Browsing Category

ଦେଶ

ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଡିଜିପି ହେଲେ ସଞ୍ଜୟ କୁମାର ବର୍ମା

ମୁମ୍ବାଇ : ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ୧୯୯୦ ବ୍ୟାଚ୍‌ର ଆଇପିଏସ ସଞ୍ଜୟ କୁମାର ବର୍ମାଙ୍କୁ ରାଜ୍ୟର ପୁଲିସ୍‌ ମହାନିର୍ଦ୍ଦେଶକ ବା ଡିଜିପି ଭାବେ ନିଯୁକ୍ତି ମିଳିଛି। ବର୍ତ୍ତମାନ ଆଇପିଏସ ବର୍ମା ଲିଗାଲ ଓ ଟେକ୍ନିକାଲ…

ୟୁପି, କେରଳ ଓ ପଞ୍ଜାବ ବିଧାନସଭା ଉପନିର୍ବାଚନ: ଭୋଟଗ୍ରହଣ ତାରିଖ ୧୩ରୁ ୨୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ବିଭିନ୍ନ ରାଜନୈତିକ ଦଳଙ୍କ ଅନୁରୋଧ ରକ୍ଷାକରି ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଉତ୍ତର ପ୍ରଦେଶ (ୟୁପି), କେରଳ ଓ ପଞ୍ଜାବର ମୋଟ ୧୪ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନଭେମ୍ବର ୧୩ରୁ ୨୦କୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଫଳାଫଳ ଘୋଷଣା ତାରିଖ ନଭେମ୍ବର ୨୩କୁ…

ବାଂଲାଦେଶରେ ହିନ୍ଦୁ ଆନ୍ଦୋଳନକୁ ଭଣ୍ଡୁର ଯୋଜନା, ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନେ ଚଳାଇଥିବା ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୧୮ଜଣ ସାଧୁଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛନ୍ତି। ସାଧୁମାନେ ହିନ୍ଦୁ ଆନ୍ଦୋଳନର ନେତୃତ୍ବ ନେଉଥିବାରୁ ସେମାନଙ୍କୁ ମିଥ୍ୟା ମାମଲାରେ…

ରଣଥମ୍ଭୋର ଜାତୀୟ ଉଦ୍ୟାନରୁ ୨୫ ବାଘ ନିଖୋଜ, ଯାଞ୍ଚ କମିଟି ଗଠିତ

ନୂଆଦିଲ୍ଲୀ : ରାଜସ୍ଥାନର ରଣଥମ୍ଭୋର ଜାତୀୟ ଉଦ୍ୟାନରେ ଏକ ବାଘର ମୃତ୍ୟୁ ହେବା ସହ ୨୫ ବାଘ ନିଖୋଜ ଅଛନ୍ତି । ନିଖୋଜ ବାଘମାନଙ୍କ ସନ୍ଧାନ ପାଇଁ କମିଟି ଗଠନ ହୋଇଥିଲା । ଯାଞ୍ଚ ପରେ କୁହାଯାଇଛି କି ୧୧ଟି ବାଘ କ୍ୟାମେରା ଟ୍ରାପ ଓ ଅନ୍ୟାନ୍ୟ ମେସିନରେ ଗତ ବର୍ଷେ ହେବ ନଜର ଆସୁନଥିଲେ…

ଭୁଲ୍‌ ତଥ୍ୟ ଦେଉଛି Wikipedia, ନୋଟିସ୍‌ ଜାରି କଲେ ସରକାର

ନୂଆଦିଲ୍ଲୀ :ଭୁଲ୍‌ ତଥ୍ୟ ତଥା ସୂଚନା ଦେଉଛି Wikipedia। ଏଭଳି କିଛି ଏକାଧିକ ଅଭିଯୋଗ ଆସିବା ପରେ ଉଇକିପିଡ଼ିଆ ଉପରେ ବର୍ଷିଛନ୍ତି କେନ୍ଦ୍ର ସରକାର। ଏଥିସହ ତାକୁ ନୋଟିସ୍‌ ପଠାଇ ଏହି ଅଭିଯୋଗ ଉପରେ ଜବାବ ମାଗିଛନ୍ତି।ପକ୍ଷପାତିତା ଏବଂ ଭୁଲ ତଥ୍ୟ ଦେଉଥିବା ନେଇ ଉଇକିପିଡ଼ିଆ ବିରୋଧରେ ଅନେକ…

ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୨୦ ଯାଏ ଚାଲିବ

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆସନ୍ତା ନଭେମ୍ବର ୨୫ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୦ ଯାଏ ଚାଲିବ ବୋଲି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ କରି ରିଜିଜୁ ସୂଚନା ଦେଇଛନ୍ତି।୨୫ରୁ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହାର ଦ୍ୱିତୀୟ ଦିନ ଅର୍ଥାତ ନଭେମ୍ବର ୨୬ ବା ସମ୍ବିଧାନ ଦିବସରେ…

କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ ଓ ପୁଅଙ୍କ ନାଁରେ ରୁଜୁ ହେଲା ଏଫଆଇଆର

ବେଙ୍ଗାଲୁରୁ : କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀ, ପୁଅ ନିଖିଲ ଓ ଜେଡିଏସ୍‌ର ବିଧାୟକ ସୁରେଶ ବାବଙ୍କ ନାଁରେ ରୁଜୁ ହୋଇଛି ଏଫଆଇଆର। କୁମାରସ୍ୱାମୀଙ୍କ ବିରୋଧରେ ଥିବା ଖଣି ଦୁର୍ନୀତି କେସ୍‌ର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଏମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଉକ୍ତ…

ପୂରା ପରିବାର ନିଶ୍ଚିହ୍ନ: ବାପା-ମା’ଙ୍କ ସହ ୩ ପିଲାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ନିଶ୍ଚିହ୍ନ ହୋଇଯାଇଛି ଗୋଟିଏ ପରିବାର। ସ୍ୱାମୀ-ସ୍ତ୍ରୀ ଓ ୩ ପିଲାଙ୍କ ସହ ଆଗକୁ ବଢ଼ୁଥିବା ପରିବାର ସବୁ ସଦସ୍ୟଙ୍କ ଗୁଳିବିଦ୍ଧ ମୃତଦେହ ଆଜି ପୁଲିସ୍‌ ଉଦ୍ଧାର କରିଛି। ପ୍ରଥମେ ପୁଲିସ୍‌ ୪୫ ବର୍ଷୀୟ ମହିଳା, ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅର ଗୁଳିବିଦ୍ଧ ମୃତଦେହ ଉତ୍ତର…

ଦୁର୍ଘଟଣା ପରେ ଜଳିଗଲା ବାୟୁସେନାର ମିଗ ୨୯ ଯୁଦ୍ଧ ବିମାନ

ଭାରତୀୟ ବାୟୁସେନାର ଗୋଟିଏ ମିଗ ୨୯ ଯୁଦ୍ଧ ବିମାନ ଆଜି ଉତ୍ତର ପ୍ରଦେଶର ଆଗ୍ରାରେ କ୍ରାଶ କରି ଯାଇଛି। ତେବେ ବିମାନରେ ଥିବା ପାଇଲଟ ଜଣଙ୍କ ଏଥିରୁ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଛନ୍ତି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଆଗ୍ରାର ସୋନଗା ଗାଁରେ ଥିବା…

୬ ବର୍ଷ ପରେ ବସିଲା ବିଧାନସଭା, କିନ୍ତୁ ଧାରା ୩୭୦ ପାଇଁ ହେଲା ହଙ୍ଗାମା

ଦୀର୍ଘ ୬ ବର୍ଷ ପରେ ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି। ନିକଟରେ ନିର୍ବାଚନ ଓ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ପରେ ଆଜି ବିଧାନସଭା ଅଧିବେଶନ ବସିଛି। ହେଲେ ୬ ବର୍ଷ ପରେ ବସିଥିବା ବିଧାନସଭାର ପ୍ରଥମ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି।…