Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ରୁଦ୍ର ରାଜୁଙ୍କ ଇସ୍ତଫା, ଶର୍ମିଲାଙ୍କୁ ମିଳିବ ଦାୟିତ୍ୱ…!
ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜି. ରୁଦ୍ର ରାଜୁ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ୱାଇ.ଏସ୍ ଶର୍ମିଲାଙ୍କୁ ଏହି ପଦ ଦିଆ ଯାଇପାରେ ବୋଲି କୁହାଯାଉଛି।…
ଅମିତ ଶାହଙ୍କ ବଡ଼ ଭଉଣୀଙ୍କ ପରଲୋକ…
କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ୱରୀବେନ୍ ଶାହଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ରାଜେଶ୍ୱରୀବେନ୍ ଅନେକ ଦିନ ହେଲାଣି ଅସୁସ୍ଥ ଥିଲେ। ମୁମ୍ବାଇରେ ତାଙ୍କ…
ଉଦ୍ଘାଟନ ପୂର୍ବରୁ ରାମ ମନ୍ଦିର ବାହାରେ ହଙ୍ଗାମା, କଂଗ୍ରେସ ନେତାଙ୍କୁ ବିରୋଧ
ଅଯୋଧ୍ୟା ରାମ ମନ୍ଦିର ଆଉ ଦିନ କେଇଟା ପରେ ଉଦ୍ଘାଟନ ହେବ। ତେବେ ଉଦ୍ଘାଟନ ହେବା ପୂର୍ବରୁ ମନ୍ଦିର ବାହାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ହଙ୍ଗାମା। କଂଗ୍ରେସ ନେତାଙ୍କୁ ଠେଲାପେଲା କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ଦଳୀୟ ପତକାକୁ ଚିରି ମଧ୍ୟ ଦେଇଛନ୍ତି।…
ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ : ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ
ମୁମ୍ବାଇ: କିଏ ଅସଲି ଶିବସେନା? ଏହି ପ୍ରଶ୍ନକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ପ୍ରସଙ୍ଗରେ ମହାରାଷ୍ଟ୍ର ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମହାରାଷ୍ଟ୍ର ବିଧାନସଭା…
ଜଲିକଟ୍ଟୁ ବେଳେ ଅଘଟଣ, ୨ ପୁଲିସକର୍ମୀଙ୍କ ସମେତ ୪୫ ଆହତ…
ବିବାଦୀୟ ଖେଳ ଜଲିକଟ୍ଟୁ ବେଳେ ଅଘଟଣ। ୨ ପୁଲିସ କର୍ମୀଙ୍କ ସମେତ ଆହତ ହେଲେ ୪୫ ଲୋକ। ତାମିଲନାଡୁର ଅବନିୟାପୁରରେ ଘଟିଛି ଏଭଳି କିଛି ଘଟଣା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତାମିଲନାଡୁରେ ଏବେ ପୋଙ୍ଗଲ ଉତ୍ସବ ପାଳନ କରାଯାଉଛି। ସେପଟେ ମଦୁରେ…
ଜାନୁଆରି ୨୨ ଅପରାହ୍ଣ ୧୨.୨୦ରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା : ଚମ୍ପତ ରାୟ
ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଘୋଷଣା କରିଛନ୍ତି ଯେ ଜାନୁଆରୀ ୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ କହିଛନ୍ତି ଯେ ଜାନୁଆରୀ…
ଡିପ୍ ଫେକ୍ର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ୍…
ଅଭିନେତ୍ରୀ ରଶ୍ମୀକା ମନ୍ଦନା, ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ଡିପ୍ ଫେକ୍ର ଶିକାର ହେଲେ କ୍ରିକେଟର ଭଗବାନ ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଗେମିଂ ଆପ୍ ‘ସ୍କାଏବର୍ଡ ଏଭିଏଟର୍ କ୍ୱେଷ୍ଟ’କୁ ସମର୍ଥନ କରୁଥିବାର ସଚିନଙ୍କ ଏକ ଭିଡିଓ ସୋଶାଲ ମିଡିଆରେ…
ଅଯୋଧ୍ୟା ଯାଇ ରାମଲଲ୍ଲାଙ୍କ ଦର୍ଶନ କଲେ କଂଗ୍ରେସ ନେତା
ଅଯୋଧ୍ୟା : ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ନବନିର୍ମିତ ରାମମନ୍ଦିରରେ ବିଗ୍ରହ ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗ ନ ଦେବାକୁ କଂଗ୍ରେସର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଦଳ ହିନ୍ଦୁ ଭୋଟ ହରାଇବାର ଆଶଙ୍କା କରୁଛି । ଏହାକୁ…
ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ…
ଇଣ୍ଡିଗୋ ବିମାନରେ କୋ-କ୍ୟାପ୍ଟେନଙ୍କୁ ଚାପୁଡା ମାରିଥିବା ଯୁବକ କ୍ଷମା ମାଗିଲେ। ସେ ହାତ ଯୋଡି ‘ସରି’ କହୁଥିବା ଭିଡିଓରେ ଦେଖିବାକୁ ମିଳୁଛି।ବିମାନ ଉଡାଣ ବିଳମ୍ବ ହେବାରୁ ହଠାତ୍ ରାଗିଯାଇ କୋ-କ୍ୟାପ୍ଟେନଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ସାହିଲ କଟାରିଆ। ପରେ ନିଜର…
‘ବୟଫ୍ରେଣ୍ଡ୍’ଙ୍କ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍ ପଲିସ୍ ରିମୋଭର୍ ଖୁଆଇ ମାରିଲେ ଯୁବତୀ
ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ର ୧୮ମାସିଆ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍ ପଲିସ୍ ରିମୁଭର୍ ଖୁଆଇ ମାରିବା ଘଟଣାରେ ଆମେରିକାର ପେନ୍ସିଲ୍ଭେନିଆ ପ୍ରଦେଶରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅଭିଯୁକ୍ତ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।…