Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହୃଦଘାତର ଶିକାର ହୋଇଛି ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହର
କରାଚୀ ୨୬।୧୨: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଜୈସ-ଏ-ମହମ୍ମଦ ମୁଖିଆ ମସୁଦ ଅଜହର ହୃଦଘାତର ଶିକାର ହୋଇଛି। ମସୁଦ ଅଜହର ଆଫଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଲୁଚିଥିଲା। ସେହିଠାରେ ସେ ହୃଦଘାତର ଶିକାର ହୋଇଥିବା ବେଳେ ତାକୁ ତୁରନ୍ତ ଆଫଗାନିସ୍ତାନରୁ ପାକିସ୍ତାନକୁ ଅଣାଯାଇଛି। ମସୁଦ!-->…
୨୦୨୩-୨୪ ବର୍ଷରେ ବିଜେପି ପାଇଛି ୨,୨୪୪ କୋଟି ଚାନ୍ଦା
ନୂଆଦିଲ୍ଲୀ : ଏଥର ବି ବିଜେପିର ପକେଟ୍ ଗରମ। ଚାନ୍ଦା ଆକାରରେ ପାଇଛି ପୁଳାପୁଳା ଟଙ୍କା। ବିରୋଧୀଙ୍କୁ ବହୁତ ପଛରେ ପକାଇଛି ଶାସକ ଦଳ। ପୂର୍ବ ବର୍ଷ ଅପେକ୍ଷା ବିଜେପିର ଖାତାକୁ ଏଥର ଆସିଛି ତିନି ଗୁଣ ଅଧିକ ପାଣ୍ଠି। ନିର୍ବାଚନ ପୂର୍ବରୁ ଏହି ଟଙ୍କା ବିଜେପିର ଖାତାକୁ ଆସିଛି। ସାମ୍ନାକୁ!-->…
ବାଂଲାଦେଶକୁ ୭୦୦ ଟନ ଚାଉଳ ପଠାଇଲା ଭାରତ
ଢାକା ୨୬।୧୨: ବାଂଲାଦେଶରେ ଶେଖ ହସିନା ସରକାର ଯିବା ପରେ ମୌଳବାଦୀ ଲଗାତାର ଭାରତ ବିରୋଧରେ ଜହର ଉଦଗାରୁଛନ୍ତି। ଦେଶର ଅର୍ଥ ବ୍ୟବସ୍ଥା ପୂର୍ବରୁ ନଷ୍ଟ ହୋଇସାରିଛି ହେଲେବି ପଡୋଶୀ ଦେଶର ଜିହାଦୀ ମାନସିକତାର ଲୋକଙ୍କ ଉଦ୍ଦେଶ୍ୟ ଭାରତଠୁ ପ୍ରତିଶୋଧ ନେବେ। ତେବେ ଭାରତ ପ୍ରଥମରୁ ନେବର!-->…
ତାଲିବାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି
କାବୁଲ: ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ତାଲିବାନ ଆତଙ୍କବାଦୀଙ୍କ ଶିବିର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୪୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ପ୍ରଶିକ୍ଷଣ ଶିବିର ନଷ୍ଟ ହୋଇଛି। ଆଫଗାନିସ୍ତାନର ପାକ୍ଟିକା ପ୍ରଦେଶର ବରମାଲ ଜିଲାର ପାର୍ବତ୍ୟ ଅଞ୍ଚଳରେ ଥିବା ତାଲିବାନ!-->…
ନିର୍ବାଚନ ପୂର୍ବରୁ ଫାଟ, ‘ଇଣ୍ଡି ବ୍ଲକ୍’ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ନୂଆଦିଲ୍ଲୀ : ଆସନ୍ତା ବର୍ଷ ପଡ଼ିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍। ତେବେ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଭିତରେ ଆରମ୍ଭ ହୋଇଗଲାଣି ଟଣାଓଟରା।୨୦୨୪ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିବା ଇଣ୍ଡି ବ୍ଲକ ଉପରେ ସଙ୍କଟର ବାଦଲ!-->…
ସେଲେବ୍ରିଟିମାନେ ଫ୍ୟାନ୍ମାନଙ୍କୁ ନିୟନ୍ତ୍ରଣରେ ରଖିବା ଦରକାର: ରେବନ୍ତ ରେଡ୍ଡୀ
ହାଇଦ୍ରାବାଦ : କମୁନି ପୁଷ୍ପ ରାଜ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ମାମଲାରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି। ତାଙ୍କ ସହ!-->…
ନୀତୀଶ କୁମାର ଓ ନବୀନ ପଟ୍ଟନାୟକଙ୍କୁ ମିଳୁ ଭରତ ରତ୍ନ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ଦେବାକୁ ଦାବି ହୋଇଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏହି ଦାବି କରିବା ସହ ଦୁଇ ପୁରୁଖା ନେତାଙ୍କୁ ବେଶ ପ୍ରସଂଶା ମଧ୍ୟ କରିଛନ୍ତି। ବୁଧବାର!-->…
କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସିଧାସଳଖ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ବିଳମ୍ବିତ କରୁଥିବା ଓ ପ୍ରଭାବୀ ନୀତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ବୋଲି!-->…
‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି
ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ‘ମୌକା ମୌକା ହର ବାର ଧୋକା’ ଶୀର୍ଷକ ଗୋଟିଏ ବହି ଜାରି କରାଯାଇଛି। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ, ଦଳର ନେତା ଅଜୟ ମାକେନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଉଭୟ ବିଜେପି ଓ ଆପକୁ କଟାକ୍ଷ କରି ବହିକୁ!-->…
କେଜ୍ରିଓ୍ୱାଲ କହିଲେ- ଖୁବ୍ଶୀଘ୍ର ଗିରଫ ହେବେ ଆତିଶୀ
ପରିବହନ ବିଭାଗରେ ପ୍ରସ୍ତୁତି ଚାଲିଛି କେସ୍। ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ ଗିରଫ କରିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ।
ଆଜି ଏକ!-->!-->!-->…