Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କେନ୍ଦ୍ରର ବଡ଼ ନିଷ୍ପତ୍ତି: ୪୮୯୨ ଟଙ୍କା ଦେଇ କିଣିବେ ସୋୟାବିନ
ନୂଆଦିଲ୍ଲୀ : କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମଧ୍ୟପ୍ରଦେଶରେ ଉତ୍ପାଦିତ ହୋଇଥିବା ସୋୟାବିନକୁ କ୍ୱିଣ୍ଟାଲ ପିଛା ଧାର୍ଯ୍ୟ ଏମଏସ୍ପି ୪,୮୯୨ ଟଙ୍କାରେ କିଣିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏନେଇ ମଧ୍ୟପ୍ରଦେଶ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ!-->…
‘ରାହୁଲ ଗାନ୍ଧି ମୁସଲିମ ନା ଖ୍ରୀଷ୍ଟିଆନ?’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସେ ଏକ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଛି।ଏହି ବାଛୁରୀ ସହ ଭିଡିଓ ଶେଆର କରି 'ଦୀପଜ୍ୟୋତି'କୁ ସ୍ୱାଗତ ବୋଲି!-->…
ପ୍ରଧାନମନ୍ତ୍ରୀଙ୍କ ଘରେ ନୂଆ ଅତିଥି, ନାଁ ଦୀପଜ୍ୟୋତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରିଛନ୍ତି, ଯେଉଁଥିରେ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ସେ ଏକ ବାଛୁରୀ ସହ ଖେଳୁଥିବା ଦେଖିବାକୁ ମିଳୁଛି।ଏହି ବାଛୁରୀ ସହ ଭିଡିଓ ଶେଆର କରି 'ଦୀପଜ୍ୟୋତି'କୁ ସ୍ୱାଗତ ବୋଲି!-->…
ଜୁସରେ ପରିସ୍ରା ମିଶାଇ ଲୋକଙ୍କୁ ଦେଉଥିଲେ: ବାପାଙ୍କୁ ବାନ୍ଧିଲା ପୁଲିସ, ପୁଅ ଅଟକ
ଗାଜିଆବାଦ : ଚକାଚକ ଦୋକାନ। ଖଚାଖଚ ଭିଡ଼। ଏହି ଭିଡ଼ ଭିତରେ ବାପ–ପୁଅ ଲୋକଙ୍କୁ ଦେଉଥିଲେ ବିଭିନ୍ନ ପ୍ରକାରର ଫଳ ଜୁସ୍। ଲୋକମାନେ ମଧ୍ୟ ବେଶ ଆନନ୍ଦରେ ଜୁସକୁ ପିଉଥିଲେ। ହେଲେ ବାସ୍ତବରେ ଏହି ବାପ-ପୁଅ ଯୋଡ଼ି ଲୋକଙ୍କୁ ଦେଉଥିବା ଜୁସ୍ରେ ମିଶାଉଥିଲେ ପରିସ୍ରା।ଏପରି ସାଂଘାତିକ କାମ ସାମ୍ନାକୁ!-->…
ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିଲେ ମମତା, ତୀବ୍ର ବିରୋଧର ସମ୍ମୁଖୀନ ହେଲେ
କୋଲକାତା : କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଡାକ୍ତରଙ୍କ ସୁରକ୍ଷା ଦାବିରେ ଆନ୍ଦୋଳନ ଚଳାଇଥିବା ଡାକ୍ତରମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ସହିତ ଆଲୋଚନା ପାଇଁ ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ବୈଠକର ଆୟୋଜନ କରିଥିଲେ। କିନ୍ତୁ!-->…
ଆରଜି କର ହରର: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଆନ୍ଦୋଳନକାରୀ ଡାକ୍ତର
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନ ଚଳାଇଥିବା ଜୁନୟର ଡାକ୍ତରମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ସେମାନେ ମାମଲାରେ ଉଭୟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ!-->!-->!-->…
ରେସ୍ତୋରାଁ ମାଲିକ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ୍
ଜଣେ ରେସ୍ତୋରାଁ ମାଲିକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ ହେବାକୁ ନେଇ ତାମିଲନାଡୁ଼ରେ ରାଜନୀତି ଜୋର୍ ଧରିଛି। ବିଜେପି ସୋଶାଲ ମିଡିଆ ହ୍ୟାଣ୍ଡଲରେ ଏହି ସମୟର ଭିଡିଓ ପୋଷ୍ଟ କରିବା ପରେ ସମାଲୋଚନା କରିଥିଲେ ବିରୋଧୀ, ଯାହା ପରେ ରାଜ୍ୟ ବିଜେପି!-->…
ଭାରତର ‘ମିଶନ ମୌସମ’: ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!
ଏଣିକି ଆବଶ୍ୟକତା ଅନୁସାରେ ବର୍ଷାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ। ଅର୍ଥାତ୍ ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକାଯାଇ ପାରିବ କିମ୍ବା ଆଦୌ ବୃଷ୍ଟିପାତ ହେଉନଥିଲେ ବର୍ଷା କରାଯାଇ ପାରିବ। ଏଥିପାଇଁ ଭାରତୀୟ ପାଣିପାଗ ବିଜ୍ଞାନୀମାନେ ଏକ ନୂତନ ଟେକ୍ନୋଲୋଜିର ଆବିଷ୍କାର!-->…
କେଜ୍ରିୱାଲଙ୍କୁ ମିଳିଲା ଜାମିନ; କାର୍ଯ୍ୟାଳୟ ଯିବା ମନା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ସୁପ୍ରିମ ଆଶ୍ୱସ୍ତି। ତାଙ୍କର ଜେଲ୍ରୁ ବାହାରିବା ବାଟ ସଫା ହୋଇଯାଇଛି। ବହୁ ପ୍ରତୀକ୍ଷା ପରେ ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଜାମିନ ଦେଇଛନ୍ତି!-->…
ଚଳନ୍ତା ଟ୍ରେନ୍ରେ ନାବାଳିକାଙ୍କୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ ଯାତ୍ରୀ
ଚଳନ୍ତା ଟ୍ରେନ୍ରେ ନାବାଳିକାଙ୍କୁ ଅସଦାଚରଣ କଲେ ରେଲ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ଯାତ୍ରୀମାନେ ରେଳ କର୍ମଚାରୀଙ୍କୁ ପିଟି ପିଟି ମାରିଦେଲେ। ଏପରି ଏକ ସାଂଘାତିକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଘଟିଛି।
ବିହାରର ବରୌନୀରୁ ନୂଆ ଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସ୍!-->!-->!-->…