Browsing Category

ଦେଶ

ରେବ୍‌ ପାର୍ଟିରେ ଚଢ଼ାଉ: ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ନୋଟିସ୍‌

କିଛି ଦିନ ତଳେ କର୍ଣ୍ଣାଟକ ପୁଲିସ ଏକ ରେବ୍‌ ପାର୍ଟି ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫଶ କରିଥିଲା। ଏହି ମାମଲାରେ ଏବେ ଜଣେ ଅଭିନେତ୍ରୀ ଫଶିଥିବା ସୂଚନା ମିଳିଛି। କର୍ଣ୍ଣାଟକ ପୁଲିସ ଜଣେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ଏହି ରେବ୍‌ ପାର୍ଟି ମାମଲାରେ ନୋଟିସ୍‌ ଜାରି କରିଛି।

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୁସଲମାନଙ୍କୁ ସଂରକ୍ଷଣ ନାହିଁ: ମୋଦୀ

ପାଟନା: ବିହାରର ଆଠଟି ଲୋକସଭା ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଚାଲିଛି। ସେପଟେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଚାର କରିବା ଲାଗି ପାଟନାରେ ପହଞ୍ଚିଛନ୍ତି। ବିକ୍ରମସ୍ଥିତ ନିର୍ବାଚନ ସଭାକୁ ସମ୍ବୋଧିତ କରି ପାଟଳିପୁତ୍ର ଲୋକସଭା ନିର୍ବାଚନମଣ୍ଡଳୀରୁ

ଅଗ୍ନିବୀରକୁ ନେଇ ଲୋକଙ୍କୁ ମିଛ କହୁଛନ୍ତି ରାହୁଲ ଗାନ୍ଧୀ: ଶାହା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିମାଚଳର କାଙ୍ଗ୍ରାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ଅଗ୍ନିବୀର ଯୋଜନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଅମିତ ଶାହା

ଭୋଟ୍ ଦେଇ କେଜ୍ରିୱାଲ କହିଲେ… ଏକଛତ୍ରବାଦ ଶାସନ ବିରୁଦ୍ଧରେ ଦିଆଯାଉଛି ଭୋଟ୍

ନୂଆଦିଲ୍ଲୀ : ମଦ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ କେଜ୍ରିୱାଲ କହିଛନ୍ତି, 'ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ

ପାଉଁଶ ହୋଇଗଲା ଗେମିଂ ଜୋନ୍‌; ୨୪ ଜଣଙ୍କ ମୃତ୍ୟୁ

ଅହମ୍ମଦାବାଦ : ଗୁଜରାଟ ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନରେ ନିଆଁ। ନିଆଁରେ ପାଉଁଶ ହୋଇଯାଇଛି ପୂରା ଗେମିଂ ଜୋନ୍‌। ୨୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ ଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା

ମତଦାନ ତଥ୍ୟ ସାର୍ବଜନନୀନ କଲେ EC, ପୋର୍ଟାଲରେ ଦେଖିପାରିବେ କେଉଁଠି ପଡ଼ିଛି କେତେ ଭୋଟ୍

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ସରିଥିବା ପାଞ୍ଚ ପର୍ଯ୍ୟାୟ ଭୋଟିଂରେ ମତଦାନର ପ୍ରକୃତ ସଂଖ୍ୟା ପ୍ରକାଶ କରିଛି ନିର୍ବାଚନ ଆୟୋଗ (EC)। ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ ହୋଇଥିବା ସମସ୍ତ ପାଞ୍ଚଟି ପର୍ଯ୍ୟାୟରେ କେତେ ଭୋଟ୍ ଦିଆଯାଇଛି ତାହା ସାର୍ବଜନୀନ କରାଯାଇଛି।ଭୋଟିଂର 48

ୟୁପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଲା ‘ଇଣ୍ଡିଆ’ ମେଣ୍ଟ

ଲକ୍ଷ୍ନୌ: ଆମ୍ବେଦକର ନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସପା ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଶାସକ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଶନିବାର ଅଭିଯୋଗ କରିଛନ୍ତି।ଆମ୍ବେଦକର ନଗରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ

ଛୁଟି ମନାଇବାକୁ ରାହୁଲ ଶିମଲା ଯାଉଛନ୍ତି କିନ୍ତୁ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାକୁ ଆସିପାରିଲେନି: ଅମିତ ଶାହା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନରେ ​​ସପ୍ତମ ପର୍ଯ୍ୟାୟ ଭୋଟ୍ ପ୍ରଚାର ପାଇଁ ହିମାଚଳ ପ୍ରଦେଶର ଉନାରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ଅମିତ ଶାହା କହିଛନ୍ତି, ମୋଦୀ ଜୀ ପାଞ୍ଚଟି ପର୍ଯ୍ୟାୟରେ ୩୧୦ ଅତିକ୍ରମ କରିଛନ୍ତି ଏବଂ ଷଷ୍ଠ-ସପ୍ତମ

ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ‘ରେମାଲ’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।ଏହାର ପ୍ରଭାବରେ ଘଣ୍ଟା ପ୍ରତି

ଅଭିନେତ୍ରୀ ଲୈଲା ଖାନ ହତ୍ୟା ଘଟଣା: ସାବତ ବାପାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ବଲିଉଡ୍‌ ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ତାଙ୍କ ସାବତ ବାପା ପରବେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଏହି ସଜା ଶୁଣାଇଛନ୍ତି। ଲୈଲା ଖାନ୍‌ଙ୍କ ସହିତ ତାଙ୍କ ମା’ ଓ ୪ ଭାଇଭଉଣୀଙ୍କୁ ହତ୍ୟା କରିଥିଲେ ପରବେଜ ଟାକ। ୨୦୧୧ ମସିହାରେ ଘଟିଥିଲା