଦେହାନ୍ତ

ତିରୁଅନନ୍ତପୁରମ୍‌: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ଘଟିଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ…

ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତର ଯୋଜନା, ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପରେ ସାମରିକ ଘାଟୀ

ନୂଆଦିଲ୍ଲୀ : ଆରବ ମହାସାଗରରେ ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପକୁ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିରକ୍ଷା ଘାଟୀ ଭାବେ ବ୍ୟବହାର କରାଯିବ। ଏବେ ଏହି ଦ୍ବୀପରେ…

ପରଲୋକରେ ‘ଡନ୍’ ନିର୍ଦ୍ଦେଶକ, ୫୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଚନ୍ଦ୍ର ବାରୋଟ

ବଲିଉଡର ଆଇକନିକ ଫିଲ୍ମ ‘ଡନ’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଗତ ସାତ ବର୍ଷ ଧରି ପଲମୋନାରୀ ଫାଇବ୍ରୋସିସ ରୋଗରେ ପୀଡିତ ଥିଲେ। ସେ ଗୁରୁ ନାନକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହା ପୂର୍ବରୁ ଜସଲୋକ…

ଗତ ୫ବର୍ଷ ମଧ୍ୟରେ କୈଳାସ ପର୍ବତରେ ହେଉଥିବା ପରିବର୍ତ୍ତନ ବଡ଼ଚିନ୍ତାର କାରଣ ପାଲଟିଛି

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଉଭୟ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି…

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଜୁଲାଇ ୨୧ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥିପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ଅଧିବେଶନ ମଧ୍ୟ ବହୁତ ହଙ୍ଗାମାପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହାର ଏକ ଝଲକ ସର୍ବଦଳୀୟ ବୈଠକରେ ଦେଖିବାକୁ ମିଳିଥିଲା। ଏହି…

ଅଭାବନୀୟ ଘଟଣା; ପୁଲିସ ଅଧିକାରୀଙ୍କୁ ହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ: ଗୁଜରାଟର କଚ୍ଛ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଅଧିକାରୀଙ୍କ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି। ଗିରଫ ପ୍ରେମିକଙ୍କ ନାମ ଦିଲୀପ…

ପରଲୋକରେ ତେଲୁଗୁ ଅଭିନେତା ଭେଙ୍କଟ ରାଜ

ନୂଆଦିଲ୍ଲୀ: ଆଉ ନାହାନ୍ତି ତେଲୁଗୁ ଅଭିନେତା ଭେଙ୍କଟ ରାଜ। ୫୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଅଭିନେତା ଭେଙ୍କଟ ରାଜଙ୍କ ପରଲୋକ ହୋଇଛି। ତାଙ୍କୁ ସ୍ନେହରେ ପ୍ରଶଂସକ ଏବଂ ପରିଚିତ ଲୋକମାନେ ଫିଶ୍ ଭେଙ୍କଟ ମଧ୍ଯ ଡାକୁଥିଲେ। ଦୀର୍ଘ ଦିନ ଧରି ସେ କିଡନୀ ସମ୍ବନ୍ଧୀୟ…

ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ

ଫିଲ୍ମ ସୁଟିଂ ବେଳେ ଶାହରୁଖ ଖାନ ଆହତ ହୋଇଛନ୍ତି। ଅଭିନେତା ଶାହରୁଖ ଖାନ ନିକଟରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ର ଆକ୍ସନ ସିନ୍ ସୁଟିଂ ସମୟରେ ଆହତ ହୋଇଛନ୍ତି। ତାଙ୍କ ପିଠିରେ ଆଘାତ ଲାଗିଛି। ସୂଚନା ଅନୁଯାୟୀ, ଏହି ଆଘାତ ଗୁରୁତର ନୁହେଁ ଏବଂ ଅଭିନେତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି।…