Browsing Category

ଦେଶ

ପଞ୍ଜାବ ରାଜ୍ୟପାଳଙ୍କ ଇସ୍ତଫା; ରାଜ୍ୟ ସରକାରଙ୍କ ସହ ଥିଲା ବିବାଦ…

ଚଣ୍ଡୀଗଡ଼ : ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ। ରାଜ୍ୟ ସରକାରଙ୍କ ସହ ଚାଲିଥିବା ବିବାଦ ମଧ୍ୟରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି ବନୱାରିଲାଲ। ଆଜି ସେ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୋପଦୀ…

ଇମ୍ରାନ ଖାଁ ଓ ତାଙ୍କ ପତ୍ନୀଙ୍କୁ ବି ୭ ବର୍ଷ ଜେଲ..

ଲାହୋର : ପାକିସ୍ତାନର ଏକ ଅଦାଲତ ଶନିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଣ-ଇସଲାମିକ ବିବାହ ମାମଲାରେ କୋର୍ଟ ଉଭୟଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୁଶରାଙ୍କ ପ୍ରଥମ ସ୍ୱାମୀ…

‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ…

ନୂଆଦିଲ୍ଲୀ : ‘ଭାରତ ରତ୍ନ’ରେ ସମ୍ମାନିତ ହେବେ ଲାଲକୃଷ୍ଣ ଆଡଭାନୀ। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା…

‘କିଣ୍ଡଲ୍’ ଓ ‘ଟିଣ୍ଡର’କୁ ନେଇ କନଫ୍ୟୁଜ ହେଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯୁଗରେ, ପ୍ରତ୍ୟେକ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାରର ଆପ୍ ଉପଲବ୍ଧ ରହିଛି | ଯଦି ଆପଣ କୌଣସି ବହି ପଢିବାକୁ ଚାହାଁନ୍ତି, ଆମାଜନର କିଣ୍ଡଲ୍ ରିଡର୍ ଏଥିପାଇଁ ବ୍ୟବହାର କରାଯାଇପାରିବ | ଯଦି ଆପଣ କାହାକୁ ଡେଟ କରିବାକୁ ଚାହାଁନ୍ତି, ତେବେ…

ସୀମାନ୍ତ ଅଂଚଳରେ ଆସୁଛି ପାକିସ୍ତାନୀ ମୋବାଇଲ ନେଟଓ୍ବାର୍କ, ଚୋରାବେପାରୀ ବ୍ୟବହାର କରୁଛନ୍ତି ପାକିସ୍ତାନୀ ସିମ୍

ବାରମେର : ପଶ୍ଚିମ ରାଜସ୍ଥାନର ବାରମେର ଜିଲ୍ଲା କୁ ଲାଗି ଥିବା ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ମୋବାଇଲ ନେଟୱାର୍କ କାମ କରୁଛି । ପାକିସ୍ତାନ ସୀମାରେ ଲାଗିଥିବା ମୋବାଇଲଟାୱାରର ନେଟୱାର୍କ ଭାରତୀୟ ସୀମା ଭିତରେ ପ୍ରାୟ ୩-୪ କିଲୋମିଟର ପର୍ଯ୍ୟନ୍ତ ଆସୁଛି । ଏଭଳି…

୧ କିଲୋମିଟର ଚାଲିବାକୁ କଂଗ୍ରେସ ଖର୍ଚ୍ଚ କରିଛି ଦେଢ଼ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମ୍ପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ୨୦୨୨-୨୩ ମସିହାରେ କନ୍ୟାକୁମାରୀରୁ କଶ୍ମୀର ଅଭିମୁଖେ ଯାତ୍ରା ପାଇଁ ମୋଟ ୭୧.୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ୧୪୫ ଦିନ ଧରି ଚାଲିଥିବା ‘ଭାରତ…

ଦେଉ ନାହାନ୍ତି କେନ୍ଦ୍ର ସରକାର, ୨୧ ଲକ୍ଷ ମନରେଗା ଶ୍ରମିକଙ୍କୁ ଟଙ୍କା ଦେବେ ଦିଦି…

କୋଲକାତା : ବାରମ୍ବାର କେନ୍ଦ୍ର ଉପରେ ରହିଥିବା ବକେୟା ଟଙ୍କା ମାଗି ନିରାଶ ହେବା ପରେ ଆଜି ବଡ଼ ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ରାଜ୍ୟର ୨୧ ଲକ୍ଷ ମନରେଗା ଶ୍ରମିକଙ୍କୁ ନିଜ ପାଣ୍ଠିରୁ ପାରିଶ୍ରମିକ ପ୍ରଦାନ କରିବେ।…

ବିଜେପି ବିଧାୟକ କହିଲେ- ହଁ, ମୁଁ ଗୁଳି କରିଛି…

ମୁମ୍ବାଇ : ‘ହଁ ମୁଁ ନିଜେ ତାଙ୍କୁ ଗୁଳି କରିଛି। ଏଥିପାଇଁ ମୁଁ ଦୁଃଖିତ ନୁହେଁ।’ ମହାରାଷ୍ଟ୍ରର ଉଲ୍ଲାସନଗର ଥାନାରେ ଶିବସେନା ବିଧାୟକଙ୍କ ଉପରକୁ ଗୁଳି ମାଡ଼ କରିବା ମାମଲାରେ ବିଜେପି ବିଧାୟକ ଗଣପତ ଗାଏକ୍ୱାଡ ଏଭଳି କିଛି ସଫେଇ ରଖିଛନ୍ତି। ନିଜ ଆତ୍ମରକ୍ଷା ପାଇଁ…

ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବାକୁ ଓଓ୍ବୈସୀଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଘୋଷଣାକୁ ନେଇ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସି କଡ଼ା ସମାଲୋଚନା କରିଛନ୍ତି। ଶନିବାର (ଫେବ୍ରୁଆରି ୩)…

ଜିତନ ରାମଙ୍କୁ ମୁଖ୍ୟମନ୍ତ୍ରୀ ପଦ ଯାଚିଲା କଂଗ୍ରେସ

ପାଟନା: ବିହାରରେ ଏବେ ଏନଡିଏ ସରକାର ଗଠନ କରାଯାଇଛି, କିନ୍ତୁ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିହାର ରାଜନୀତିରେ ପୁଣି ଏକ ଡ୍ରାମା ଦେଖିବାକୁ ମିଳିପାରେ | ବାସ୍ତବରେ ‘ହମ୍’ ବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ସଂଯୋଜକ ଜିତନ୍ ରାମ ମାଂଝୀ ଦୁଇଟି ମନ୍ତ୍ରୀ ପଦବୀ…