Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଗସ୍ତ ନାମରେ ସରକାର ଟୁର୍-ଟ୍ରାଭେଲ୍ କମ୍ପାନି ଖୋଲିଲେ: ପ୍ରତିନିଧି ଦଳ ନେଇ ସଞ୍ଜୟଙ୍କ କଟାକ୍ଷ
ମୁମ୍ବାଇ: ଅପରେସନ ସିନ୍ଦୂର ଉପରେ ଭାରତର ଚିନ୍ତାଧାରାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିକଟରେ ପ୍ରଭାବଶାଳୀ ଭାବରେ ପହଞ୍ଚାଇବାକୁ ଭାରତ ସରକାର ଶନିବାର ଦିନ ସଂକଳ୍ପ ନେଇଛନ୍ତି। ଏନେଇ ଭାରତୀୟ ଜନତା ପାର୍ଟି ପ୍ରତିନିଧିମଣ୍ଡଳର ୭ଟି ଟିମ୍ ଗଠନ କରିଥିଲା।
ଯେଉଁମାନେ ସୀମାପାର ଆତଙ୍କବାଦ!-->!-->!-->…
କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ପ୍ରଫେସର
ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ହେତୁ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲି ଖାନ ମହମୁଦାବାଦଙ୍କୁ ଗିରଫ କରାଯାଇଛି।
ଗିରଫ ଅଲି ଖାନ ମହମୁଦାବାଦ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଭାବେ କାମ କରନ୍ତି । ପହଲଗାମ ଆକ୍ରମଣ ପରେ ଭାରତୀୟ ସେନା!-->!-->!-->…
୧୭ ସାଂସଦଙ୍କୁ ‘ସଂସଦ ରତ୍ନ ୨୦୨୫’: ମହାରାଷ୍ଟ୍ରରୁ ସର୍ବାଧିକ
ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦ ରତ୍ନ ପୁରସ୍କାର ୨୦୨୫ ଦେଶର ୧୭ ଜଣ ସାଂସଦଙ୍କ ପାଇଁ ଘୋଷଣା କରାଯାଇଛି। ଚଳିତ ବର୍ଷ ସାରା ଦେଶରୁ ୧୭ ଜଣ ସାଂସଦଙ୍କୁ ଚୟନ କରାଯାଇଛି। ସେମାନ ମଧ୍ୟରୁ ମହାରାଷ୍ଟ୍ରର ୭ ଜଣ ସାଂସଦ ଏହି ପୁରସ୍କାର ପାଇବେ। ଚଳିତ ବର୍ଷ ମହାରାଷ୍ଟ୍ର ସଂସଦ ରତ୍ନ ପୁରସ୍କାର!-->…
କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେଲେ ସାଂସଦ ଅସଉଦ୍ଦିନ ଓଓ୍ବେସୀ
କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରାମର୍ଶ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓଓ୍ବେସୀ। କାଶ୍ମୀରବାସୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ କଥା ଚିନ୍ତା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।
ଓଓ୍ବେସୀ କହିଛନ୍ତି,!-->!-->!-->…
ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ବିଦେଶ ଯିବେ ୭ ସାଂସଦ
ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ କେନ୍ଦ୍ର ସରକାର ସମସ୍ତ ପ୍ରମୁଖ ସହଭାଗୀ ରାଷ୍ଟ୍ରକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବେ। ଏହି ପ୍ରତିନିଧି ଦଳରେ ବିଭିନ୍ନ ରାଜନୈତିକ ଦଳର ସାଂସଦମାନେ ରହିବେ। ଏହି ଦଳକୁ ଭାରତର ଆନୁଷ୍ଠାନିକ ଆଭିମୁଖ୍ୟ “ଆତଙ୍କବାଦ ବିରୋଧରେ ଶୂନ୍ୟ!-->…
ଅବତରଣ କରିବା ସମୟରେ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ
କେଦାରନାଥ: କେଦାରନାଥ ଧାମରେ ଅବତରଣ କରିବା ସମୟରେ ଏକ ହେଲି ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲି ଆମ୍ବୁଲାନ୍ସଟି ଋଷିକେଶ ଏମ୍ସର ଥିଲା, ଯାହା ଋଷିକେଶରୁ କେଦାରନାଥ ଯାଉଥିଲା। ଏମ୍ସ ପିଆରଓ ସନ୍ଦୀପ କୁମାର ଏହା ନିଶ୍ଚିତ କରିଛନ୍ତି।
ଶନିବାର ଦିନ, କେଦାରନାଥ ହେଲିପ୍ୟାଡରୁ!-->!-->!-->…
ଅପରେସନ ସିନ୍ଦୂରର ଲାଡେନ ହତ୍ୟା ସହ ସମାନତା ଅଛି: ଧନକର
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ୍ ଧନକର ଶନିବାର କହିଛନ୍ତି ଯେ, ଅପରେସନ ସିନ୍ଦୂର ଏବଂ ପାକିସ୍ତାନରେ ଆମେରିକୀୟ ସେନା ଦ୍ୱାରା ଓସାମା ବିନ୍ ଲାଡେନଙ୍କୁ ହତ୍ୟା କରିବା ମଧ୍ୟରେ ସମାନତା ରହିଛି।
ଉପରାଷ୍ଟ୍ରପତି ପାକିସ୍ତାନର ନଅଟି ଆତଙ୍କବାଦୀ ଆଡ୍ଡା ଉପରେ ହୋଇଥିବା ଆକ୍ରମଣକୁ!-->!-->!-->…
ସିଙ୍ଗାପୁରରେ ବଢୁଛି କୋଭିଡ ମାମଲା : ଓଡ଼ିଶାରେ ଚିହ୍ନଟ ହୋଇନାହିଁ, ସ୍ପଷ୍ଟ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ଥାଇଲାଣ୍ଡ, ହଙ୍ଗକଙ୍ଗ ଓ ସିଙ୍ଗାପୁରରେ କୋଭିଡ କେସ ବଢଥିବା ଜଣାପଡ଼ିଛି । ତେବେ ଓଡ଼ିଶାରେ କୋଭିଡର କୌଣସି ରିପୋର୍ଟ ଚିହ୍ନଟ ହୋଇନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କୋଭିଡ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ WHO ସହ ଆଲୋଚନା!-->…
ଦିଲ୍ଲୀରେ ଆପକୁ ଝଟକା ! ନୂଆ ଦଳ ଗଠନ କଲେ ଏହାର ୧୫ ପାର୍ଷଦ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜୟ ପରେ ଆମ ଆଦମୀ ପାର୍ଟି (ଆପ)ର ସମସ୍ୟା ବଢିବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଦିଲ୍ଲୀରେ ଦଳ ବିଭାଜିତ ହୋଇଯାଇଛି । ଦଳର ୧୫ ଜଣ ପାର୍ଷଦ ଇସ୍ତଫା ଦେଇଛନ୍ତି। ପୂର୍ବତନ ଗୃହ ନେତା ମୁକେଶ ଗୋୟଲ ଏକ ନୂତନ ଦଳ ଗଠନ କରିବାକୁ ଦାବି!-->…
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ
ହିସାର : ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ, ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଜ୍ୟୋତି ମାଲହୋତ୍ରା ପାକିସ୍ତାନ ହାଇକମିଶନରେ!-->…