Browsing Category

ଦେଶ

ତେଜସ୍ବୀ ଯାଦବ ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା !

ପାଟଣା: ବିହାରରେ ମହାମେଣ୍ଟରୁ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ବିହାର ନିର୍ବାଚନକୁ ନେଇ ଏବାଠାରୁ ଅଙ୍କକଷା ଚାଲିଥିବା ବେଳେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ମୁହଁ କିଏ ବୋଲି ଚର୍ଚ୍ଚା ଚାଲିଛି । ଇତିମଧ୍ୟରେ ଗତକାଲି ମହାମେଣ୍ଟର ବୈଠକ ବି ବସିସାରିଛି । ଆଉ ବୈଠକରେ ମୁଖ୍ୟମନ୍ତ୍ରୀ…

ଏଲନ ମସ୍କଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେସଲାର ସିଇଓ ଏଲନ ମସ୍କଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସେ ମସ୍କଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ…

ଆଗ ନିଜ ଘରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦିଅ : ବାଂଲାଦେଶକୁ କହିଲା ଭାରତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ ଆଇନକୁ ନେଇ ହିଂସା ଉପରେ ବାଂଲାଦେଶର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ ଭୁଲ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ଧ୍ୟାନ ହଟାଇବା। …

ଦାୟିତ୍ବ ନେବାର କିଛିଦିନ ମଧ୍ୟରେ ଆପ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ବିଦେଶୀ ପାଣ୍ଠି ନିୟମ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ଦିନ ସିବିଆଇ ଆପ ନେତା ଦୁର୍ଗେଶ ପାଠକଙ୍କ ବାସଭବନରେ ଚଢାଉ ହୋଇଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ପାଠକଙ୍କୁ ଦଳର ଗୁଜରାଟ ସହ-ପ୍ରଭାରୀ ନିଯୁକ୍ତ କରାଯିବାର କିଛି ଦିନ ପରେ କେନ୍ଦ୍ରୀୟ ଏଜେନ୍ସି ଏହି…

ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଅମର ସହିଦଙ୍କ ସାହସିକତାର ଗାଥା – ଅମିତ ଶାହା

୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରାଯିବ ଏବଂ ଏଥିରେ ସିଆରପିଏଫ ଯବାନମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସିଆରପିଏଫର ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ମଧ୍ୟପ୍ରଦେଶର…

ସୁପ୍ରିମକୋର୍ଟ ଭାରତର ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇପାରିବେ ନାହିଁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଏବଂ ରାଜ୍ୟପାଳମାନଙ୍କୁ ବିଲ୍ ମଞ୍ଜୁର କରିବା ପାଇଁ ସୁପ୍ରିମକୋର୍ଟଙ୍କ ସମୟସୀମା ଧାର୍ଯ୍ୟ କରିବା ଉପରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ ଆମେ ଏପରି ପରିସ୍ଥିତି ସୃଷ୍ଟି କରିପାରିବୁ ନାହିଁ ଯେଉଁଠାରେ କୋର୍ଟ ଭାରତର…

ଗ୍ରେନେଡ୍ ଆକ୍ରମଣ ଘଟଣାରେ ସେନା ଯବାନ ଗିରଫ

ପଞ୍ଜାବରେ ଗତ ମାସରେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ଜଳନ୍ଧର ପୁଲିସ ଜଣେ ସେନା ଯବାନଙ୍କୁ ଗିରଫ କରିଛି। ଜଳନ୍ଧର ଗ୍ରାମୀଣର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ ହରବିନ୍ଦର ସିଂ ଭିର୍କ ପ୍ରକାଶ କରିଛନ୍ତି ଯେ ମାର୍ଚ୍ଚ ୧୫ ଓ ୧୬ ତାରିଖ ମଧ୍ୟରାତ୍ରିରେ…

ପଶ୍ଚିମବଙ୍ଗ ହିଂସା ଯୋଜନାବଦ୍ଧ: ମମତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି, ୱକଫ୍‌ ଆ‌ଇନକୁ ନେଇ ରାଜ୍ୟରେ ହୋଇଥିବା ହିଂସା‌ ଯୋଜନାବଦ୍ଧ। ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାପାଇଁ ବାଂଲାଦେଶୀ ଦୁର୍ବୃତ୍ତଙ୍କୁ ପ୍ରବେଶ ଅନୁମତି ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଏସଏଫ୍‌ ଦ୍ବାରା…

ଓ୍ବାକଫ୍‌ ସଂଶୋଧନ ଆଇନ: ସରକାରଙ୍କୁ ୭ ଦିନ ସମୟ, ପରବର୍ତ୍ତୀ ଶୁଣାଣି ଯାଏ ହେବନି ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ଓ୍ବାକଫ୍‌ ସଂଶୋଧନ ଆଇନ ୨୦୨୫କୁ ନେଇ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ ଜଷ୍ଟିସ୍‌ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କେନ୍ଦ୍ରର ଦାବି ଅନୁସାରେ ଜବାବ ଦାଖଲ…

ଇସ୍ରାଏଲୀ ଯୁଦ୍ଧ ବିମାନ ନିଜ ଅଞ୍ଚଳରେ ବୋମା ମାଡ଼ କରି ଆତଙ୍କ ସୃଷ୍ଟି କଲା

ତେଲ ଅଭିଭ: ଇସ୍ରାଏଲୀ ବାୟୁସେନାର ଏକ ଯୁଦ୍ଧ ବିମାନ ମଙ୍ଗଳବାର ରାତିରେ ଭୁଲବଶତଃ ନିଜ ଅଞ୍ଚଳରେ ବୋମା ପକାଇଛି। ଏହି ବୋମା ବିସ୍ଫୋରଣ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଇସ୍ରାଏଲୀ ଯୁଦ୍ଧ ବିମାନ ଯେଉଁଠାରେ ବୋମା ପକାଇଥିଲା ସେହି ସ୍ଥାନରୁ ଅଳ୍ପ ଦୂରରେ ଏକ ବଡ଼ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ…