Browsing Category

ଦେଶ

ବିଜେପିରେ ଯୋଗ ଦେବେ କି କଂଗ୍ରେସ ନେତା ପିଏଲ ପୁନିଆ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପିଏଲ ପୁନିଆ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ କି? କିଛି ଏଭଳି ଗୁଜବ ପ୍ରକାଶ ପାଇବା ପରେ ଏବେ ଏନେଇ ଜବାବ ରଖିଛନ୍ତି ପୁନିଆ | ବାସ୍ତବରେ ପିଏଲ ପୁନିଆ କଂଗ୍ରେସ ଛାଡି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେବା ଗୁଜବକୁ ନେଇ କଡା ଜବାବ…

ଡ୍ରୋନ ଆଟାକ ପରେ ଜଳୁଥିଲା ଜାହାଜ, ୨୩ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ମଝି ସମୁଦ୍ରରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା। ଡ୍ରୋନ ଆକ୍ରମଣ ଯୋଗୁ ଜଳୁଥିବା ଜାହାଜରୁ ୨୩ ଜଣଙ୍କୁ ଉଦ୍ଧାର କରିଛନ୍ତି ନୌସେନାର ବୀର ଯବାନ। ଆକ୍ରମଣ ପରେ ଗୋଟିଏ ପଣ୍ୟବାହୀ ଜାହାଜରେ ଲାଗି ଯାଇଥିଲା ନିଆଁ।ଭିତରେ ୧୩ ଭାରତୀୟଙ୍କ ସମେତ ଫସି ଯାଇଥିଲେ ୨୩ ଜଣ। ଜାହାଜରେ…

ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ, ମାଟି ତଳୁ ମିଳିଲା ମୃତଦେହ

ଦେବଗଡ଼ : ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା କରିଥିଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ଦେବଗଡ଼ ଜିଲ୍ଲା ରିଆମାଳ ଥାନା…

ଭିଡିଓ କନଫରେନ୍ସିଂ ଜରିଆରେ ଇଡି ପ୍ରଶ୍ନର ଉତ୍ତର ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଷ୍ଟମ ସମନ ପରେ ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଅଷ୍ଟମ ଥର ପାଇଁ ସମନ ପଠାଇଥିଲା ଇଡି । ହେଲେ ଅଷ୍ଟମ ଡାକରାକୁ ବେଆଇନ୍ ଦର୍ଶାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପରେ…

ଜମ୍ମୁର କୁଖ୍ୟାତ ଅପରାଧୀ ରାଜେଶ ଡୋଗରା ଓରଫ ମୋହନର ମୃତ୍ୟୁ

ଶପିଂ ମଲ୍‌ ବାହାରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ। ପାଖାପାଖି ୧୭ରୁ ୧୮ ରାଉଣ୍ଡ ହେଲା ଗୁଳିମାଡ। ଏଥିରେ ଟିଳିପଡିଛି ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌। ସେପଟେ ଶପିଂ କରିବାକୁ ଆସିଥିବା ଲୋକେ ଭୟଭୀତ ହୋଇପଡିଛନ୍ତି। ପଞ୍ଜାବର ମୋହାଲିରେ ଘଟିଛି ଏଭଳି କିଛି ଘଟଣା। …

ଦଳୀୟ ଅଫିସ ଖାଲି କରିବା ପାଇଁ ଆପ୍‌କୁ କୋର୍ଟଙ୍କ ନିର୍ଦ୍ଦେଶ

ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଉଜ ଆଭିନ୍ୟୁ ଠାରେ ଥିବା ଆପ୍‌ର ଅଫିସକୁ ଜୁନ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ଆପ୍‌ର ଅଫିସ ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ…

ଦିଲ୍ଲୀ ମହିଳାମାନଙ୍କୁ ପ୍ରତିମାସରେ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳାମାନଙ୍କ ପାଇଁ ଖୁସି ଖବର। ଏଣିକି ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ଟଙ୍କା ଲେଖାଏଁ ମିଳିବ। ଦିଲ୍ଲୀର କେଜ୍ରିୱାଲ ସରକାର ୨୦୨୪ ମାର୍ଚ୍ଚ ୪ ତାରିଖ‌ରେ ସୋମବାର ଦିନ ୧୦ମ ବ‌ଜେଟ ଉପସ୍ଥାପନା କରିଛନ୍ତି। ଚଳିତଥର ଦିଲ୍ଲୀ ପାଇଁ ୭୬ହଜାର ‌କୋଟି…

ସାରା ଦେଶ କହୁଛି ମୁଁ ମୋଦିଙ୍କ ପରିବାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି,‘‘ ମୋ ପରିବାର ଯୋଗୁଁ ବିରୋଧୀ ମୋତେ ଟାର୍ଗେଟ୍ କରିଥିଲେ । କିନ୍ତୁ…

ମହୁଆଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ହାଇକୋର୍ଟ

ତୃଣମୂଳ କଂଗ୍ରେସ ନେତ୍ରୀ ତଥା ବହିଷ୍କୃତ ସାଂସଦ ମହୁଆ ମୋଇତ୍ରାଙ୍କୁ ପୁଣି ଝଟ୍‌କା। ଲାଞ୍ଚ ନେବା ଅଭିଯୋଗକୁ ନେଇ କରାଯାଉଥିବା ବୟାନବାଜୀ ଉପରେ ରୋକ ଲଗାଇବା ପାଇଁ ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ବିଜେପି ସାଂସଦ ନୀଶିକାନ୍ତ ଦୁବେ ଓ ଓକିଲ ଜୟ ଅନନ୍ତ…

ISRO ମୁଖ୍ୟ ଏସ୍‌ ସୋମନାଥଙ୍କୁ କ୍ୟାନ୍‌ସର୍‌

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥଙ୍କୁ କ୍ୟାନ୍‌ସର। ଏକ ଇଣ୍ଟରଭ୍ୟୁରେ ଏନେଇ ସେ ଖୋଦ୍‌ ଜଣାଇଛନ୍ତି। ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍‌-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନ୍‌ସର୍‌ ହୋଇଥିବା ନେଇ ଜଣାପଡିଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ଚନ୍ଦ୍ରଯାନ-୩ ମିଶନ ଲଞ୍ଚ ବେଳେ ସ୍ୱାସ୍ଥ୍ୟ…