Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିବାଦ ଭିତରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ରାହୁଲ…
ଭାରତୀୟ କୁସ୍ତି ମହାସଂଘର ସଭାପତି ଚୟନକୁ ନେଇ ଏବେବି ବିବାଦ ଜାରି ରହିଛି। ଏହାରି ଭିତରେ ଏବେ କୁସ୍ତିଯୋଦ୍ଧାଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ବୁଧବାର ସକାଳେ ହରିୟାଣାର ଝାଜର ଜିଲ୍ଲା ଅନ୍ତର୍ଗତ ଛାରା ଗ୍ରାମରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚି…
ରାମ ମନ୍ଦିରକୁ ପରିବା ବିକାଳୀ ଦେଲେ ବିଶ୍ୱ ଘଣ୍ଟା…
ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ଆସନ୍ତାମାସରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ସଜେଇ ହେଉଛି ଅଯୋଧ୍ୟା। ଚଳଚଞ୍ଚଳ ହେଲାଣି ସମଗ୍ର ଅଯୋଧ୍ୟା ନଗରୀ।
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସମଗ୍ର ରାଜ୍ୟବାସୀ…
ଫେବୃଆରୀରେ ପଡ଼ିଥାଆନ୍ତା ହାତଗଣ୍ଠି, କିନ୍ତୁ ତା’ ପୂର୍ବରୁ ଟଳି ପଡ଼ିଲେ କନଷ୍ଟେବଳ…
ମାଡ଼ି ଆସିଛି ଦୁଃଖର ପାହାଡ଼। କ୍ଷଣିକେ ଚୂରମାର ହୋଇଯାଇଛି ସବୁ ସ୍ୱପ୍ନ। ଯେଉଁ ଘରେ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା, ସେଠି ଆଜି ସମସ୍ତେ କାନ୍ଦୁଛନ୍ତି। ବାହାଘର ବଦଳରେ ଶବ ସତ୍କାର ପାଇଁ ଚାଲିଛି ପ୍ରସ୍ତୁତି।
କାରଣ ଫେବୃଆରୀ ମାସରେ ବାହା ହେବାକୁ ଯାଉଥିବା…
ଯଦି ଭାରତ-ପାକିସ୍ତାନ ଆଲୋଚନା ନ ହୁଏ ତେବେ ଗାଜା, ପାଲେଷ୍ଟାଇନ ପରି ହେବ କଶ୍ମୀରର ଅବସ୍ଥା : ଫାରୁକ୍ ଅବଦୁଲ୍ଲା
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ପାଇଁ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ନହୁଏ ତେବେ ଫଳାଫଳ ଗାଜା ଓ ପାଲେଷ୍ଟାଇନ…
ବଢ଼ିଲା ନୌସେନାର ଶକ୍ତି, ସାମିଲ ହେଲା ଆଇଏନ୍ଏସ୍ ଇମ୍ଫାଲ୍…
ଥରହର ହେବ ଶତ୍ରୁପକ୍ଷ। ସାବାଡ଼ ହେବେ ଚୀନ୍-ପାକିସ୍ତାନ। ଭାରତ ମହାସାଗରେ ବଢ଼ିଲା ନୌସେନାର ଶକ୍ତି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟିଲଥ ଗାଇଡେଡ ମିଜାଇଲ ବିଧ୍ୱଂସକ ଯୁଦ୍ଧ ଜାହାଜ ଆଇଏନଏସ ଇମ୍ଫାଲ ନୌସେନାରେ ସାମିଲ ହୋଇଛି। ମୁମ୍ବାଇ ସ୍ଥିତ ନୌସେନାର ଡକୟାର୍ଡରେ…
RBI କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ…
ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଳିଲା ଧମକ। ମୁମ୍ବାଇରେ ଥିବା ଆର୍ବିଆଇ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। କେବଳ ସେତିକି ନୁହେଁ ମୁମ୍ବାଇର ପ୍ରାୟ ୧୧ଟି ସ୍ଥାନରେ ବୋମା ରଖାଯାଇଥିବା ନେଇ ଆର୍ବିଆଇକୁ କେହି ଜଣେ ଦୁର୍ବୃତ୍ତ ଧମକ…
ସମୁଦ୍ର ଗର୍ଭରୁ ବି ଆକ୍ରମଣକାରୀଙ୍କୁ ଖୋଜି ବାହାର କରିବୁ: ରାଜନାଥ ସିଂହ
ଆକ୍ରମଣକାରୀଙ୍କୁ ଆଉ ମିଳିବନି ରକ୍ଷା। ସମୁଦ୍ରର ଗର୍ଭରେ ଲୁଚି ରହିଥିଲେ ମଧ୍ୟ ଖୋଜି ବାହାର କରାଯିବ।’ ନିକଟରେ ଆରବ ସାଗରରେ ଭାରତ ଆସୁଥିବା ଏକ ବ୍ୟବସାୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଭଳି କିଛି କହି ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।…
ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ବିବାଦ…
ଆସନ୍ତାମାସରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ। ତେବେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ନେଇ…
ଟ୍ରାଫିକ୍ ଜାମରୁ ବର୍ତ୍ତିବା ପାଇଁ ନଦୀ ଭିତରେ ଚାଲିଲା ଥାର୍
ଆସୁଛି ନୂଆବର୍ଷ। ଆଉ ଦିନ କେଇଟା ପରେ ନୂଆବର୍ଷ ନୂଆ ସୂରୁଜ ଉଁଇବ। ନ୍ୟୁ-ଇୟର୍ ସେଲିବ୍ରେସନ୍ ପାଇଁ ଏବେ ବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଭିଡ ଜମିବାରେ ଲାଗିଛି। ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଫଳରେ ଗତ ଦୁଇ ଦିନ ହେଲା ଦୀର୍ଘ ଘଣ୍ଟା ଘଣ୍ଟା…
କାର ଉପରେ ଓଲଟି ପଡ଼ିଲା ଟ୍ରକ, ଗୋଟିଏ ପରିବାରର ୪ ମୃତ
ଘନ କୁହୁଡ଼ି ମଧ୍ୟରେ କାର୍କୁ ଓଭରଟେକ କରୁଥିବା ଟ୍ରକ ଯୋଗୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଓଭରଟେକ ବେଳେ ଲୁହା ଓ ଟିଣ ବୋଝେଇ ଟ୍ରକଟି ଗୋଟିଏ କାର୍ ଉପରେ ଓଲଟି ପଡ଼ିଛି। ଏଥିଯୋଗୁ କାର ମଧ୍ୟରେ ଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି।
ସେହିପରି ଆଉ ୨…