Browsing Category

ଦେଶ

NEET ପ୍ରସଙ୍ଗରେ ଆଲୋଚନାକୁ ଅନୁମତି ଦେଲେନି ବାଚସ୍ପତି, ବିରୋଧୀଙ୍କ କକ୍ଷତ୍ୟାଗ

NEET-UG ପରୀକ୍ଷାରେ ତ୍ରୁଟିକୁ ନେଇ ଆଜି ବି ସଂସଦରେ ହୋହଲ୍ଲା କରିଛନ୍ତି ବିରୋଧୀ। ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଗୋଟିଏ ଦିନ ଆଲୋଚନାକୁ ବାଚସ୍ପତି ଅନୁମତି ନ ଦେବାକୁ କକ୍ଷତ୍ୟାଗ କରିଛନ୍ତି ବିରୋଧୀ। ଆଜି ସଂସଦ ଅଧିବେଶନ ଆଲୋଚନା ସମୟରେ ରାହୁଲ ଗାନ୍ଧି କହିଥିଲେ,

CBI ଗିରଫଦାରୀ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ କେଜ୍ରିୱାଲ

CBI ଗିରଫଦାରୀ ବିରୋଧରେ ହାଇକୋର୍ଟରେ ପହଞ୍ଚିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଛନ୍ତି। ଅବକାରୀ ନୀତି ଦୁର୍ନୀତି ମାମଲାରେ ଜୁନ୍ ୨୬ରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଥିଲା।

TRAIର ନୂଆ ନିୟମ ଲାଗୁ; ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ

ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ। ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ। ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହୋଇଛି TRAIର ନୂଆ ନିୟମ। ଟ୍ରାଇର ନିଷ୍ପତ୍ତି ଅନୁସାରେ ଏବେ ଆଉ ସହଜ ହେବନି ସମାନ ନମ୍ବର ଥାଇ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା। ଏଥିପାଇଁ ଆପଣଙ୍କୁ ଆବଶ୍ୟକ

କେଦାରନାଥରେ ହିମସ୍ଖଳନ ! ଗାନ୍ଧୀ ସରୋବର ପର୍ବତରୁ ଗ୍ଲାସିୟର ଭାଙ୍ଗି ତଳକୁ ଖସିଲା

କେଦାରନାଥ ଧାମରେ ପୁଣିଥରେ ଥମିଲା ଲୋକଙ୍କ ନିଃଶ୍ୱାସ । ଭୟରେ ଥରିବାକୁ ଲାଗିଲେ ଏଠାକୁ ତୀର୍ଥ ଭ୍ରମଣ କରିବାକୁ ଆସିଥିବା ଯାତ୍ରୀ । ରବିବାର ସକାଳେ ମନ୍ଦିର ନିକଟରେ ଭୟଙ୍କର ହିମସ୍ଖଳନ ଦେଖିବାକୁ ମିଳିଥିଲା । ମନ୍ଦିର ପଛପାର୍ଶ୍ୱ ପାହାଡ଼ରେ ହିମସ୍ଖଳନ ହୋଇଥିଲା । ଗାନ୍ଧୀ ସରୋବର ପର୍ବତରୁ

ରିଆସୀ ଆତଙ୍କବାଦୀ ଘଟଣା : ରାଜୌରୀର କେତେକ ସ୍ଥାନରେ ଏନଆଇଏର ଚଢଉ

ଜମ୍ମୁ : ରିଆସୀ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ରବିବାର (୩୦ ଜୁନ୍ ୨୦୨୪) ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାର ଏକାଧିକ ସ୍ଥାନରେ ଚଢ଼ାଉ କରିଛି। ୨୦୨୪ ଜୁନ୍ ୯ ତାରିଖ ସନ୍ଧ୍ୟାରେ ରିୟାସି ଜିଲ୍ଲାର ପାଉନେ ଅଞ୍ଚଳର ଶିବଖୋରୀରୁ କଟ୍ରା ଅଭିମୁଖେ

‘ମନ୍‌ କୀ ବାତ୍‌’ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଆଶୀର୍ବାଦ କାମନା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରବିବାର ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ବଖାଣିଛନ୍ତି ମୋଦି। ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ତେଣୁ ଦେଶବାସୀଙ୍କ ପାଇଁ

ମା’ଙ୍କ ନାଁରେ ଲଗାନ୍ତୁ ଗଛ, ଅପିଲ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ବଧାଇ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇବା ସହ ଜୀବନରେ ମା’ଙ୍କ ଗୁରୁତକୁ

ପଶ୍ଚିମବଙ୍ଗରେ ସରିଆ କୋର୍ଟ ଚାଲିଛି : ଭିଡିଓ ସେୟାର କରି ମମତାଙ୍କୁ ଟାର୍ଗେଟ୍ କଲେ ଅମିତ ମାଲବ୍ୟ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ କରିଆସୁଛି। ଆଜି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ସୋସିଆଲ ମିଡିଆ

କେଜ୍ରିୱାଲଙ୍କ ଗିରଫକୁ ନେଇ ବିରୋଧ କରିବେ ଇଣ୍ଡିଆ ମେଣ୍ଟର ନେତା: ସଂଞ୍ଜୟ ସିଂ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ରବିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ଦଳର ନେତାମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି ଯେ

ସେନା ଇତିହାସରେ ପ୍ରଥମ, ଦୁଇ କ୍ଲାସ୍‌ମେଟ୍‌ ସ୍ଥଳ ସେନା ଓ ନୌସେନା ମୁଖ୍ୟ

ନୂଆଦିଲ୍ଲୀ :ଭାରତୀୟ ସୈନ୍ୟ ଇତିହାସରେ ପ୍ରଥମ। ସ୍ଥଳସେନା ଓ ନୌସେନା ମୁଖ୍ୟ ହେଲେ ଦୁଇ କ୍ଲାସ୍‌ମେଟ୍‌। ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ନୂତନ ମୁଖ୍ୟ ହୋଇଛନ୍ତି। ତାଙ୍କୁ ଜୁନ୍‌ ୩୦ ତଥା ଆଜି ଏହି ଦାୟିତ୍ୱ ଦିଆଯାଇଛି। ଏହାପୂର୍ବରୁ ଏହି ଦାୟିତ୍ୱ ମନୋଜ