Browsing Category

ଦେଶ

ଇସ୍ରାଏଲ-ଇରାନ ଯୁଦ୍ଧ ଅଟକାଇଦେବି, ଯେମିତି ଭାରତ-ପାକ ଯୁଦ୍ଧ ଅଟକାଇଥିଲି : ଟ୍ରମ୍ପ

ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଯେପରି ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଣିଛନ୍ତି, ସେହିପରି ସେ ଇସ୍ରାଏଲ …

କେରଳରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଜଳମଗ୍ନ

ଥିରୁଭାନ୍ତପୁରମ,୧୫।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରବିବାର କେରଳର ବିଭିନ୍ନ ସ୍ଥାନରେ ନିରନ୍ତର ଏବଂ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା, ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛଗୁଡିକ ଉପୁଡ଼ି ପଡ଼ିଥିବା ବେଳେ ଉଚ୍ଚ ଅଞ୍ଚଳରେ କାଦୁଅ ଧସି…

ଟ୍ରମ୍ପ୍ ଇରାନକୁ ଚେତାବନୀ ଦେବା ପରେ ଇରାକର ଆମେରିକୀୟ ଘାଟି ଉପରେ ବଡ଼ ଆକ୍ରମଣ

ବାଗଦାଦ୍: ଇରାନ-ଇସ୍ରାଏଲ ଉତ୍ତେଜନା ମଧ୍ୟରେ, ଇରାକରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ଏକ ଡ୍ରୋନ୍ ଆକ୍ରମଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ଇରାକର ଆମେରିକୀୟ ସାମରିକ ଘାଟି ଆଇନ୍ ଅଲ୍-ଆସଦ୍ ଉପରେ ତିନୋଟି ଡ୍ରୋନ୍ ମାଡ଼ କରାଯାଇଛି। ଆମେରିକୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ,…

ମ୍ୟାଚ ହେଲା ବିଜୟ ରୂପାନିଙ୍କ ଡିଏନଏ

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କ ଡିଏନଏ ପରୀକ୍ଷା ମେଳ ଖାଇଛି। ଗୃହମନ୍ତ୍ରୀ ହର୍ଷ ସାଂଘଭି ଡିଏନଏ ମେଳକୁ ନିଶ୍ଚିତ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ। ଲଣ୍ଡନ ଯିବାର…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଥାଆନ୍ତା ୨ହଜାର ‌ଲୋକଙ୍କ ଜୀବନ; ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଏଡାଇଦେଲା…

ନୂଆଦିଲ୍ଲୀ: ଜୁନ୍ ୧୨ ଗୁରୁବାର ଅପରାହ୍ନରେ ଅହମଦାବାଦର ମେଘାନି ନଗର ଅଞ୍ଚଳରେ କେହିକିଛି ବୁଝିବା ପୂର୍ବରୁ ହଠାତ୍ ଏୟାର ଇଣ୍ଡିଆର ବିମାନ ଏଆଇ ୧୭୧ ବିସ୍ଫୋରଣ ହୋଇଥିଲା।ଏହି ଦୁର୍ଘଟଣାରେ ବିମାନରେ ୨୩୦ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟଙ୍କ ଥିଲେ। ଅର୍ଥାତ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ…

ରାଜନୀତିରେ ଆଝାରୁଦ୍ଦିନଙ୍କ ପୁଅ

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ମୁରାଦାବାଦର ପୂର୍ବତନ ସାଂସଦ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ସମ୍ପ୍ରତି ଆଝାରୁଦ୍ଦିନଙ୍କ ପୁଅ ଅସଦୁଦ୍ଦିନଙ୍କୁ ତେଲେଙ୍ଗାନା କଂଗ୍ରେସର ମହାସଚିବ ଭାବରେ ନିଯୁକ୍ତ କରାଯାଇଛି। ଏହି ନୂତନ ଭୂମିକା…

ପୁଣେରେ ଭୁଶୁଡ଼ିଲା ପାଦଚଲା ପୋଲ: ୨୦ ପର୍ଯ୍ୟଟକ ନିଖୋଜ, ୨ ମୃତ

ପୁଣେ : ଦେଶରେ ପୁଣି ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ମହାରାଷ୍ଟ୍ରର ପୁଣେରେ ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲର ଅଧା ଅଂଶ ଭାଙ୍ଗି ପଡ଼ିବାରୁ ୨୫ରୁ ୩୦ ଜଣ ଲୋକ ନଦୀରେ ପଡ଼ି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଯେତେବେଳେ ପୋଲଟି…

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡରେ ଗୁପ୍ତକାଶୀରୁ କେଦାରନାଥ ଧାମକୁ ଉଡ଼ାଣ ଭରୁଥିବା ଆର୍ଯ୍ୟାନ ଆଭିଏସନ୍‌ର ହେଲିକପ୍ଟର ଗୌରୀକୁଣ୍ଡ-ସୋନପ୍ରୟାଗ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ୍‌ଙ୍କ ସମେତ ସମସ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉଦ୍ଧାରକାରୀ ଦଳ…

ଇରାନକୁ ଅସ୍ତ୍ରଶସ୍ତ୍ର ବୋଝେଇ ବିମାନ ପଠାଇଲା ଚୀନ !

ତେହେରାନ : ଚୀନ ଯେପରି ଭାରତ-ପାକ ସଂଘର୍ଷରେ ପରୋକ୍ଷରେ ସାମିଲ ହୋଇଥିଲା, ଠିକ ସେପରି ଇସ୍ରାଏଲ-ଇରାନ ଯୁଦ୍ଧରେ ବି ସାମିଲ ହେବା ଆରମ୍ଭ କରିଛି । ଏପରି ରିପୋର୍ଟ ସତ ହେଲେ ଚୀନ ସିଧାସଳଖ ଆମେରିକାକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛି ।ସୂଚନା ଅନୁସାରେ ତେହେରାନରେ ଏକ ଚୀନ୍ କାର୍ଗୋ ବିମାନ…

ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାକୁ ଇରାନର ଧମକ: ଚୀନ୍-ଭାରତର ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା

ତେହେରାନ୍: ଇରାନୀ ଗଣମାଧ୍ୟମ ସାଂସଦ ଇସମାଇଲ କୋସାରିଙ୍କ ମନ୍ତବ୍ୟ ଅନୁସାରେ କହିଛି ଯେ, ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି। ଇରାନ ପୂର୍ବରୁ ଏହି ରାସ୍ତାକୁ ବନ୍ଦ କରିବାକୁ ଧମକ ଦେଇସାରିଛି। ଇସ୍ରାଏଲ ସହିତ ଉତ୍ତେଜନା ବୃଦ୍ଧି ପାଇଲେ ଇରାନ ଏହା କରିବ ବୋଲି…