Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବେଙ୍ଗାଲୁରୁର ବିଚ୍ ରାସ୍ତାରେ ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କଲା ୧୦ ବର୍ଷର ପିଲା, ଭିଡିଓ ଭାଇରାଲ
କାମ ସାରି ଘରକୁ ଫେରୁଥିବା ବେଳେ ବେଙ୍ଗାଲୁରୁରେ ରହୁଥିବା ଜଣେ ଓଡ଼ିଆ ୟ୍ୟୁଟୁବରଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରାଯାଇଛି। ଜଣେ ୧୦ ବର୍ଷର ପିଲା ଓଡ଼ିଆ ଯୁବତୀଙ୍କୁ ଅସଦାଚରଣ କରିଛି। ଯୁବତୀ ଜଣଙ୍କ ମଙ୍ଗଳବାର ରାତିରେ କାମ ସାରି ଘରକୁ ଫେରିଥିବା ବେଳେ ଏଭଳି ଘଟଣା ତାଙ୍କ ସହ ଘଟିଛି। ସେ!-->…
ଜମ୍ମୁ-କଶ୍ମୀର ବିଧାନସଭାରେ ହଙ୍ଗାମା, ଠେଲାପେଲା ହେଲେ ବିଧାୟକ
ଜମ୍ମୁ-କଶ୍ମୀର ବିଧାନସଭାରେ ହେଲା ଜୋରଦାର ହଙ୍ଗାମା। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ବିଧାୟକ। ନିଜ ନିୟନ୍ତ୍ରଣ ହରାଇଲେ ଶାସକ ଓ ବିରୋଧୀ ଦଳର ନେତା। ପରସ୍ପରକୁ ଦେଲେ ଧକ୍କା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଫଳରେ ଗୃହକୁ!-->…
ହିନ୍ଦୁଙ୍କ ଉପରେ ସେନାର ବର୍ବରତା, ଇସ୍କନ୍ ବିରୋଧୀ ଫେସ୍ବୁକ୍ ପୋଷ୍ଟକୁ ନେଇ ଉତ୍ତେଜନା
ବାଂଲାଦେଶରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା ପରିସ୍ଥିତି। ଇସ୍କନ୍ ବିରୋଧ ଫେସ୍ବୁକ୍ ପୋଷ୍ଟକୁ ନେଇ ଦେଖାଦେଇଛି ଅଶାନ୍ତି। ଏହାକୁ ବିରୋଧ କରି କିଛି ହିନ୍ଦୁ ବିକ୍ଷୋଭ କରୁଥିବା ବେଳେ ତାଙ୍କ ଉପରେ ବଂଲାଦେଶ ସେନା କରିଛି ଆକ୍ରମଣ। ଲାଠି ଚାର୍ଜ କରିବା ସହ କରିଛି ଫାଙ୍କା ଗୁଳି ଚାଳନା।
!-->!-->!-->…
ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କୀ ୟାସିନ ମଲ୍ଲିକଙ୍କ ପତ୍ନୀ
ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (ଜେଏଫଏଲଏଫ) ମୁଖ୍ୟ ତଥା ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ!-->…
ମିଳିଲାନି ସୁରକ୍ଷା, କାନାଡାରେ କନସୁଲାର କ୍ୟାମ୍ପ ବନ୍ଦ କଲା ଭାରତ
ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ଦିନକୁ ଦିନ ତୀବ୍ର ହେବରେ ଲାଗିଛି। କାନାଡାର ସୁରକ୍ଷା ଏଜେନ୍ସି ଗୁଡ଼ିକ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ମନା କରିବାରୁ କାନାଡାରେ ଥିବା ଭାରତୀୟ ହାଇ କମିଶନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି।କମିଶନ ପକ୍ଷରୁ କାନାଡାରେ!-->…
‘ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ, ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ’: ପ୍ରଧାନମନ୍ତ୍ରୀ ମୋଦୀ
ଆମେରିକାରେ ଇତିହାସ ରଚି ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନରେ ବାଜିମାରିବାକୁ ଯାଉଛନ୍ତି। ଆଉ ମାତ୍ର କିଛି ରାଜ୍ୟର ରେଜଲ୍ଟ ଆସିବାକୁ ବାକି ଥିବା ବେଳେ ଟ୍ରମ୍ପ ହ୍ୱାଇଟ ହାଉସକୁ ଯିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୦ ହାସଲ କରି ସାରିଛନ୍ତି।!-->…
‘ଆତଙ୍କବାଦୀକୁ ସହାୟତା କଲେ ବୁଲିବ ବୁଲଡୋଜର’
ଯିଏ ଆତଙ୍କବାଦୀଙ୍କୁ ସହାୟତା କରିବ ତା'ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ହେବ ବୁଲଡୋଜର ଆକ୍ସନ। ତାଙ୍କ ଘର ଉପରେ ଚାଲିବ ବୁଲଡୋଜନର। ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା।
ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ ଘଟଣା ଦିନକୁ ଦନ!-->!-->!-->…
ଟ୍ରମ୍ପଙ୍କ ପାଇଁ ହୋମ ଯଜ୍ଞ, ଭିଡିଓ ଭାଇରାଲ
ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ଏହାରି ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ!-->…
୪୦ ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କଲା ବିଜେପି
ପାଖେଇ ଆସିଲାଣି ମହାରାଷ୍ଟ୍ର ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍ରେ ବିଜେପି। ବିଦ୍ରୋହୀ ନେତାଙ୍କ ବିରୋଧରେ ଦଳ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ୩୭ ଟି ଆସନରେ ବିଦ୍ରୋହ କରିଥିବା ୪୦ ବିଦ୍ରୋହୀମାନଙ୍କୁ ଦଳରୁ ବହିଷ୍କାର କରିଛି।
ଏହାପୂର୍ବରୁ ଉଦ୍ଧବ ଠାକରେ ମଧ୍ୟ!-->!-->!-->…
ଖଲିସ୍ତାନୀଙ୍କ ବିରୋଧରେ ରଣହୁଙ୍କାର: କାନାଡାରେ ଏକାଠି ହେଲେ ହିନ୍ଦୁ ଓ ଶିଖ୍
ନୂଆଦିଲ୍ଲୀ : କାନାଡାରେ ରହିଥିବା ଖଲିସ୍ତାନ ସପକ୍ଷବାଦୀଙ୍କ ବିରୋଧରେ ଏକାଠି ହୋଇଛନ୍ତି ସେଠାରେ ରହୁଥିବା ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକ। ଖଲିସ୍ତାନୀମାନେ ଦିନକ ତଳେ କାନାଡାର ବ୍ରାମ୍ପଟନରେ ଥିବା ଗୋଟିଏ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ହିନ୍ଦୁ ଶ୍ରଦ୍ଧାଳୁମାନଙ୍କୁ!-->…