Browsing Category

ଦେଶ

ମୁଁ ମୋଦୀ-ଶାହାଙ୍କ ଇଡି-ସିବିଆଇକୁ ଭୟ କରେ ନାହିଁ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଭାରତ ଯୋଡ଼ ନ୍ୟାୟ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଟାର୍ଗେଟ କରିଛନ୍ତି | ରାହୁଲ ଗାନ୍ଧୀ କହିଛନ୍ତି ଯେ ନରେନ୍ଦ୍ର ମୋଦୀ…

ବିନା ଡ୍ରାଇଭର୍‌ରେ ୮୪ କିମି ଦୌଡିଲା ଟ୍ରେନ୍‌

ବିନା ଡ୍ରାଇଭରରେ ଦୌଡିଲା ଟ୍ରେନ୍‌। ରେଳ ଷ୍ଟେସନରେ ଅଟକି ଥିବା ଏକ ମାଲବାହୀ ଟ୍ରେନ୍‌ ହଠାତ୍‌ ବିନା ଡ୍ରାଇଭର ଦୌଡିଥିବା ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି। ଜମ୍ମୁକଶ୍ମୀରର କାଠୁଆ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଘଟଣା। ଆଜି ସକାଳୁ କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ…

ମୋତେ ନୋବେଲ ପୁରସ୍କାର ମିଳିବା କଥା: କେଜ୍ରିୱାଲ

ନୂଆଦିଲ୍ଲୀ: ବର୍ଦ୍ଧିତ ଜଳ ବିଲର ପେମେଣ୍ଟ ପାଇଁ ଏକକାଳୀନ ଦେୟ ସ୍କିମ୍ ବନ୍ଦ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିକ୍ଷୋଭ କରିଛନ୍ତି । ଏହି ଅବସରରେ ସେ ଦଳୀୟ କର୍ମୀମାନଙ୍କୁ ମଧ୍ୟ ସମ୍ବୋଧିତ କରି କହିଛନ୍ତି ଯେ ଦିଲ୍ଲୀରେ ଭୁଲ ଜଳ ବିଲ ଯୋଗୁଁ ପ୍ରାୟ ୧୧ ଲକ୍ଷ…

ଜନ୍ମମାଟିରେ ଜମ୍ମୁ କାଶ୍ମୀରର ଓଡ଼ିଆ ପୁଲିସ୍ ଡିଜି

ଭୁବନେଶ୍ୱର: ରାଉରକେଲାରେ ଜମ୍ମୁ କାଶ୍ମୀରର ପୁଲିସ୍ ଡିଜି ରଶ୍ମୀରଞ୍ଜନ ସ୍ୱାଇଁ। ସେ ପ୍ରଥମ ଓଡ଼ିଆ ଭାବେ ଜମ୍ମୁ କାଶ୍ମୀରର ଡିଜି ବନିଛନ୍ତି । ତାଙ୍କ ଘର ରାଉରକେଲାର ସିଭିଲ୍ ଟାଉନ ସିଟିରେ । ଡିଜି ହେବା ପରେ ସେ ପ୍ରଥମଥର ପାଇଁ ଜନ୍ମମାଟି ରାଉରକେଲାକୁ ଆସିଛନ୍ତି । ସେ ଜଣେ ଦକ୍ଷ, ସଚ୍ଚୋଟ…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ, କହିଲେ- ଯେଉଁମାନଙ୍କର ହୋଶ ନାହିଁ, ସେମାନେ ଅନ୍ୟକୁ ମଦୁଆ କହୁଛନ୍ତି

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ନିଜର ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ଯେଉଁମାନଙ୍କର ନିଜର ହୋଶ ନାହିଁ, ସେମାନେ ଉତ୍ତର ପ୍ରଦେଶ ଓ କାଶୀର ଯୁବକମାନଙ୍କୁ ମଦୁଆ ବା ନିଶା ଖୋର କହୁଛନ୍ତି ବୋଲି ଆଜି…

ରୁଷ ସହ ମିଶି ୟୁକ୍ରେନ ବିରୋଧରେ ଲଢ଼ୁଛନ୍ତି ଭାରତୀୟ, ଦୂରେଇ ରହିବାକୁ କହିଲେ ଭାରତ ସରକାର

ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧରେ ବଳପୂର୍ବକ ଭାରତୀୟଙ୍କୁ ବ୍ୟବହାର କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ପରେ ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି ସରକାର। ଭାରତୀୟମାନେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ରୁଷ-ୟୁକ୍ରେନ ବିବାଦ ଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି…

ମହାରାଷ୍ଟ୍ରରେ ୩୯ ଆସନ ପାଇଁ ଡିଲ୍‌ ଫାଇନାଲ

ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଦଳ ସହ ସିଟ ଶେୟାରିଂ ଫର୍ମୁଲାକୁ ଫାଇନାଲ କରୁଥିବା କଂଗ୍ରେସ ଏବେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଉତ୍ତର ପ୍ରଦେଶ,ଗୋଆ, ଦିଲ୍ଲୀ, ଗୁଜରାଟ ଓ ହରିଆଣା ପରେ ଆଜି ମହାରାଷ୍ଟ୍ରରେ କଂଗ୍ରେସ ସହଯୋଗୀଙ୍କ ଦଳଙ୍କ ସହ ସିଟ୍‌ ଶେୟାରିଂ ଡିଲ୍‌ ଫାଇନାଲ…

ଦାଉଦ ଇବ୍ରାହିମର ସମ୍ପର୍କୀୟଙ୍କୁ ଗୁଳି ମାଡ଼

ଅଣ୍ଡର ୱାର୍ଲଡ ଡନ୍‌ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ ଇବ୍ରାହିମର ଜଣେ ସମ୍ପର୍କୀୟଙ୍କୁ ଗୁଳିମାଡ଼ ହୋଇଛି। ଉତ୍ତର ପ୍ରଦେଶର ଜଲାଲାବାଦ ଠାରେ ୩୫ ବର୍ଷୀୟ ନିହାଲ ଖାନ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ନିହାଲ ଖାନଙ୍କ ଘର ମୁମ୍ବାଇରେ। ସେ ଏଠାକୁ ତାଙ୍କ ପୁତୁରାଙ୍କ ବାହାଘର…

ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ବିଜେପି ନେତା ଗିରଫ

ପଶ୍ଚିମବଙ୍ଗର ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗରେ ପୁଲିସ ବିଜେପି ନେତା ସବ୍ୟସାଚୀ ଘୋଷଙ୍କୁ ଗିରଫ କରିଛି। ସବ୍ୟସାଚୀ ହାୱଡାରେ ସେକ୍ସ ରାକେଟ୍ ଚଲାଉଥିବା ଅଭିଯୋଗ ହୋଇଛି। ବିଜେପି ନେତା ଏପରି ସଙ୍ଗୀନ ମାମଲାରେ…

ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବାବଦରେ ଜାଣିବା ପାଇଁ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି…