Browsing Category

ଦେଶ

ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ

ପ୍ରଦୂଷଣ ପୂରା ଭାରତର ସମସ୍ୟା ବୋଲି ମତ ରଖି ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ଅଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ କରିବାକୁ କହିଛନ୍ତି। ଏହାଦ୍ୱାରା ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା

ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ଗୋଟିଏ ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ବ୍ୟାଗରେ ପାଲେଷ୍ଟାଇନର ଚିହ୍ନ ରହିବା ସହ ତରଭୁଜର ଚିତ୍ର ରହିଛି। ତରଭୁଜକୁ ସବୁବେଳେ ପାଲେଷ୍ଟାଇନ ସହ ସହାନୁଭୂତି ପାଇଁ ବ୍ୟବହାର କରାଯାଏ।

ପ୍ରଦୂଷଣ ସ୍ଥିତି ଭୟଙ୍କର: ରାଜଧାନୀରେ ଲାଗିଲା GRAP-III

ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ପୁଣି ଭୟଙ୍କର ହୋଇଛି। ସ୍ଥିତିକୁ ଦେଖି ଏୟାର କ୍ୱାଲିଟୀ ମ୍ୟାନେଜମେଣ୍ଟ କମିଶନ(CAQM) ପୁଣିଥରେ ଦିଲ୍ଲୀରେ GRAP-III ଲାଗୁ କରିଛନ୍ତି। ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ବ୍ୟବସ୍ଥା ଲାଗୁ କରାଯାଇଛି। ଦିଲ୍ଲୀରେ ଆଜି

ପରଲୋକରେ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ

ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। ପରିବାର ଲୋକେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭାରତୀୟ ସମୟ ଅନୁସାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍

ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା

ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ, ବାଂସୁରୀ ସ୍ୱରାଜଙ୍କୁ କୋର୍ଟଙ୍କ ମାନହାନି ନୋଟିସ୍, ଡିସେମ୍ବର ୨୦ରେ ହେବେ ହାଜର

ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କୁ ନୋଟିସ୍ । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଅପରାଧିକ ମାନହାନି ନୋଟିସ ଜାରି କରିଛନ୍ତି । ବାଂସୁରୀଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟି ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସତ୍ୟେନ୍ଦ୍ର ଜୈନ ଏହି ଆବେଦନ ଦାଖଲ କରିଥିଲେ । ଏହାପରେ କୋର୍ଟ ଏହି

ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଭିତରେ ଥିଲା ୪ କୋଟିର ଡ୍ରଗ୍ସ

ଟ୍ରକ୍‌ରେ ଚାଲାଣ ହେଉଥିଲା ୪ କୋଟି ମୂଲ୍ୟର ଡ୍ରଗ୍ସ । ଖବର ପାଇ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଘଟିଲା ଅଘଟଣ। ଫେରାର ହେବାକୁ ଉଦ୍ୟମ କରୁଥିବା ଡ୍ରଗ୍ସ ମାଫିଆ ଜଣେ କନଷ୍ଟେବଳଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏପରି ଏକ ଅଘଟଣ ଆସାମର ଶ୍ରୀଭୂମି

କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍, ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ୍

ରାଜସ୍ଥାନର ଜୟପୁରର ଗୋପାଳପୁରା ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ନିକଟସ୍ଥ

କାଳକାଜିରୁ ଆତିଶୀ ଓ ନୂଆ ଦିଲ୍ଲୀରୁ ଭାଗ୍ୟ ପରୀକ୍ଷା କରିବେ କେଜ୍ରିଓ୍ୱାଲ୍‌

ନୂଆ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ। ସେ ପୁଣି ଥରେ ଏଠୁ କରିବେ ନିଜ ଭାଗ୍ୟ ପରୀକ୍ଷା। ସେହିପରି କାଳକାଜିରୁ ମୈଦାନକୁ ଓହ୍ଲାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ସେ ମଧ୍ୟ ପୁଣି ଏଠୁ ହିଁ

ନକ୍ସଲ ଦମ୍ପତିଙ୍କ ସହ ୫ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ, ୯ ମାଓବାଦୀ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ସୁକମା ପୁଲିସକୁ ମିଳିଛି ପୁଣି ଏକ ବଡ ସଫଳତା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନ ପୂର୍ବରୁ ୫ ଜଣ ଦୁର୍ଦାନ୍ତ ନକ୍ସଲଙ୍କ ଆତ୍ମସମର୍ପଣ ଏକ ବଡ଼ ସଫଳତା ବୋଲି ପୁଲିସ କହିଛି। ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର