Browsing Category

ଦେଶ

ଫସିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ମାମଲା ରୁଜୁ

ଆଇନ ଜାଲରେ ଫସିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲେଙ୍ଗାନା କଂଗ୍ରେସର ଜଣେ ନେତା ତାଙ୍କ ବିରୋଧରେ ଆଣିଲେ ଅଭିଯୋଗ। ଏହାକୁ ଆଧାର କରି ପୁଲିସ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି।…

ରାସ୍ତାକଡ଼ରେ ନମାଜ ପଢ଼ିଲେ ଡ୍ରାଇଭର୍‌, ଉଠାଇ ନେଲା ପୁଲିସ…

ରାସ୍ତା କଡ଼ରେ ଟ୍ରକ୍‌ ରଖିଲେ। ବ୍ୟସ୍ତ ବହୁଳ ରୋଡ୍‌ ଉପରେ ବସି ପଢ଼ିଲେ ନମାଜ। ଏଭଳି କରିବା ଏବେ ଜଣେ ଡ୍ରାଇଭରଙ୍କୁ ମହଙ୍ଗା ପଡିଛି। ପୁଲିସ ତାଙ୍କୁ ଉଠାଇନେଇଛି। ଗୁଜରାଟର ବନାସକଣ୍ଠାରେ ଘଟିଛି ଏଭଳି କିଛି ଘଟଣା। ପ୍ରକୃତରେ ନିକଟରେ ରାସ୍ତା ଉପରେ ଜଣେ ଡ୍ରାଇଭର ନମାଜ…

ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା…

ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ହିଂସାଗ୍ରସ୍ତ ମଣିପୁରର ଥୋବାଲ ଠାରୁ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଜୋରଦାର ଟାର୍ଗେଟ୍‌ କରିଛନ୍ତି।…

ମାର୍ଚ୍ଚ ୧୫ ପୂର୍ବରୁ ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସେନା…

ଭାରତ ଓ ମାଳଦ୍ୱୀପର ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜନୈତିକ ବିବାଦ ଭିତରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଭାରତୀୟ ସେନାଙ୍କୁ ମାଳଦ୍ୱୀପ ଛାଡିବାକୁ ସେ କହିଛନ୍ତି। ଚୀନ୍‌ରୁ…

ହାତ ଛାଡ଼ି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ମିଲିନ୍ଦ…

ହାତ ଛାଡି ଏକନାଥ ସିନ୍ଦେଙ୍କ ଧନୁ ତୀର ଧରିଲେ ପୂର୍ବତନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା। ଆଜି ସକାଳୁ କଂଗ୍ରେସରୁ ଇସ୍ତଫା ଦେଇଥିବା ମିଲିନ୍ଦ ସିନ୍ଦେ ଗ୍ରୁପର ଶିବ ସେନାରେ ସାମିଲ ହୋଇଛନ୍ତି। ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ…

ବିଗୁଡୁଛି ଏୟାର କ୍ୱାଲିଟି, କେନ୍ଦ୍ର ନେଲା ବଡ଼ ନିଷ୍ପତ୍ତି

କଲବଲ କରୁଛି କୁହୁଡ଼ି। ଘନ କୁହୁଡି ଯୋଗୁ ଜିରୋ ଭିଜିବଲିଟି ପରିସ୍ଥିତି ସୃଷ୍ଟି ହୋଇଛି। ତା’ସହ ପ୍ରଦୂଷଣ ମାତ୍ର ମଧ୍ୟ ବଢ଼ିବାରେ ଲାଗିଛି। ବିଗିଡି ଯାଇଛି ଏୟାର କ୍ୱାଲିଟି। ଏହାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବାୟୁର ପ୍ରଦୂଷଣ ମାତ୍ରା ବଢ଼ୁଥିବା…

ସାଂସଦ ବ୍ରିଜଭୂଷଣ ଓ ସଞ୍ଜୟ ସିଂହଙ୍କୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ…

କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଙ୍କୁ ହତ୍ୟା ଧମକ। କେବଳ ସେତିକି ନୁହେଁ ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଞ୍ଜୟ ସିଂହଙ୍କୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। କେହି ଜଣେ ଦୁର୍ବୃତ୍ତ ବାରମ୍ବାର…

ଖବରକାଗଜର ବ୍ୟୁରୋ ଚିଫ୍ ଓ ରିପୋର୍ଟରଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଉପଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି…

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଉପ-ଜିଲ୍ଲାପାଳ ତଥା ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ଏକ ଲିଖିତ ଆବେଦନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ ଖବରକାଗଜର ଜଣେ ବ୍ୟୁରୋ ଚିଫ୍ ଓ ଜଣେ ରିପୋର୍ଟରଙ୍କୁ ୨ ଘଣ୍ଟା ପାଇଁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଜଣେ…

ମୁଁ ଓବିସି ନୁହେଁ ଓଓ୍ୱେସି କହିଥିଲି : ବାବା ରାମଦେବ

ପୁଣି ବିବାଦ ଘରେରେ ଯୋଗ ଗୁରୁ ବାବା ରାମଦେବ। ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ବିବାଦ ଉପୁଜିଛି। ରାମଦେବ ଏହି ଭାଇରାଲ ଭିଡିଓରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ବିବାଦ…

କୋଇଲା ଜାଳି ଶୋଇଥିଲେ, ସକାଳୁ ବନ୍ଦ ଘରୁ ମିଳିଲା ୬ ମୃତଦେହ…

ପୁଣି ଜୀବନ ନେଲା କୋଇଲା ଧୂଆଁ। ଶୀତରୁ ବଞ୍ଚିବା ପାଇଁ କୋଇଲା ଅଙ୍ଗାର ଜାଳି ଶୋଇଥିଲା ପୂରା ପରିବାର। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ମୃତଦେହ। ଗୋଟିଏ ପରିବାରର ୪ ଜଣଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା। ପୁଲିସ ସୂଚନା…