Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଜମ୍ମୁ ଓ କଶ୍ମୀର ଫେରିପାଇବ ରାଜ୍ୟ ମାନ୍ୟତା, ହେବ ବିଧାନସଭା ନିର୍ବାଚନ: ପ୍ରଧାନମନ୍ତ୍ରୀ
‘ଖୁବ୍ଶୀଘ୍ର ଜମ୍ମୁ ଓ କଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ତା’ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।’ ଆଜି ଜମ୍ମୁ ଓ କଶ୍ମୀରର ଉଧମପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବା ଅବସରରେ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସେ କହିଥିଲେ, ମୋଦି ଟିକେ ଦୂର ଚିନ୍ତା!-->!-->!-->…
ଇନ୍ଦିରା ଗାନ୍ଧିଙ୍କ ପରେ ଆମେରିକା ମାଗାଜିନ୍ରେ ମୋଦି
ନୂଆଦିଲ୍ଲୀ : ଭାରତର ତତ୍ତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧିଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀର୍ଘ ୯୦ ମିନିଟ୍ ଧରି ନ୍ୟୁଜ୍ଓ୍ୱିକ୍କୁ ସେ ଦେଇଛନ୍ତି ସାକ୍ଷାତକାର। ଏହି ସମୟରେ ସେ ଚାଇନା!-->…
ୟୁକ୍ରେନରେ ସୈନ୍ୟ ଅଭାବ, ବାଧ୍ୟତାମୂଳକ ହେଲା ସେନାରେ ଯୋଗଦାନ
କିବ: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ସହ ଲଢ଼େଇ କରିବା ପରେ ଯୁଦ୍ଧ କ୍ଷେତ୍ରରେ ହଜାର ହଜାର ୟୁକ୍ରେନ୍ ସୈନିକ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଏବେ ୟୁକ୍ରେନରେ ସୈନିକଙ୍କ ଅଭାବ ଦେଖାଦେଇଛି। ୟୁକ୍ରେନର ସଂସଦରେ ଗୁରୁବାର ଏକ ବିବାଦୀୟ ଆଇନକୁ ଅନୁମୋଦନ ମିଳିଛି,!-->…
ଇଦ୍ରେ ସଲମାନ ଖାନଙ୍କ ବାସଭବନ ବାହାରେ ଏକତ୍ରିତ ହୋଇଥିବା ଫ୍ୟାନ୍ଙ୍କ ଉପରେ ପୁଲିସର ଲାଠିଚାର୍ଜ
ମୁମ୍ବାଇ: ଇଦ୍ର ସ୍ୱତନ୍ତ୍ର ଅବସରରେ ସଲମାନ୍ ଖାନ୍ଙ୍କ ପ୍ରଶଂସକମାନେ ସୁପରଷ୍ଟାରଙ୍କ ଝଲକ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ!-->…
କେ କବିତାଙ୍କ ଅଡ଼ୁଆ ବଢିଲା, ED ପରେ ବାନ୍ଧିଲା CBI
ନୂଆଦିଲ୍ଲୀ : ତେଲାଙ୍ଗନା ବିଆରଏସ (ଭାରତ ରାଷ୍ଟ୍ର ସମିତି) ନେତ୍ରୀ କେ କବିତାଙ୍କ ପାଇଁ ଅଡ଼ୁଆ ବଢିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ସିବିଆଇ ଗିରଫ କରିଛି। ଆଜି ସିବିଆଇ ତାଙ୍କୁ ତିହାର ଜେଲରୁ ଗିରଫ କରିଥିବା ସୂଚନା ମିଳିଛି।ନିକଟରେ ତଦନ୍ତକାରୀ!-->…
ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ପଶି ମାରିଛୁ- ମୋଦି
ନୂଆଦିଲ୍ଲୀ : ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ପ୍ରଚାର କରିଚାଲିଛନ୍ତ। ଏହି ପ୍ରଚାର ସମୟରେ ଆଜି ସେ ପ୍ରଥମଥର ଭାରତୀୟ ସେନା କରିଥିବା ସର୍ଜିକାଲ ଓ ଏୟାର ଷ୍ଟ୍ରାଇକ କଥା ଉଠାଇଛନ୍ତି।ଉରି ଓ ପୁଲୱାମା ହମଲା ପରେ ଭାରତୀୟ ସେନା ପାକିସ୍ତାନରେ ପଶି!-->…
ଏଥର ଖାକି ଛାଡି ଧୋତି ପିନ୍ଧିବେ ପୁଲିସ, ପକାଇବେ ରୁଦ୍ରାକ୍ଷ ମାଳ
ବାରଣାସୀ :ଖାକି ଛାଡି ଏଥର ଧୋତି ପିନ୍ଧିବେ ପୁଲିସକର୍ମୀ। କେବଳ ସେତିକି ନୁହେଁ ତିଲକ ଚନ୍ଦନ ଓ ଗଳାରେ ପକାଇବେ ରୁଦ୍ରାକ୍ଷ ମାଳ। ପୂଜାରୀଙ୍କ ଭଳି ଧାରଣ କରିବେ ଗେରୁଆ ବସ୍ତ୍ର। ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି ପୁଲିସ କମିଶନର।ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦିନକୁ ଦିନ!-->…
ଲୋକଙ୍କ ଟଙ୍କାରେ IAS ଅଫିସରଙ୍କ ବିଳାଶପୂର୍ଣ୍ଣ ବିଦେଶ ଭ୍ରମଣ, ଆସିଲା ସାଂଘାତିକ ତଥ୍ୟ
ନୂଆଦିଲ୍ଲୀ : ବିଜନେସ କ୍ଲାସ ଟିକେଟ। ବିଳାଶପୂର୍ଣ୍ଣ ୫ ଷ୍ଟାର ହୋଟେଲରେ ରହଣୀ। ହିସାବ ବାହାରେ ମନଇଚ୍ଛା ଖର୍ଚ୍ଚ। ୩ ଜଣ ଆଇଏଏସ ଅଫିସରଙ୍କ ଏପରି ବିଦେଶ ଭ୍ରମଣର ଗୁମର ଖୋଲିଛି। ୨୦୧୫ରେ ଏମାନେ ଫ୍ରାନ୍ସ ଗସ୍ତ କରିଥିଲେ। ଟିକସଦାତାଙ୍କ ଟଙ୍କାରେ ଏମାନେ ବିଦେଶରେ ମଉଜ କରିବା ଘଟଣାର!-->…
ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ
ପ୍ରୟାଗରାଜ,୧୧।୪: ନିକଟରେ ହୋଇଥିବା ଏକ ରାୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ, ତଥାପି ଏଭଳି ପରିବର୍ତ୍ତନ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ। ଜଷ୍ଟିସ ପ୍ରଶାନ୍ତ କୁମାରଙ୍କ ଏକ!-->…
ଅଟା, ଡାଲି, ତେଲର ଦାମ୍ ଶେୟାର କଲେ ରାହୁଲ, କହିଲେ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧ ଲକ୍ଷ ଟଙ୍କା
ନୂଆଦିଲ୍ଲୀ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଇଦ୍ ଅବସରରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଟା, ଡାଲି ଏବଂ ତେଲର ମୂଲ୍ୟ ଶେୟାର କରିଛନ୍ତି। ଏହି ସମୟରେ ସେ ଘୋଷଣା କରିଛନ୍ତି, ଏହା!-->…