Browsing Category

ଦେଶ

ଛୋଟ ଛୋଟ ଡଙ୍ଗା ମାଧ୍ୟମରେ ତାଇଓ୍ବାନରେ ଚୀନର ଅନୁପ୍ରବେଶ ଉଦ୍ୟମ

ତାଇପେଇ: ଚୀନ୍ ଦୀର୍ଘ ଦିନ ଧରି ତାଇୱାନକୁ ତା'ର ବିଶାଳ ନୌସେନା, ବାୟୁସେନା ଏବଂ ସେନା ବ୍ୟବହାର କରି ଭୟଭୀତ କରିବାକୁ ଚେଷ୍ଟା କରିଆସୁଛି । କିନ୍ତୁ ଏବେ ଚୀନର ଆଉ ଏକ ପଦକ୍ଷେପ ତାଇଓ୍ବାନ ପାଇଁ ଚିନ୍ତାର କାରଣ ହୋଇଛି । ତାହା ହେଉଛି ଚୀନ ଦ୍ବାରା ପଠାଯାଉଥିବା ଛୋଟ ଛୋଟ ଡଙ୍ଗା ।ତାଇୱାନ…

ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ଠାରୁ ଜବତ ହେଲା ଡାଏରୀ, ଖୋଲିପାରେ ପାକିସ୍ତାନ ଲିଙ୍କର ବଡ଼ ଗୁମର

ନୂଆଦିଲ୍ଲୀ : ଡାଏରୀ ଖୋଲିବ ଗୁପ୍ତଚରଙ୍କ ଗୁମର ? ପାକିସ୍ତାନ ସହ କେବେଠୁ ଲିଙ୍କରେ ଅଛନ୍ତି ଜ୍ୟୋତି ? ପାକିସ୍ତାନକୁ ସେ କେତେ ଥର ଯାଇଛନ୍ତି ? କାହା କାହା ସହ ମିଶନ୍ତି ଏବଂ କେଉଁଠି କେଉଁଠି ରୁହନ୍ତି ? ପାକିସ୍ତାନକୁ ବାରମ୍ବାର ଯିବା ପରେ ସେଠାର ଅନୁଭୂତି କଣ ? ପାକିସ୍ତାନକୁ ନେଇ…

ପହଲଗାମ ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଅସୀମ ମୁନିରଙ୍କୁ ପାକ୍ ସେନାରେ ପଦୋନ୍ନତି: ହେଲେ ଫିଲ୍ଡ ମାର୍ଶାଲ

ଇସଲାମାବାଦ: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀକୁ ପଦୋନ୍ନତି ଦିଆଯାଇଛି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସିଧାସଳଖ ପାକିସ୍ତାନୀ ସେନା ଏବଂ ଆଇଏସଆଇ ସହିତ ସମ୍ପର୍କ ଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।…

ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି।ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ ବାଂଲାଦେଶ ଭାରତ ସହିତ ସମସ୍ତ…

“ହିନ୍ଦୁମାନଙ୍କୁ କରାଯାଇଥିଲା ଟାର୍ଗେଟ, ମୁର୍ଶିଦାବାଦ ହିଂସା ପଛରେ ଟିଏମସି ନେତାଙ୍କ ହାତ”: ଆସିଲା ରିପୋର୍ଟ

କୋଲକାତା,୨୦।୫: ଗତ ମାସରେ ମୁର୍ଶିଦାବାଦରେ ସଂଘଟିତ ହିଂସାରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ ବୋଲି କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟରେ ଦାବି କରାଯାଇଛି। ଓ୍ଵାକଫ୍ ସଂଶୋଧନ ବିଲ୍ ପାସ ସମୟରେ ଘଟିଥିବା ଏହି ଆକ୍ରମଣ…

ନୁହରୁ ଆଉଜଣେ ପାକ୍ ଗୁପ୍ତଚର ଗିରଫ, ହ୍ୱାଟ୍ସଆପ୍ ଚାଟ୍‌ରୁ ମିଳିଲା ଦେଶଦ୍ରୋହର ପ୍ରମାଣ

ନୁହ: ପାକିସ୍ତାନୀ ଗୁପ୍ତଚର ନେଟୱର୍କ ବିରୋଧରେ ହରିୟାଣା ପୁଲିସ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଆଉ ଏକ ବଡ଼ ସଫଳତା ମିଳିଛି। ପାକିସ୍ତାନ ପାଇଁ ଗୁପ୍ତଚର କାମ କରିବା ଅଭିଯୋଗରେ ନୁହ ଜିଲାରେ ପୁଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛନ୍ତି। ଦୁଇ…

ବ୍ଲାକଆଉଟ୍‌ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ ଜ୍ୟୋତି

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଗୁପ୍ତଚରି କରିବା ଅଭିଯୋଗରେ ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଅପରେସନ ‘ସିନ୍ଦୂର’ରେ ବ୍ଲାକଆଉଟ୍ ସମୟରେ ପାକ୍‌ ଦୂତାବାସ ଅଧିକାରୀଙ୍କ ଯୋଗାଯୋଗରେ ରହିଥିଲେ। ଏପରି କି ଅପରେସନ ସିନ୍ଦୂରର ଦିନକ ପୂର୍ବରୁ ଅର୍ଥାତ ମେ ୬ରେ ବି ସେ…

ଉଦୟ ସିଂହ ହେଲେ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ : ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ। ସୋମବାର ପ୍ରଶାନ୍ତ ନିଜ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଉଦୟଙ୍କ ନାମ ଘୋଷଣା କରିଛନ୍ତି।ଆଗାମୀ ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଶାନ୍ତ…

ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ, ସାମ୍ନାକୁ…

ନୂଆଦିଲ୍ଲୀ : ପହଲଗାଓଁ ଆକ୍ରମଣ ପରେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସରେ କେକ୍‌ କଟାଯାଇଥିଲା। ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୂତାବାସକୁ କେକ୍‌ ନେଇ ଯାଉଥିବା ବ୍ୟକ୍ତିଙ୍କୁ ଜନସାଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇ ନାନା ପ୍ରଶ୍ନ…

ଜଳପ୍ରଳୟ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବେଙ୍ଗାଲୁରୁ ,୧୯।୫: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି ବେଙ୍ଗାଲୁରୁ ସହର । ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ଏପରିକି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଯେଉଁ ରାସ୍ତାରେ ଯାନବାହନ ଚାଳାଚଳ କରୁଥିଲା…