Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ସରିଲା ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା
ବର୍ଗେନଷ୍ଟକ: ସ୍ବିଜରଲ୍ୟାଣ୍ଡର ବର୍ଗେନଷ୍ଟକରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି। ଏହି ଆଲୋଚନା ନେଇ ପାକିସ୍ତାନ ଏବଂ କାତାର ଏକ ବିବୃତି ଜାରି କରିଛନ୍ତି!-->…
ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ, ସରିଲା ରାଜ୍ୟସଭା କାର୍ଯ୍ୟକାଳ
ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ!-->…
୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ
ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ!-->…
କତାର LNG ଫ୍ୟାକ୍ଟ୍ରିବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ୧୩ ମୃତ
ନୂଆଦିଲ୍ଲୀ : କତାରରେ ଭୟାବହ ବିସ୍ଫୋରଣ । ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଏକ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାକୁ ନେଇ!-->…
ସ୍ୱାଭାବିକ ହେଲା ଟେଲିଗ୍ରାମ୍ ସେବା, VPN ବିନା ଚାଲିବ ଆପ୍
ନୂଆଦିଲ୍ଲୀ : ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ!-->…
ମୁସିଲିମ୍ ଦେଶର ଢାଲ ସାଜିବ ବ୍ରହ୍ମୋସ୍, ମିଡିଲ୍ ଇଷ୍ଟରେ ଭାରତର ଗର୍ଜନ
ନୂଆଦିଲ୍ଲୀ: ମିଡିଲ୍ ଇଷ୍ଟରେ ଭାରତର ମହାଡିଲ୍! ମୁସିଲିମ୍ ଦେଶର ଢାଲ ସାଜିବ ବ୍ରହ୍ମୋସ୍ ଏବଂ ଆକାଶତୀର! ବଦଳିଯିବ ଖାଡ଼ି ଅଞ୍ଚଳର ସୁରକ୍ଷା ଚିତ୍ର! ମଧ୍ୟ ପୂର୍ବରେ ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ, ଭାରତ ପାଇଁ ଆସିପାରେ ଏକ ବଡ଼ କୂଟନୈତିକ ଓ!-->…
‘ଭରସା ଯୋଜନା’ରେ ବେରୋଜଗାରଙ୍କୁ ମାସକୁ ମିଳିବ ୩ ହଜାର ଟଙ୍କା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସରକାର ରାଜ୍ୟର ବେରୋଜଗାରଙ୍କୁ ସାହାଯ୍ୟ କରିବା ପାଇଁ ବଜେଟରେ “ଭରସା” ଯୋଜନା ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା କହିଛନ୍ତି ଯେ “ଭରସା” ଯୋଜନା ଅଧୀନରେ ୧୦୦,୦୦୦ରୁ କମ୍ ବାର୍ଷିକ ଆୟ!-->!-->!-->…
ଜଳିଗଲା କୋଚିଂ ସେଣ୍ଟର, ୧୪ ଛାତ୍ରଛାତ୍ରୀ ମୃତ, ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା
ଲକ୍ଷ୍ନୌ: ସୋମବାର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜର ପୁରୁଣାନିଆ ଅଞ୍ଚଳରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ସହରକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।
କୋଚିଂ!-->!-->!-->…
ଶୁଭେନ୍ଦୁ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ : ବଢିଲା ମହଙ୍ଗା ଭତ୍ତା, ମହିଳାଙ୍କୁ ମାଗଣା ବସ୍ ସେବା, ୧ ଲକ୍ଷ ଚାକିରି…
କୋଲକତା : ପଶ୍ଚିମବଙ୍ଗରେ ଶୁଭେନ୍ଦୁ ସରକାର ଆଜି ବିଧାନସଭାରେ ନିଜର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ, ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ‘ବିକଶିତ ଭାରତ ଏବଂ ବିକଶିତ ବଙ୍ଗଳା’ । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ!-->…
ଇସ୍ତଫା ଦେଲେ ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର
ନୂଆଦିଲ୍ଲୀ : ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି । ନୂଆ ପ୍ରଧାନମନ୍ତ୍ରୀ ନାମ ଘୋଷଣା ହେବା ଯାଏଁ କିର୍ ଷ୍ଟାରମର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ସରକାର ଓ ଦଳର ସ୍ଥିତିକୁ ସୁଧାରିବା ପାଇଁ ଏକ ନୂଆ ନେତୃତ୍ୱକୁ!-->…