Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମସ୍କୋ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ: ୬୦ ମୃତ, ୧୪୦ ଆହତ
ନୂଆଦିଲ୍ଲୀ: ଋଷର ରାଜଧାନୀ ମସ୍କୋରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୟୁନିଫର୍ମ ପିନ୍ଧିଥିବା ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇଥିବା ବେଳେ ଏହି ଆକ୍ରମଣରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି ।!-->…
୨୦ଟି ସ୍କୁଲର ମାନ୍ୟତା ରଦ୍ଦ କଲା ସିବିଏସ୍ଇ
ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ଦେଶର ବିଭିନ୍ନ ରାଜ୍ୟରେ ଥିବା ୨୦ଟି ସ୍କୁଲ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ସବୁ ସ୍କୁଲଗୁଡିକର ମାନ୍ୟତା ରଦ୍ଦ କରିଛି ସିବିଏସଇ। ଅଚାନକ ଚଢାଉ କରି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ବୋର୍ଡ।ଚଢାଉ ସମୟରେ!-->…
ଇସ୍ତଫା ଦେବାକୁ ମନା କଲେ କେଜ୍ରିଓ୍ୱାଲ, କହିଲେ- ଜେଲ୍ରେ ରହି ଚଲାଇବି ସରକାର
ନୂଆଦିଲ୍ଲୀ : ଦିଲ୍ଲୀର ତଥା କଥିତ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇସାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ। ତେବେ ଗିରଫ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏକ ଜନସାର୍ଥ୍ୟ ମାମଲା ରୁଜୁ ହୋଇଛି। ହେଲେ କେଜ୍ରିଓ୍ୱାଲ କିନ୍ତୁ!-->…
ଚତୁର୍ଥ ତାଲିକାରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ସମୁଦାୟ ୧୫ଜଣଙ୍କ ନାମ ଅଛି, ସେଥିମଧ୍ୟରୁ ଗୋଟିଏ ପୁଡୁଚେରୀ!-->…
ଗିରଫ ପରେ କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା
ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ କଥା କହିଛନ୍ତି। ଗିରଫ ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦେଶ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ବୋଲି ସେ କହିଛନ୍ତି।
ଗୁରୁବାର ଗିରଫ ପରେ ଆଜି!-->!-->!-->…
ରେଳ ଷ୍ଟେସନରେ ମହୁମାଛି ଆକ୍ରମଣ, ୪୦ ଯାତ୍ରୀ ଗୁରୁତର
ମହୁମାଛି ଆକ୍ରମଣରେ ୪୦ ଜଣ ଯାତ୍ରୀ ଗୁରୁତର। ଆଜି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ମଞ୍ଜୁଷା ରେଳ ଷ୍ଟେସନରେ ଯାତ୍ରୀମାନେ ବିଶାଖାପାଟନମ୍-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସକୁ ଅପେକ୍ଷା କରିଥିବାବେଳେ ମହୁମାଛି ଆକ୍ରମଣ ହୋଇଥିଲା। ଏହି ମହୁମାଛି ଆକ୍ରମଣରେ ୪୦ ଯାତ୍ରୀ ଗୁରୁତର!-->…
କେଜ୍ରିୱାଲ ଅବକାରୀ ନୀତିର କିଙ୍ଗପିନ୍ : ଇଡି
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା କିଙ୍ଗପିନ୍ ହେଉଛନ୍ତି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅବକାରୀ ନୀତି ପ୍ରଣୟନ କରି ଆପ୍ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇଛି। ଏହି ଦୁର୍ନୀତି ପଛରେ କେଜ୍ରିୱାଲ ହିଁ ସକ୍ରିୟ ଭୂମିକା!-->…
ସେ ନିଜର କୁକର୍ମ ପାଇଁ ଏବେ ଗିରଫ ହୋଇଛନ୍ତି : ଆନ୍ନା ହଜାରେ
ମୁଁ ତାଙ୍କୁ ମଦ ଠାରୁ ଦୂରେଇ ରହିବାକୁ ଅନେକ ଥର କହିଥିଲି। କିନ୍ତୁ ଅଧିକ ଟଙ୍କା ପାଇଁ ସେ ଅବକାରୀ ନୀତି ପ୍ରଣୟନ କଲେ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏମିତି କିଛି କହିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ।
ଅବକାରୀ!-->!-->!-->…
ସୁପ୍ରିମକୋର୍ଟରେ ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ଉଠାଇନେଲେ କେଜ୍ରିୱାଲ
ଗିରଫଦାରୀ ବିରୁଦ୍ଧରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଲେ ଅରବିନ୍ଦ କେଜ୍ରିୱାଲ। ଇଡିର ଗିରଫଦାରୀ ବିରୁଦ୍ଧରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ, ତାକୁ ଆଜି ଉଠାଇ ନେଇଛନ୍ତି। ଏହି ମାମଲା ତଳ କୋର୍ଟରେ ବିଚାରଧୀନ ଥିବାରୁ ଆବେଦନ ପ୍ରତ୍ୟାହାର କରି!-->…
ସଫଳତାର ସହ ଲଞ୍ଚ ହେଲା ସ୍ବଦେଶୀ ପୁୁଷ୍ପକ ବିମାନ
ନୂଆଦିଲ୍ଲୀ: ଏସୟୁଭି ଆକାରର ସ୍ବଦେଶର ୱିଙ୍ଗ୍ ରକେଟ୍ ଅାଜି ସଫଳତାର ସହ ଲଞ୍ଚ୍ ହୋଇଯାଇଛି। ଆଜି ସକାଳେ କର୍ଣ୍ଣାଟକର ଏକ ରନୱେରେ ଅବତରଣ କରି ଦେଶର ପୁନବ୍ୟବହାର ଯୋଗ୍ୟ ରକେଟ୍ ବିଭାଗରେ ପ୍ରବେଶ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟକୁ ଚିହ୍ନିତ କରିଛି।ପରୀକ୍ଷଣର ଏକ ଅଂଶ!-->…