Browsing Category

ଦେଶ

ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ, କହିଲେ – ଆଜି ଜେସିବିର ପରୀକ୍ଷା ହେବ

କୋହିମା : ପୋଖରୀରେ ଫସିଗଲେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ । ଶତ ଚେଷ୍ଟା ପରେ ବି ବାହାରିବା ମୁସ୍କିଲ ହୋଇଗଲା। ଶେଷରେ କହିଲେ, ଆଜି ଜେସିବିର ପରୀକ୍ଷା ହେବ ।ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନାଗାଲାଣ୍ଡର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ନେତା ତେମଜେନ ଇମାନ ଆଲୋଙ୍ଗଙ୍କ ଏକ ମଜାଳିଆ

ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢ଼ୁଛି – ମୋଦି

ନୂଆଦିଲ୍ଲୀ : ଦେଶର ହିତ ପାଇଁ ୫ ବର୍ଷ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମକୁ ଦିଆଯାଇଛି ଗୁରୁତ୍ୱ। ଦ୍ରୁତ ଗତିରେ ପରିବର୍ତ୍ତନ ସହ ଦେଶ ଆଗକୁ ବଢ଼ୁଛି। ଆଜି ବଜେଟ ଅଧିବେଶନର ଶେଷ ଦିନରେ ଏଭଳି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ସ୍ତ୍ରୀକୁ ପାଇ ପୁଅ ବଦଳି ଯାଇଥିବା କହିଲେ ରବୀନ୍ଦ୍ର ଜାଡେଜାଙ୍କ ବାପା

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ରବୀନ୍ଦ୍ର ଓ ବୋହୂ ରିଭାବାଙ୍କ ସହ ତିକ୍ତତା ରହିଛି। ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ ବାପା କହିଥିଲେ। ଏହାର ଜବାବ

ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ, ମାଡ଼ି ବସିବାରୁ ଏସିପିଙ୍କ ଉପରେ ଚଢ଼ାଇଦେଲେ ସ୍କର୍ପିଓ

ବିଚ୍‌ ରାସ୍ତାରେ ସ୍କର୍ପିଓରେ ଷ୍ଟଣ୍ଟ ଦେଖାଇଲେ ପୁଲିସ୍‌ ବାବୁଙ୍କ ପୁଅ। ରିଲ୍‌ ନିଶାରେ ଗାଡ଼ିକୁ କ୍ଷିପ୍ର ବେଗରେ ଉଡ଼ାଉଥିବାବେଳେ ମାଡ଼ି ବସିଲା ପୁଲିସ୍‌। ତଥାପି ଉତୁରିଲାନି ନିଶା। ପୁଲିସ୍‌ ଅଧିକାରୀ ତଥା ନିଜ ବାପାଙ୍କ ତାଗିଦ ପରେ ଗାଡ଼ି ଧରି ଘଟଣାସ୍ଥଳରୁ ଯିବା ବେଳେ ଯୁବକଜଣକ

ଲାଇଭ କରୁଥିବା ବ୍ୟକ୍ତିଙ୍କ ଗୁଳିମାଡ଼ରେ ଶିବସେନା ନେତାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଦହିସର ଅଞ୍ଚଳରୁ ଗତ ଗୁରୁବାର ଶିବସେନା ନେତାଙ୍କୁ ଗୁଳି କରି ହତ୍ୟା କରାଯିବାର ଏକ ଦୁଃଖଦ ଘଟଣା ସ‌ାମ୍ନାକୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସକୁ ଯାଞ୍ଚ ଦାୟିତ୍ବ ଦିଆଯାଇଛି। ଉଦ୍ଧବ

ମୋ ଜେଜେବାପାଙ୍କୁ ଭାରତ ରତ୍ନ ଦେଇଛନ୍ତି, କେଉଁ ମୁହଁରେ ମେଣ୍ଟ ପାଇଁ ମନା କରିଥାନ୍ତି : ଜୟନ୍ତ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମୋଦି ସରକାର ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବେ। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ନାତି ତଥା ଆରଏଲଡି ନେତା ଜୟନ୍ତ ଚୌଧୁରୀ । ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦେବା ପାଇଁ ସରକାରଙ୍କ

ବନ୍ଧା ହେଲେ ପୂର୍ବତନ ଟିଏମସି ବିଧାୟକ

ବନ୍ଧା ହେଲେ ଟିଏମସିର ପୂର୍ବ ବିଧାୟକ ଅରାବୁଲ ଇସଲାମ । ଗତ ପଞ୍ଚାୟତ ନିର୍ବାଚନରେ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ବାନ୍ଧିଛି ପୁଲିସ୍‌ । ଗତ ଜୁନ୍‌ ମାସରେ ଅଲ ଇଣ୍ଡିଆ ସେକ୍ୟୁଲାର ଫ୍ରଣ୍ଟ(AISF) ନେତା ମୋହିଉଦ୍ଦିନ ମୁଲ୍ଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ଗହମର ଷ୍ଟକ୍ ଲିମିଟ୍ କମାଇଲେ ସରକାର

ନୂଆଦିଲ୍ଲୀ: ଘରୋଇ ବଜାରରେ ଗହମ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପୁଣି ଥରେ ଗହମର ମହଜୁଦ ମାତ୍ରା ବା ଷ୍ଟକ୍ ଲିମିଟ୍ ହ୍ରାସ କରିଛନ୍ତି। ଗହମ ଜମାଖୋରୀକୁ ରୋକିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ହୋଲସେଲର, ବୃହତ ଖୁଚୁରା ଏବଂ ପ୍ରକ୍ରିୟାକରଣ…

୧୬୫ କୋଟି ଟଙ୍କା ଖର୍ଚ୍ଚ କରି ପଶୁ ଡାକ୍ତରଖାନା ନିର୍ମାଣ କଲେ ରତନ ଟାଟା

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିଳ୍ପପତି ରତନ ଟାଟା ଏବେ ତାଙ୍କର ଅନ୍ୟତମ ପ୍ରିୟ ପ୍ରକଳ୍ପ ସମାପ୍ତ କରିଛନ୍ତି। ଟାଟା ଗ୍ରୁପ୍ କ୍ରମାଗତ ଭାବରେ ସାମାଜିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଚଳାଇଥାଏ | ବିଶେଷ କରି…

କାନାଡାକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ : ଥମୁନି ଭାରତ ଓ କାନାଡା ମଧ୍ୟରେ ଲାଗି ରହିଥିବା ବିବାଦ। ଦୁଇ ଦେଶ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି। ଏହାରି ଭିତରେ ଦେଶକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଥିବା କାନାଡାକୁ ନିଜ…