Browsing Category

ଦେଶ

ସମୟର କାଳଚକ୍ରରେ ଆଜିର ଦିନ କାଳ କାଳ ପାଇଁ ସାକ୍ଷୀ ହୋଇ ରହିବ : ପ୍ରଧାନମନ୍ତ୍ରୀ…

ଶହ ଶହ ବର୍ଷ ଅପେକ୍ଷାରେ ଅନ୍ତ ଘଟିଲା। ଜନ୍ମଭୂମିରେ ବିରାଜିଲେ ପ୍ରଭୁ ଶ୍ରୀରାମ। କେବଳ ଅଯୋଧ୍ୟା ନୁହେଁ ସମଗ୍ର ଭାରତ ବର୍ଷ ଆଜି ରାମମୟ ହୋଇଯାଇଛି। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପତିଷ୍ଠା କରାଇଛନ୍ତି। ଏହାପରେ ଦେଶବାସୀଙ୍କୁ…

ବିରୋଧ ପରେ ବି ରାଲି କଲେ ସିଦ୍ଧୁ…

ବାରମ୍ବାର ବିରୋଧ ପରେ ବି ସୁଧୁରୁ ନାହାନ୍ତି ପୂର୍ବତନ କ୍ରିକେଟର୍‌ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପୁଣି ଥରେ ସେ ପଞ୍ଜାବର ଶାସକ ତଥା ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ସିଂହ ମାନଙ୍କ ସରକାର ଉପରକୁ ଟାର୍ଗେଟ୍‌ କରିଛନ୍ତି। ପଞ୍ଜାବରେ ଚୋରଙ୍କ ଶାସନ ଚାଲିଥିବା ସେ…

ମୋଦି ପିଇଲେ ଚରଣାମୃତ, ଭାଙ୍ଗିଲେ ୧୧ ଦିନର ବ୍ରତ…

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ସରିଛି। ବିରାଜି ସାରିଛନ୍ତି ରାମ ଲଲା। ରାମଙ୍କ ପବିତ୍ର ବିଗ୍ରହର ପ୍ରାଣ ପ୍ରତିଷ୍ଠା ମଧ୍ୟ ହୋଇ ସାରିଛି। ଏହି ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବ୍ରତ ଭାଙ୍ଗିଛନ୍ତି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି…

ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟ‌ଶାଳୀ ମଣିଷ: ଅରୁଣ ଯୋଗୀରାଜ…

ନୂଆଦିଲ୍ଲୀ: କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ସ୍ଥାପନ କରାଯାଇ ଆଜି ପ୍ରାଣପ୍ରତିଷ୍ଠା ହୋଇଛି। ୩ଟି ୫ ବର୍ଷୀୟ ବାଳୁତ ରାମଲାଲାଙ୍କ ଶୈଶବାବସ୍ଥାର ରୂପକୁ ଆଧାର କରି ବିଗ୍ରହ ତିଆରି…

ରାମ ମନ୍ଦିର ଫଟୋରେ ଲଗାଇଲେ ପାକିସ୍ତାନ ପତକା, ଜଣେ ଗିରଫ

ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ରହିଛି। କେବଳ ହିନ୍ଦୁ ନୁହେଁ ସବୁ ଧର୍ମର ଲୋକେ, ଯିଏ ରାମଙ୍କ ଠାରେ ଆସ୍ଥା ରଖନ୍ତି ସେମାନେ ଏହି ଅବସରରେ ଉତ୍ସାହିତ ହୋଇପଡିଛି। ଏସବୁ ଭିତରେ ଜଣେ ଦୁର୍ବୃତ୍ତ ସୋଶାଲ…

ରାମଲଲାଙ୍କ ପାଇଁ ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ, ୧୩ ଗିରଫ

ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ତେବେ ଏହା ପୂର୍ବରୁ ରବିବାର ମୁମ୍ବାଇରେ ଜୟ ଶ୍ରୀ ରାମ ନାରା ଦେଇ ବାଇକ୍‌ ଓ କାର୍‌ ରାଲି ହୋଇଥିଲା। ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଙ୍ଘର୍ଷ ହୋଇଥିଲା। ଏହି ମାମଲାରେ ଆଜି ମୁମ୍ବାଇ ପୁଲିସ…

ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ସବୁଠି ଜଳିଲା ରାମ ଜ୍ୟୋତି…

ଅଯୋଧ୍ୟରେ ସମ୍ପନ୍ନ ହୋଇଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ୫୦୦ ବର୍ଷର ଅପେକ୍ଷା ପରେ ପ୍ରଭୁ ଶ୍ରୀ ରାମ ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିଛନ୍ତି। ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ଆରମ୍ଭ ହୋଇଛି ଦୀପୋତ୍ସବ। ସବୁଠି ଜଳିଛି ରାମ ଜ୍ୟୋତି। ସାରା ଦେଶବାସୀ ଦୀପ ଜାଳି…

ଅଯୋଧ୍ୟାରେ ଜଟାୟୁ ମୂର୍ତ୍ତିର ଉନ୍ମୋଚନ କଲେ ମୋଦୀ…

ଅଯୋଧ୍ୟା: ଅଯୋଧ୍ୟାରେ ନବନର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ସାରା ଦେଶରେ ଉତ୍ସାହ ଜାରି ରହିଛି । ଏହି ସମାରୋହର ସମସ୍ତ ରୀତିନୀତି ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ମନ୍ଦିର ପରିସରରେ ଥିବା କୁବେର ଟିଲାରେ…

ଦୁର୍ମୂଲ୍ୟ ରତ୍ନ ପିନ୍ଧିଛନ୍ତି ଭଗବାନ ରାମଲଲ୍ଲା…

ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି । ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର…

ମହାକାଶରୁ କିଭଳି ଦିଶୁଛି ରାମମନ୍ଦିର? ଇସ୍ରୋ ଜାରି କଲା ଫଟୋ…

ରାତି ପାହିଲେ ଉଦ୍‌ଘାଟନ ହେବ ଅଯୋଧ୍ୟାର ରାମ ମନ୍ଦିର। ମନ୍ଦିରରେ ରାମ ଲଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା। ଏଥିପାଇଁ ଚାରିଆଡେ ଜୋରସୋର୍‌ରେ ପ୍ରସ୍ତୁତି ଚାଲିଛି। ରାମମୟ ହୋଇଯାଇଛି ପୂରା ଅଯୋଧ୍ୟା ନଗରୀ। ଚାରିଆଡେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଛି। ଭବ୍ୟ ରାମ…