Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏନ୍କାଉଣ୍ଟର୍ରେ ଟଳିଲା ଜଣେ ଆତଙ୍କବଦୀ
ଜମ୍ମୁ ଓ କଶ୍ମୀର ପୁଣି ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା!-->…
ଆନ୍ଧ୍ରରେ ଅମରାବତୀ ହିଁ ଗୋଟିଏ ରାଜଧାନୀ ରହିବ: ଚନ୍ଦ୍ରବାବୁ ନାଇଡୁ
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଛନ୍ତି ନାଇଡୁ।
ଆଜି ବିଜୟୱାଡାରେ ବିଜେପି ନେତୃତ୍ୱାଧୀନ ଏନଡିଏ!-->!-->!-->…
ଅନ୍ତଃବସ୍ତ୍ରରେ ଲୁଚାଇ ନେଉଥିଲେ, ବାହାରିଲା ୩୩ କିଲୋ ସୁନା
ବିଦେଶରୁ ସୁନା ଚାଲାଣ କିଭଳି କରିବେ। କେବଳ ସତିକି ନୁହେଁ ସୁନା ଆଣିବା ବେଳେ କିଭଳି ବିମାନ ବନ୍ଦରରେ ଧରା ନ ପଡିବେ। ଏଥିପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ଅପରାଧି। କିଏ ଟ୍ରଲି ଚକା ଭିତରେ ଲୁଚାଇ ଆଣିବାକୁ ଚେଷ୍ଟା କରୁଛି ତ ଆଉ କିଏ ଖାଇବା ଜିନିଷ ଭିତରେ ଲଚାଇଛନ୍ତି। ସେହିପରି ଆଉ କିଏ!-->…
କେନ୍ଦ୍ରରେ 99% କୋଟିପତି ମନ୍ତ୍ରୀ
କେନ୍ଦ୍ର କ୍ୟାବିନେଟରେ ସାରା ଦେଶରୁ 72ଜଣ ନେତା ସ୍ଥାନ ପାଇଥିବାବେଳେ ଏଥିରୁ 99 ପ୍ରତିଶତ ହେଉଛନ୍ତି କୋଟିପତି। ଏମାନଙ୍କ ମଧ୍ୟରୁ 6ଜଣ 100 କୋଟିରୁ ଅଧିକ ସମ୍ପତ୍ତିର ମାଲିକ। ଏମାନଙ୍କ ଭିତରେ ସବୁଠାରୁ ଆଗରେ ଅଛନ୍ତି- ତେଲଗୁ ଦେଶମ ପାର୍ଟି ବା ଟିଡିପିରୁ ଆନ୍ଧ୍ରର ଗୁଣ୍ଟୁର ଆସନରୁ ବିଜୟୀ!-->…
NEET କାଉନସେଲିଂ ଉପରେ ଲାଗିବନି ରୋକ୍, NTAକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
NEET UG ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ଜାରି ରହିଛି ବିବାଦ। ଏହାରି ଭିତରେ NEET କାଉନସେଲିଂ ଉପରେ ରୋକ୍ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ନିଟ୍ ପରୀକ୍ଷାକୁ ନେଇ!-->!-->!-->…
ଜୁନ୍ ୨୪ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ
ମୋଦି ସରକାରଙ୍କ ତୃତୀୟ ପାଳିନ ପ୍ରଥମ ଅଧିବେଶନ ବସିବାକୁ ଯାଉଛି। ଆସନ୍ତା ଜୁନ୍ ୨୪ରୁ ଜୁଲାଇ ୩ ଯାଏଁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ।
ଏହି ଆଠ ଦିନରେ ବାଚସ୍ପତି ନିର୍ବାଚନ ସହ ନବ ନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ,!-->!-->!-->…
ଦାୟିତ୍ୱ ନେବା ପରେ ପାକିସ୍ତାନକୁ ନେଇ ଏଭଳି କହିଲେ ଜୟଶଙ୍କର
ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି ଏସ ଜୟଶଙ୍କର। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତେବେ ଦାୟିତ୍ୱ ନେବା ପରେ ପାକିସ୍ତାନ ଓ ଚୀନ୍କୁ ସେ ଦେଇଛନ୍ତି ବଡ଼ ପରାମର୍ଶ।!-->…
କେନ୍ଦ୍ର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ଶେଷ, ଜାଣନ୍ତୁ କିଏ ପାଇଲେ କେଉଁ ବିଭାଗ
ନୂଆଦିଲ୍ଲୀ : ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି। ସେହିପରି ଅଜୟ ଟାମଟା ଓ ହର୍ଷ!-->…
ତୀର୍ଥ ଯାତ୍ରୀଙ୍କ ଉପରେ ହମଲା: ଜଙ୍ଗଲରେ ଲୁଚିଛନ୍ତି ୩ ବିଦେଶୀ ଆତଙ୍କୀ
ଶ୍ରୀନଗର : ଜମ୍ମୁ-କଶ୍ମୀର ରୈସିରେ ରବିବାର ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ଗୋଟିଏ ତୀର୍ଥ ଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିଲେ। ଆତଙ୍କୀଙ୍କ ଗୁଳିମାଡ଼ ଯୋଗୁ ବସ୍ଟି ଖାଇକୁ ଖସି ପଡ଼ିଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଥିଲେ। ଏହି ହମଲା ପଛରେ ୩ ଜଣ ବିଦେଶୀ!-->…
‘ଆଶ୍ଚର୍ଯ୍ୟ ହେବାର କିଛି ନାହିଁ’: ରିଆସି ଆତଙ୍କବାଦୀ ଆକ୍ରମଣ ଉପରେ ଓମର ଅବଦୁଲ୍ଲାଙ୍କ ବିବାଦୀୟ ବୟାନ
ଶ୍ରୀନଗର: ଜମ୍ମୁ-କଶ୍ମୀରର ରିଆସିରେ ବସ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ନେଇ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ”ପୂର୍ବରୁ ମଧ୍ୟ ମୁଁ!-->!-->!-->…