Browsing Category

ଦେଶ

NEET UG ପରୀକ୍ଷା ପୂର୍ବରୁ NTAର ଅବହେଳା; ନାଗପୁର ଛାତ୍ର ଆବୁଧାବିରେ ଦେବେ ପରୀକ୍ଷା

ନୂଆଦିଲ୍ଲୀ: NEET UG ପୁନଃପରୀକ୍ଷା ଆସନ୍ତାକାଲି (ଜୁନ୍ ୨୧) ତାରିଖରେ ସାରା ଦେଶରେ ଗୋଟିଏ ସିଫ୍ଟରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମଧ୍ୟ ଜାରି କରାଯାଇଛି। ଏବେ ନାଗପୁରରୁ ଆଡମିଟ୍ କାର୍ଡରେ ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ନାଗପୁରର ଜଣେ ଛାତ୍ରଙ୍କ NEET UG…

ଟିଏମସିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରିୟା ମଲ୍ଲିକ

କଲକାତା : ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରିୟା ମଲ୍ଲିକ ସମସ୍ତ ଟିଏମସି ପଦବୀରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଦିନ ସେ ଅସୁସ୍ଥ ସ୍ୱାସ୍ଥ୍ୟ କାରଣ ଦର୍ଶାଇ ସମସ୍ତ ଟିଏମସି ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫାପତ୍ରକୁ ସାର୍ବଜନୀନ କରି ପୂର୍ବତନ ମନ୍ତ୍ରୀ କହିଛନ୍ତି ଯେ…

ଟେଲିଗ୍ରାମ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ, ଜୁନ୍ ୨୨ ପର୍ଯ୍ୟନ୍ତ ଜାରି ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । NEET ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଟେଲିଗ୍ରାମ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ…

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ସ୍ୱଚ୍ଛ ଓ ନକଲ-ମୁକ୍ତ ପରୀକ୍ଷା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ । ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜରୁରୀ ଗାଇଡ୍ ଲାଇନ୍ ଜାରି…

୫୬ତମ ଜନ୍ମଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଲୋକସଭା ବିପକ୍ଷ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କର ଆଜି ୫୬ତମ ଜନ୍ମ ଉତ୍ସବ । ଏହି ଅବସରରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ରାହୁଲଙ୍କ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସାରା ଦେଶରୁ…

ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ, ୧୬ ମୃତ

ନୂଆଦିଲ୍ଲୀ: ଗୁରୁବାର-ଶୁକ୍ରବାର ରାତିରେ ଇସ୍ରାଏଲ ଦକ୍ଷିଣ ଲେବାନନ୍ ଉପରେ ଭୟଙ୍କର ଆକ୍ରମଣ କରିଛି । ଫଳରେ ଏହି ଆକ୍ରମଣରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ସହ ଅନେକ ନିଖୋଜ ଥିବା ଜଣାପଡିଛି । ଲେବାନନର ଜାତୀୟ ସମ୍ବାଦ ଏଜେନ୍ସି (NNA)ର ରିପୋର୍ଟ…

ଆମେରିକା-ଇରାନ ଚୁକ୍ତି ପରେ ଗୁଜୁରାଟରେ ପହଞ୍ଚିଲା ପ୍ରଥମ ଏଲଏନଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ସ୍ୱାକ୍ଷରିତ ଶାନ୍ତି ଚୁକ୍ତି ପରେ ଭାରତ ପାଇଁ ଶକ୍ତି କ୍ଷେତ୍ର ସହ ଜଡିତ ଭଲ ଖବର ଆସିଛି। ଭାରତର ପ୍ରଥମ ତରଳ ପ୍ରାକୃତିକ ଗ୍ୟାସ(LNG) ଟ୍ୟାଙ୍କର, ‘ଦିଶା’ ସଫଳତାର ସହ ହରମୁଜ୍ ପ୍ରଣାଳୀ ପାର କରି ଗୁଜୁରାଟର ଭରୁଚରେ ଥିବା ଦହେଜ ବନ୍ଦରରେ…

ଟାଇମ୍ସ ସ୍କୋୟାରରେ ଗୁଳିକାଣ୍ଡ: ପର୍ଯ୍ୟଟକ ଆତଙ୍କିତ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଏବଂ ପର୍ଯ୍ୟଟନ ସ୍ଥଳୀ ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାରରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ସାଧାରଣ ବଚସା ହଠାତ୍ ଉଗ୍ର ରୂପ ନେଇଥିଲା ଏବଂ କିଛି ଯୁବକ ସର୍ବସାଧାରଣରେ ଗୁଳି ଚଳାଇବା ଆରମ୍ଭ…

ବାଂଲାଦେଶରେ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ ନେଇ ଶ୍ରଦ୍ଧାଳୁଙ୍କ ବିକ୍ଷୋଭ

ଢାକା: ବାଂଲାଦେଶର ଗାଏବାନ୍ଧା ଜିଲାରେ ମୌଳବାଦୀଙ୍କ ବିରୋଧ ଯୋଗୁଁ ଭଗବାନ ରାମଙ୍କ ସର୍ବବୃହତ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ କରାଯାଇଛି। ଏହାକୁ ନେଇ ହିନ୍ଦୁମାନେ ପ୍ରତିବାଦ କରିଛନ୍ତି। ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଘଟଣାର ପ୍ରତିବାଦ କରି ଏକ ମଶାଲ ରାଲି କରି ଭଗବାନ ରାମଙ୍କ…

୨ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ ଜେଲ୍‌ ଦଣ୍ଡ

ଆଇଜଲ: ମିଜୋରାମର ଏକ ଜିଲାକୋର୍ଟ ୯ ବର୍ଷ ପୁରୁଣା ଏକ ଗଣଦୁଷ୍କର୍ମ ମାମଲାରେ ୨ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ୪୨ ବର୍ଷ କାରାଗାରରେ ରଖିବାକୁ ରାୟ ଶୁଣାଇଛନ୍ତି। କୋର୍ଟ ୨୦୧୭ ମସିହାରେ ଜଣେ ସ୍ଥାନୀୟ ମହିଳାଙ୍କ ସହିତ ଗଣଦୁଷ୍କର୍ମ ମାମଲାରେ ଏହି ରାୟ ଆସିଛି। ଆଇଜଲର ଅତିରିକ୍ତ ଜିଲା ଓ ସେସନ୍‌…