Browsing Category

ଦେଶ

କଶ୍ମୀରରେ ଜୋରଦାର ଟକ୍କର, ମୁହାଁମୁହିଁ ହେବେ ଗୁଲାମ ନବି ଓ ମୁଫତୀ

ଏଥର ଜୋରଦାର କଶ୍ମୀର ଲୋକସଭା ନିର୍ବାଚନ। ପୁଣି ଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପିଡିପି ସୁପ୍ରିମୋ ମେହବୁବା ମୁଫତୀ। ଅନନ୍ତନାଗ ନିର୍ବାଚନ ମଣ୍ଡଳିରୁ ଏଥର ମୁଫତୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ସେପଟେ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ମଧ୍ୟ ଅନ୍ତନାଗର

ଇଡି ଚାର୍ଜସିଟ୍‌ରେ ଟିଭି ଓ ଫ୍ରିଜ୍‌ ବିଲ୍‌, ବଢ଼ିଲା ହେମନ୍ତ ସୋରେନ୍‌ଙ୍କ ଅଡୁଆ

ଥମୁନୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଅଡୁଆ। ଜମି ଦୁର୍ନୀତି ମାମଲା ସହ ଟଙ୍କା ହେରଫେର ଅଭିଯୋଗରେ ବନ୍ଧା ହୋଇଥିବା ହେମନ୍ତ ସୋରେନ୍‌ଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି ସେଥିରେ ଟିଭି ଓ ଫ୍ରିଜ୍‌ର ବିଲ୍‌ ମଧ୍ୟ ସାମିଲ ଅଛି। କୋର୍ଟର ଏହାର ରିସିଟ୍‌ ସହ

ନିର୍ବାଚନ ପୂର୍ବରୁ ଷ୍ଟେସନରୁ ମିଳିଲା ୪ କୋଟି, ବିଜେପି କର୍ମୀ ଅଟକ

ନିର୍ବାଚନ ପୂର୍ବରୁ ରେଳଓ୍ୱେ ଷ୍ଟେସନରୁ ମିଳିଲା ପୁଳା ପୁଳା ଟଙ୍କା। ତାମିଲନାଡୁର ରାଜଧାନୀ ଚେନ୍ନାଇର ତାମ୍ବରମ୍‌ ରେଲଓ୍ୱେ ଷ୍ଟେସନରୁ ନଗଦ ୪ କୋଟି ଟଙ୍କା ଜବତ ହୋଇଛି। ୬ଟି ବ୍ୟାଗ୍‌ରେ ଏହି ଟଙ୍କା ନେଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ଅଟକ ୩ ଜଣଙ୍କ

ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା, ୧୦ ଗିରଫ

ସାମାନ୍ୟ କଥାକୁ ନେଇ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେରଳର ମୁବତ୍ତୁପୂଝାରେ ରେ ଦୁଇ ଦିନ ପୂର୍ବେ ଜଣେ ୨୪ ବର୍ଷୀୟ ପ୍ରବାସୀ ଶ୍ରମିକ ସହ ହୋଇଥିବା ମବ ଲିଂଚିଙ୍ଗ ମାଲରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ପୀଡିତ ଶ୍ରମିକ ଜଣକ ଅରୁଣାଚଳ

କେଜ୍ରିଓ୍ୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦାବି

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିନକୁ ଦିନ ଆମ ଆଦ୍‌ମୀ ପାର୍ଟି ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଏହି ମାମଲାରେ ଆପ୍‌ ସୁପ୍ରିମୋ ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ତେବେ ସେ ଗିରଫ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡି ନାହାନ୍ତି। ସେ ଜେଲ୍‌ରେ ରହି ସରକାର ଚଳାଉଛନ୍ତି। ଏହାକୁ

ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିଭଳି ଟିକେଟ୍‌ ଦେଲା ବିଜେପି?, ପ୍ରଶ୍ନ କଲା କଂଗ୍ରେସ

ଗୋମାଂସ ବା ବିଫ୍‌ ଖାଉଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ତଳ ଦିନେ ସେ ଖୋଦ୍‌ ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ। ଗୋମାଂସ ତାଙ୍କୁ ପସନ୍ଦ ଓ ସେ ଖାଆନ୍ତି ବୋଲି ଏଥିରେ ସେ କହିଥିଲେ। ତଥାପି ତାଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଇଛି। ଏଭଳି କିଛି ଅଭିଯୋଗ କରିଛି

ମିଳିଲା ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର୍‌, ୨ ଗିରଫ

ମିଳିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର୍‌। ଗତ ୧୫ ଦିନ ହେବ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଏକ ଫର୍ଚୁନର କାର୍‌ ଚୋରି ହୋଇଯାଇଥିବା ବେଳେ ଏହାକୁ ପୁଲିସ ବନାରସରୁ ଉଦ୍ଧାର କରିଛି। ଏହି ମାଲାରେ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଚୋରି ପରେ କାର୍‌କୁ

କଂଗ୍ରେସର ଇସ୍ତାହାର ପାକିସ୍ତାନ ନିର୍ବାଚନ ପାଇଁ ଉପଯୁକ୍ତ: ଆସାମ ମୁଖ୍ୟମନ୍ତ୍ରୀ

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାର ଭାରତ ଅପେକ୍ଷା ଅଧିକ ପାକିସ୍ତାନ ନିର୍ବାଚନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିବା ପରେ ଦେଶକୁ ବିଭାଜନ

ଓପନିଂ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତୀୟ ହକି ଟିମ୍

ପର୍ଥ: ଭାରତୀୟ ହକି ଦଳକୁ ଅଷ୍ଟ୍ରେଲିଆ ଦଳ ୫-୧ ଗୋଲ୍‌ରେ ପରାଜିତ କରିଛି। ଶନିବାର ପର୍ଥଠାରେ ଖେଳାଯାଇଥିବା ୫ ଟିକିଆ ସିରିଜ୍‌ର ଓପନିଂ ମ୍ୟାଚ୍‌ରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ କଡ଼ା ମୁକାବିଲା କରିବାକୁ ସକ୍ଷମ ହୋଇ ପାରି ନ ଥିଲା।ମ୍ୟାଚ୍

ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍‌କୁ ଧରିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)

ନୂଆଦିଲ୍ଲୀ ,୬।୪: ଶିଶୁ ଚାଲାଣ କରୁଥିବା ଏକ ବଡ଼ ଗ୍ୟାଙ୍ଗ୍‌କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)। ସିବିଆଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କେଶଭପୁରମ୍ ଅଞ୍ଚଳରେ ଅବସ୍ଥିତ ଏକ ଘରୁ ତିନି ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି। ସିବିଆଇ ସୂତ୍ର ଅନୁଯାୟୀ, ନବଜାତ ଶିଶୁମାନଙ୍କୁ