Browsing Category

ଦେଶ

ସୁନୀତାଙ୍କୁ ଫେରାଇ ଆଣି‌ବେ ଏଲନ୍ ମସ୍କ: କେବେ ବାହୁଡ଼ିବେ କହିଲା ନାସା…

ୱାଶିଂଟନ: ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସ ତାଙ୍କ ସାଥୀ ବଚ୍ ୱିଲମୋରଙ୍କ ସହ ମହାକାଶରେ ଫସି ରହିଛନ୍ତି। ସେ କେବେ ପୃଥିବୀକୁ ଫେରିବେ ସେନେଇ ନାସା ଏକ ବଡ ଘୋଷଣା କରିଛି। ଏଲନ୍ ମସ୍କଙ୍କର କମ୍ପାନୀ

ତୃତୀୟ ବିଶ୍ୱଯୁଦ୍ଧ ! : ଇସ୍ରାଏଲରେ ୪୮ ଘଣ୍ଟିଆ ଜରୁରୀକାଳୀନ ସ୍ଥିତି ଘୋଷଣା

ଜେରୁଜେଲମ୍: ଲେବାନନର ହିଜବୁଲ ଇସ୍ରାଏଲ ଉପରେ ବଡ଼ ଧରଣର ରକେଟ୍ ଆକ୍ରମଣ ଆରମ୍ଭ କରିଛି। ଏହା ସହିତ ହିଜବୁଲ ମଧ୍ୟ ଏକ ବଡ଼ ଧରଣର ସାମରିକ ଅପରେସନ ପାଇଁ ଘୋଷଣା କରିଛି। ହିଜବୁଲ ଦ୍ବାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଇସ୍ରାଏଲର ଗୁରୁତ୍ୱପୂର୍ଣ୍ଣ ସାମରିକ ଶିବିରକୁ ଟାର୍ଗେଟ କରିବା ପାଇଁ

ବିଲ୍ଡରଙ୍କୁ ଯୋଗୀଙ୍କ ଛାଟ: ବକେୟା ପୈଠ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ନୋଏଡା: ନୋଏଡାରେ ଫ୍ଲାଟ କ୍ରେତାମାନଙ୍କର ପଞ୍ଜିକରଣ କରାଯାଉନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫ୍ଲାଟ କ୍ରେତାଙ୍କ ପଞ୍ଜିକରଣକୁ ତ୍ୱରାନ୍ୱିତ କରିବାକୁ ଏବଂ ଫ୍ଲାଟ କ୍ରେତାଙ୍କ ପଞ୍ଜିକରଣରେ ଅବହେଳା କରୁଥିବା ବିଲ୍ଡରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା

ରାହୁଲ ଗାନ୍ଧିଙ୍କ ‘ମିସ୍ ଇଣ୍ଡିଆ’ ବୟାନ୍, ‘ବାଳକ ବୁଦ୍ଧି’ କହି କଟାକ୍ଷ କଲେ କିରଣ…

ନୂଆଦିଲ୍ଲୀ : "ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର୍ ତାଲିକାରେ ଦଳିତ, ଆଦିବାସୀ କି ଓବିସି ବର୍ଗର ମହିଳା ନାହାନ୍ତି।" ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ଏହା ସାସଂଦ (ରାହୁଲ ଗାନ୍ଧି)ଙ୍କ ବାଳକ ବୁଦ୍ଧି

କେନ୍ଦ୍ର ସରକାରଙ୍କ ନୂଆ ପେନସନ ଯୋଜନା, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ : କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ନୂଆ ପେନସନ ସ୍କିମ୍। ୟୁନିଫାଏଡ୍ ପେନସନ ସ୍କିମ୍ (ୟୁପିଏସ୍) ଉପରେ ଆଜି କେନ୍ଦ୍ର କ୍ୟାବିନେଟର ମୋହର

କଶ୍ମୀରରେ ସେନାର ଆତଙ୍କବାଦୀ ନିପାତ ଅଭିଯାନ, ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ସୋପୋରର ରାଫିଆବାଦରେ ସୁରକ୍ଷାବଳ ସହ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସୋପୋର ପୁଲିସ ଓ ୩୨ ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନରେ ଏହି ଅପରେସନ କରାଯାଇଥିଲା। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ପିଡିପି ଇସ୍ତାହାରରେ ମାଗଣା ବିଜୁଳି, ପାକିସ୍ତାନ ସହ ବ୍ୟବସାୟ ଆରମ୍ଭ ପାଇଁ ପ୍ରତିଶ୍ରୁତି

ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟିଂ ହେବ। ଏହାପୂର୍ବରୁ ଉପତ୍ୟକାରେ ରାଜନୀତିକ ପାଣିପାଗ ଉଷ୍ଣ ହେବାରେ ଲାଗିଛି। ଏସବୁ ଭିତରେ ପିଡିପି ପକ୍ଷରୁ ଆଜି ନିର୍ବାଚନ ପାଇଁ ଇସ୍ତହାର ବା ପ୍ରତିଶ୍ରୁତି ପତ୍ର ଜାରି କରାଯାଇଛି। ଦଳର ସଭାପତି ମେହବୁବା

ଭାରତର ପ୍ରଥମ ପୁନଃବ୍ୟବହାରକ୍ଷମ ରକେଟ ଉତକ୍ଷେପଣ ସଫଳ

ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ। ଦେଶର ପ୍ରଥମ ପୁନଃବ୍ୟବହାରକ୍ଷମ ହାଇବ୍ରିଡ୍ ରକେଟ RHUMI-1ର ଉତକ୍ଷେପଣ ସଫଳ ହୋଇଛି। ଆଜି ଚେନ୍ନାଇ ସ୍ଥିତ ଇଷ୍ଟକୋଷ୍ଟ ରୋଡରେ ଥିବା ମାରିନା ବେଳାଭୂମିରେ ଏହି ହାଇବ୍ରିଡ ରକେଟର ଉତକ୍ଷେପଣ କରାଯାଇଛି। ବିଶ୍ୱ

ୱାକଫ ବିଲ ବିବାଦ: ଆପତ୍ତି ଉଠାଇଲା ବିଜେପିର ସହଯୋଗୀ ଜେଡିୟୁ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଆଜି କେନ୍ଦ୍ର ସରକାର ଆଣିଥିବା ୱାକଫ ସଂଶୋଧିତ ବିଲ ବିରୋଧରେ ମତ ରଖିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ଜେଡିୟୁ ସହଯୋଗୀ ଦଳ ଭାବେ କାର୍ଯ୍ୟ କରୁଛି। ତଥାପି କେନ୍ଦ୍ର ଆଣିଥିବା ବିଲ ବିରୋଧରେ ବିଜେପିର ତୃତୀୟ ସହଯୋଗୀ ଦଳ ଭାବେ

‘ଏୟାର ଇଣ୍ଡିଆ’ ଉପରେ ୯୦ ଲକ୍ଷ ଟଙ୍କାର ଫାଇନ୍

ଏୟାର ଇଣ୍ଡିଆ ବିମାନ ଉପରେ ୯୦ ଲକ୍ଷ ଟଙ୍କାର ଜରିମାନା। ବିମାନ ଚଳାଚଳ ନିୟନ୍ତ୍ରକ DGCA ଏୟାର ଇଣ୍ଡିଆ ଉପରେ ଜରିମାନା ପକାଇଛି। ଯୋଗ୍ୟତା ହାସଲ କରିନଥିବା କ୍ୟୁ ସଦସ୍ୟଙ୍କୁ ନେଇ ବିମାନ ଉଡାଣ ଭରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ବ୍ୟତୀତ ଏୟାର ଇଣ୍ଡିଆର