Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହରିୟାଣା କଂଗ୍ରେସକୁ ଝଟ୍କା: ଝିଅ ଶ୍ରୁତିଙ୍କ ସହିତ କିରଣ ଚୌଧୁରୀ ଇସ୍ତଫା ଦେଲେ,ବିଜେପିରେ ଯୋଗଦେବେ
ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଝଟ୍କା ମିଳିଛି। ଲୋକସଭା ନିର୍ବାଚନରେ ତାଙ୍କ ଝିଅକୁ ଟିକେଟ୍ ନ ଦିଆଯିବା ପରେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା କଂଗ୍ରେସ ବିଧାୟକ କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ପୂର୍ବତନ ସାଂସଦ ଶ୍ରୁତି ଚୌଧୁରୀ ମଙ୍ଗଳବାର ଦଳରୁ!-->…
ଦୁର୍ନୀତି ଅଭିଯୋଗ: ଅଡୁଆରେ କେରଳ ସିଏମ ବିଜୟନ, ନୋଟିସ ଜାରି କଲେ ହାଇକୋର୍ଟ
କୋଚି: ମଙ୍ଗଳବାର କେରଳ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତାଙ୍କ ଝିଅ ଭିନା ଥାଇକାଣ୍ଡିୟିଲ ଏବଂ ଅନ୍ୟମାନଙ୍କୁ ଦୁର୍ନୀତି ଅଭିଯୋଗରେ ନୋଟିସ ଜାରି କରିଛନ୍ତି। କଂଗ୍ରେସ ବିଧାୟକ ମ୍ୟାଥୁ କୁଝାଲନନ୍ଦନଙ୍କ ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ପିଟିସନରେ ବନ୍ଦ ହୋଇଥିବା!-->…
ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ପଠାଇଲେ ମୋଦି
ନୂଆଦିଲ୍ଲୀ : ଚାଷୀଙ୍କ ଖାତାକୁ ଆଜି ସିଧାସଳଖ ୨୦ ହଜାର କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି ଟଙ୍କା ଆଜି ମୋଦି ରିଲିଜ କରିଛନ୍ତି।ଦେଶର ୯.୨୬ କୋଟି ଚାଷୀଙ୍କ ଖାତାକୁ ଆଜି ଟଙ୍କା ପଠା ଯାଇଛି।!-->…
ଆକ୍ରମଣ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟକୁ ଭେଟିବେ ମାଲିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସହଯୋଗୀ ବିଭବ କୁମାରଙ୍କ ଆକ୍ରମଣ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲ ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ନେତାମାନଙ୍କୁ ଚିଠି ଲେଖି ସେମାନଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି।ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ!-->…
ଜୁନ୍ ସୁଦ୍ଧା ଜାତୀୟ ମହିଳା କମିଶନକୁ ଆସିଛି ୧୨,୬୦୦ ଅଭିଯୋଗ; ସର୍ବାଧିକ ୟୁପିରୁ
ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ନିକଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୨,୬୦୦ ଅଭିଯୋଗ ଆସିଛି ଏବଂ ଉତ୍ତରପ୍ରଦେଶ ସର୍ବାଧିକ ଅଭିଯୋଗ ପଞ୍ଜୀକରଣ କରିବାର ସନ୍ଦେହଜନକ ଗୌରବ ହାସଲ କରିଛି ବୋଲି ସରକାରୀ ତଥ୍ୟରୁ ଜଣା ପଡ଼ିଛି।ଘରୋଇ ହିଂସା ବ୍ୟତୀତ ଅନ୍ୟ ନାରୀ ନିର୍ଯାତନା ସହ ଜଡିତ!-->…
୧୭,୪୭୧ ପଦବୀ ପାଇଁ ମହାରାଷ୍ଟ୍ର ପୁଲିସକୁ ମିଳିଲା ୧୭.୭୬ ଲକ୍ଷ ଆବେଦନ
ମୁମ୍ବାଇ: ମହାରାଷ୍ଟ୍ର ପୁଲିସରେ ଜୁନ୍ ୧୯ରୁ ଆରମ୍ଭ ହେବାକୁ ଥିବା ୧୭,୪୭୧ କନଷ୍ଟେବୁଲାରି ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନରେ ୧୭.୭୬ ଲକ୍ଷ ଆବେଦନ ଆସିଛି। କନଷ୍ଟେବଳ, ଡ୍ରାଇଭର, ବ୍ୟାଣ୍ଡମ୍ୟାନ, ଏସଆରପିଏଫ କର୍ମଚାରୀ ଏବଂ ଜେଲ କର୍ମଚାରୀ ପଦବୀ ପାଇଁ ଏହି ନିଯୁକ୍ତି ଅଭିଯାନ!-->…
କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ଦୁର୍ଘଟଣା: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗିଲା କଂଗ୍ରେସ
ପଶ୍ଚିବମଙ୍ଗର ସିଲିଗୁଡ଼ି ଠାରେ ଆଜି କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଗୋଟିଏ ମାଲବାହୀ ଟ୍ରେନ ଧକ୍କା ଦେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁ ସିଆଲଦାକୁ ଯାଉଥିବା କାଞ୍ଚନଜଙ୍ଗା ଟ୍ରେନର ୩ଟି ବିଗ କ୍ଷତିଗ୍ରସ୍ତ ହୋଇଛି।
ଏହି ଟ୍ରେନ ଦୁର୍ଘଟଣା!-->!-->!-->…
କର୍ମଚାରୀଙ୍କୁ କେନ୍ଦ୍ରର ଚେତାବାନୀ: ବିଳମ୍ବ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ନିଜର କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ଅଭ୍ୟାସଗତ ଭାବେ ବିଳମ୍ବରେ ଅଫିସ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।
ବିଳମ୍ବରେ ଆସି ଶୀଘ୍ର ଅଫିସ ଛାଡ଼ୁଥିବା ଘଟଣାକୁ ଅଧିକୃତ ଅଧିକାରୀମାନେ ଗୁରୁତ୍ୱର ସହ ନେବାକୁ କେନ୍ଦ୍ର!-->!-->!-->…
ଧର୍ମେନ୍ଦ୍ରଙ୍କୁ ହରିୟାଣା ଓ ଅଶ୍ୱିନୀଙ୍କୁ ମହାରାଷ୍ଟ୍ର ଦାୟିତ୍ୱ ଦେଲା ବିଜେପି
ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଏବେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି। ଆଗାମୀ ଦିନରେ ମହାରାଷ୍ଟ୍ର, ଝାରଖଣ୍ଡ ଓ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ବିଜେପି!-->…
ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା
ପଶ୍ଚିମବଙ୍ଗ ନ୍ୟୁ ଜଲପାଇଗୁଡିରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍। ଫଳରେ ଟ୍ରେନ୍ର ତିନୋଟି ବଗି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହୋଇଛି। ତେବେ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ।
‘ପ୍ରାଥମିକ ଅନୁସନ୍ଧାନରୁ ମାନବୀୟ!-->!-->!-->…