Browsing Category

ଦେଶ

ଲାକ୍ଷାଦ୍ୱୀପ ଗଲେ ମଣିପୁର କାହିଁକି ଗଲେନି? ମୋଦିଙ୍କୁ ପ୍ରଶ୍ନ କଲେ ଖଡ଼ଗେ…

ନୂଆଦିଲ୍ଲୀ : ପୁଣି ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ। ମଣିପୁର ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ୍‌ କରିଛନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପ…

ଧାର୍ଯ୍ୟ ସ୍ଥାନରେ ପହଞ୍ଚିଲା ଆଦିତ୍ୟ L1

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ମିଳିଲା ବିରାଟ ସଫଳତା। ଗନ୍ତବ୍ୟସ୍ଥଳରେ ପହଞ୍ଚିଲା ଭାରତର ସୂର୍ଯ୍ୟ ମିଶନ୍ ଆଦିତ୍ୟ ଏଲ୍‌-୧। ପୃଥିବୀଠୁ ୧୫ ଲକ୍ଷ କି.ମି. ଦୂର ଲଗରାଞ୍ଜିଆନ୍ ପଏଣ୍ଟ L1ରେ ଥିବା ହାଲୋ ଅର୍ବିଟରେ ପହଞ୍ଚିଛି। L1 ପଏଣ୍ଟ ଚାରିପଟେ ଏକ ହାଲୋ…

ମହିଳା କୁସ୍ତି ଯୋଦ୍ଧାଙ୍କୁ ଧମକାଇ ଚୁପ୍ ରହିବାକୁ କହୁଥିଲେ ବ୍ରିଜ ଭୂଷଣ: ଦିଲ୍ଲୀ ପୁଲିସ୍…

ନୂଆଦିଲ୍ଲୀ: କୁସ୍ତି ଯୋଦ୍ଧାଙ୍କ ସଂଘର୍ଷ ସଫଳ ହେଉଥିବା ଦେଖାଯାଉଛି। କାରଣ ବିଜେପି ବାହୁବଳି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଶକ୍ତ ହେଉଥିବା ଦେଖିବାକୁ ମିଳୁଛି। ଦିନେ ଯେଉଁ ପୁଲିସ ବ୍ରିଜ…

ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ପଶିଲା ଇଡି

ଏନସିପି ସୁପ୍ରିମୋ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ସମ୍ପର୍କୀୟଙ୍କ ଠିକଣାରେ ଆଜି ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ପାୱାରଙ୍କ ଅଣନାତି ତଥା ବିଧାୟକ ରୋହିତ ପାୱାରଙ୍କ ମାଲିକାନାରେ ଥିବା କମ୍ପାନୀରେ ଆଜି ଇଡି ଚଢ଼ଉ କରିଛି। ୨୫ ହଜାର କୋଟି ଟଙ୍କାର…

୨୦୦ ବର୍ଷ ପୁରୁଣା ଇଣ୍ଡିଆନ ମ୍ୟୁଜିୟମକୁ ବୋମା ଧମକ

ଦୀର୍ଘ ୨୦୦ ବର୍ଷ ପୁରୁଣା ତଥା କୋଲକାତାର ପ୍ରସିଦ୍ଧ ‘ଇଣ୍ଡିଆନ ମ୍ୟୁଜିୟମ’କୁ ବୋମା ଧମକ ମିଳିଛି। ଇ-ମେଲ ଯୋଗେ ଅଜଣା ଦୁର୍ବୃତ୍ତମାନେ ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କୁ ବୋମା ବିସ୍ଫୋରଣର ଧମକ ଦେଇଛନ୍ତି। ଧମକ ମିଳିବା ପରେ କୋଲକାତା ପୁଲିସ୍‌ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ…

ଗୁପ୍ତା ପରିବାରର ‘ନୋ ଫୋନ’ ଚୁକ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା

ଘର ଭିତରେ ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଗୁପ୍ତା ପରିବାର। ଘରର ମୁରବୀ ମଞ୍ଜୁ ଗୁପ୍ତା ପରିବାର ଲୋକଙ୍କ ସହ ନୋ ଫୋନ ଚୁକ୍ତି କରିଛନ୍ତି। ଫୋନରେ ସମସ୍ତେ ବ୍ୟସ୍ତ ରହୁଥିବାରୁ ପରିବାର ଲୋକଙ୍କ ସହ କେହି ବି ଠିକ…

କୋର୍ଟକୁ ଅନ୍ଧାରରେ ରଖ ନାହିଁ: ଦିଲ୍ଲୀ ସରକାରଙ୍କୁ ଏଭଳି ଚେତାବନୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ପର୍କିତ ‘ଫରିସ୍ତେ’ ଯୋଜନା ସମ୍ପର୍କରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ଯେ ଯଦି ଏହି ଆବେଦନ ମାଧ୍ୟମରେ କୋର୍ଟକୁ ବିଭ୍ରାନ୍ତ କର…

ରାଜ୍ୟସଭାକୁ ଯିବେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ…

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ରାଜ୍ୟସଭାକୁ ଯିବେ। ତାଙ୍କୁ ଦିଲ୍ଲୀର କ୍ଷମତାସୀନ ଆପ୍‌ ଏଥିପାଇଁ ମନୋନୀତ କରିଛି। ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀରୁ ମାଲିୱାଲ ଆପ୍‌ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ।…

ଆଜି ଆକ୍ରମଣ କରିଛନ୍ତି, କାଲି ହତ୍ୟା ବି କରିଦେଇପାରନ୍ତି: ଅଧୀର ରଞ୍ଜନ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଟିମ ଉପରେ ଆକ୍ରମଣ ନେଇ ତୃଣମୂଳ କଂଗ୍ରେସ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଜୋରଦାର ଆକ୍ରମଣ କରିଛନ୍ତି | ସିଟ୍ ସେୟାରିଂ ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା…

ଅମ୍ବାନିଙ୍କୁ ପଛରେ ପକାଇ ଆଦାନୀ ହେଲେ ଏସିଆର ଶ୍ରେଷ୍ଠ ଧନୀ

ବହୁ ବିବାଦ ଓ ଘାତ ପ୍ରତିଘାତ ମଧ୍ୟରେ ପୁଣି ଏସିଆର ଶ୍ରେଷ୍ଠ ଧନୀ ହେଲେ ଗୌତମ ଆଦାନୀ। ମୁକେଶ ଅମ୍ବାନିଙ୍କୁ ପଛରେ ପକାଇ ଏସିଆ ମହାଦେଶ ତଥା ଦେଶର ଧନୀ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି ଆଦାନୀ। ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଆଦାନୀଙ୍କ ନେଟୱର୍ଥ…