Browsing Category

ଦେଶ

ଲୋକସଭା ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ ଜାରି

ଲୋକସଭା ନିର୍ବାଚନ ପାଇଁ ଆଜି ଜାରି ହୋଇଛି ବିଜେପିର ନିର୍ବାଚନୀ ଇସ୍ତାହାର ବା ‘ସଂକଳ୍ପ ପତ୍ର’ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ,

ରୋଡ୍‌ ସୋ’ ବେଳେ ପଥର ମାଡ଼ରେ ଆହତ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ନିର୍ବାଚନ ପ୍ରଚାର ସମୟରେ କିଛି ଲୋକଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି। ୱାଇଏସଆରସିପି ସଭାପତି ତାଙ୍କ ରୋହ୍‌ ସା କାଳରେ ବସରେ ଯାତ୍ରା କରୁଥିବା ସମୟରେ ଟେକା ମାଡ଼ର ସମ୍ମୁଖୀନ ହୋଇଥିଲେ। ମେ ୧୩ ତାରିଖରେ ରାଜ୍ୟର

ରାଜସ୍ଥାନ : ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର, ୭ ଜଣ ଦଗ୍ଧ

ସିକର: ରାଜସ୍ଥାନର ସିକର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କାର୍ ଆଗକୁ ଯାଉଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଗାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ରେ ଉଭୟ ଗାଡ଼ି ସମ୍ପୂର୍ଣ୍ଣ ଜଳି

ଆମେ ଇରାନ ସହ ସଂଘର୍ଷ ଚାହୁଁନାହୁଁ, କହିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ କହିଛନ୍ତି ଯେ ଆମେରିକା ଇରାନ ସହ ସଂଘର୍ଷ ଚାହୁଁନାହିଁ, ବରଂ ସେମାନଙ୍କ ସେନାକୁ ସୁରକ୍ଷା ଦେବା ଏବଂ ଇସ୍ରାଏଲର ପ୍ରତିରକ୍ଷାକୁ ସମର୍ଥନ କରିବା ପାଇଁ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ। ପ୍ରତିରକ୍ଷା ସଚିବ ଆହୁରି

ଇସ୍ରାଏଲ ସ୍ଥିତ ଭାରତୀୟ ଦୂତାବାସ ଜାରି କଲା ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’

ନୂଆଦିଲ୍ଲୀ: ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ରବିବାର ନିଜ ନାଗରିକଙ୍କ ପାଇଁ ଏକ ନୂଆ ‘ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରି’ ଜାରି କରିଛି, ଯେଉଁଥିରେ ସେମାନଙ୍କୁ ଶାନ୍ତ ରହିବା ଏବଂ ସୁରକ୍ଷା ପ୍ରୋଟୋକଲ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଦମାସ୍କସରେ ଇସଲାମିକ୍‌ ରିପବ୍ଲିକ୍‌ର ଏକ

ଆରଜେଡିର ପରିବର୍ତ୍ତନ ପତ୍ର: ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଦେବ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଜି ବିରୋଧୀ ଆରଜେଡି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ପରିବର୍ତ୍ତନ ପତ୍ର ନାଁରେ ଦଳ ଘୋଷଣା କରିଥିବା ଇସ୍ତାହାରରେ ବଡ଼ବଡ଼ ପ୍ରତିଶ୍ରୁତି ସବୁ ଦେଇଛି।ଯଦି ଦଳ ବିଜୟୀ ହେବ, ତା’ହେଲେ ବିହାରରେ ୫ଟି ଏୟାରପୋର୍ଟ ତିଆରି କରିବ। ସେହିପରି

ଶୁଟିଂ ବେଳେ ହେଲା ଯୁକ୍ତିତର୍କ, ଛାତରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର ଦମ୍ପତି

ନୂଆଦିଲ୍ଲୀ : ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ଭିଡିଓ ଶୁଟିଂ କରି ପକାଉ ଥିଲେ। ଏକାଠି ସବୁ ଭିଡିଓରେ ନଜର ଆସୁଥିଲେ। ଉଭୟ ଲିଭ ଇନ୍‌ରେ ବି ରହୁଥିଲେ। କିନ୍ତୁ ୟୁଟ୍ୟୁବ ପାଇଁ ଭିଡିଓ ଶୁଟିଂ ବେଳେ ଦମ୍ପତିଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ।ବାସ ଏଥିପାଇଁ ଉଭୟ ହରିଆଣାର ବାହଦୂରଗଡ଼ରେ ଥିବା

ଆପକୁ ୨୫କୋଟି ଦିଅ, ନଚେତ୍ ପରିଣାମ ଭଲ ହେବନି; ଅରୋବିନ୍ଦ ଫାର୍ମାକୁ ଏଭଳି ଧମକ ଦେଉଥିଲେ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ କବିତାଙ୍କୁ ତିନି ଦିନ ପାଇଁ ସିବିଆଇର ହେପାଜତକୁ ପଠାଇ ଦିଆଯାଇଛି। କୁହାଯାଉଛି ଯେ, ଶୁକ୍ରବାର କଷ୍ଟଡି ପାଇଁ କରାଯାଇଥିବା ଆବେଦନର ଶୁଣାଣି ବେଳେ

୨୦୦ ଆସନ ଜିତିପାରିବନି ବିଜେପି : ମମତା ବାନାର୍ଜୀ

ଜଳପାଇଗୁଡ଼ି : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦାବି କରିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ୨୦୦ ଆସନ ମଧ୍ୟ ଜିତିପାରିବ ନାହିଁ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଗ୍ୟାରେଣ୍ଟିକୁ

ରାଜନୈତିକ ଦଳଙ୍କୁ ୯୬୬ କୋଟି ଚାନ୍ଦା ଦେଇଥିବା କମ୍ପାନି ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ଯୋଜନାରେ ସର୍ବାଧିକ ଚାନ୍ଦାଦେଇଥିବା ସଂସ୍ଥାମାନଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି