Browsing Category

ଦେଶ

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ…

ବିହାରରେ ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’…

ବିହାରରେ ବଦଳି ସାରିଛି ମେଣ୍ଟ। କଂଗ୍ରେସକୁ ସମର୍ଥନ କରୁଥିବା ଜେଡିୟୁ ଏବେ ଏନ୍‌ଡିଏ ନୌକାରେ ବସିଛି। ପୁଣିଥରେ ୟୁ-ଟର୍ଣ୍ଣ ମାରି ସାରିଛନ୍ତି ନୀତୀଶ। ବିରୋଧୀଙ୍କୁ ଦେଇଛନ୍ତି ଧୋକା। ଏହାରି ଭିତରେ ଏବେ ବିହାରରେ ପହଞ୍ଚିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ…

ପୁଣି ପଲଟିବେ ନୀତୀଶ, ଯଦି ଏଭଳି ନଘଟେ ମୁଁ ରାଜନୀତି ଛାଡ଼ିଦେବି : ପ୍ରଶାନ୍ତ କିଶୋର

ବିହାରରେ ପୁଣି ଭାଙ୍ଗିଛି ମେଣ୍ଟ। ମହାମେଣ୍ଟକୁ ବାଏ ବାଏ କହି ପୁଣି ଥରେ ବିଜେପି କାନି ଧରିଛନ୍ତି ନୀତୀଶ କୁମାର। ଏନ୍‌ଡିଏ ସମର୍ଥନରେ ସେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଆସନ ଅକ୍ତିଆର କରିଛନ୍ତି। ତେବେ ବିହାରରେ ନୀତୀଶ କୁମାରଙ୍କ ଏହି ଦଳବଦଳ ରଜନୀତିକୁ ନେଇ…

ଏଣିକି ଖରାପ ବ୍ୟବହାର କଲେ ଶିକ୍ଷକଙ୍କ ସମ୍ପତ୍ତି ଉପରେ ଚଢ଼ାଯିବ ବୁଲଡୋଜର: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର କୋଚିଂ ସେଣ୍ଟର କୋଟରେ ପହଞ୍ଚି ଶିକ୍ଷାମନ୍ତ୍ରୀ ଆକସନ ମୋଡରେ ନଜର ଆସିଥିଲେ। ଏଣିକି ଶିକ୍ଷା ବିଭାଗ ପ୍ରତି ଯଦି କୌଣସି ଶିକ୍ଷକ ଆଞ୍ଚ ଆଣନ୍ତି ତେବେ ସେମାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚଲାଇବା ନେଇ ଶିକ୍ଷାମନ୍ତ୍ରୀ କଡ଼ା ଚେତାବନୀ…

ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ ଦିଗବିଜୟ

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭୋପାଳ କିମ୍ବା ରାଜଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ଗୁଜବକୁ ନେଇ ସଫେଇ ଦେଇଛନ୍ତି | ଦିଗବିଜୟ ସିଂ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି, ସେ କହିଛନ୍ତି ଯେ ସେ…

ନିଆଁରେ ଜଳି ପାଉଁଶ ହୋଇଗଲେ ପରିବାରର ୫ ସଦସ୍ୟ

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ଫରିଦପୁରସ୍ଥିତ ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଏବଂ ତିନି ସନ୍ତାନ ଅଛନ୍ତି । ଘଟଣା ସମ୍ପର୍କରେ ସୂଚନା…

ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ବିହାର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ଏବେ ସନ୍ଧ୍ୟାରେ ଶପଥ ନେଇଛନ୍ତି। ୯ମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ…

ଭାରତ ବିପକ୍ଷରେ ୨୮ ରନ୍‌ରେ ଇଂଲଣ୍ଡ ବିଜୟୀ

ହାଇଦ୍ରାବାଦ୍‌: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ୨୮ ରନ୍‌ରେ ବିଜୟ ହାସଲ କରିଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮),…

ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ ଫିନିସ୍ ହୋଇଯିବ: ତେଜସ୍ୱୀ

ବିହାରରେ ଆରମ୍ଭ ହୋଇଛି ବିଜେପି-ଜେଡିୟୁ ସରକାର। ମେଣ୍ଟ ସରକାରର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ନୀତୀଶଙ୍କ ଘର ବାହୁଡା ପରେ ବର୍ଷିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ମୁଁ ଲେଖିକି ଦଉଛି, 2024ରେ ଜେଡିୟୁ…

ନୀତୀଶ କୁମାରଙ୍କୁ ସମାଲୋଚନା କରି କହିଲେ ଲାଲୁଙ୍କ ଝିଅ

ନୂଆଦିଲ୍ଲୀ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍‌ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସମାଲୋଚନା କରି କହିଛନ୍ତି। ହିନ୍ଦୀ ଭାଷାରେ…