Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି
ନୂଆଦିଲ୍ଲୀ :ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ ସଂଖ୍ୟକ ସାଂସଦ ନିଲମ୍ବନ ହେବା ପ୍ରଥମ…
ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟିରେ ବିକ୍ରି ହେଲେ…
ନୂଆଦିଲ୍ଲୀ: ଆଇପିଏଲ ଇତିହାସରେ ନୂଆ ତଥା ଐତିହାସିକ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି।
ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ…
ଶାହରୁଖ ଖାଁଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍…
ନୂଆଦିଲ୍ଲୀ: ଶାହରୁଖ ଖାଁଙ୍କ ପତ୍ନୀ ଗୌରୀ ଖାଁ ଅଡ଼ୁଆରେ ପଡ଼ିଯାଇଛନ୍ତି । ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ପକ୍ଷରୁ ଏକ ନୋଟିସ୍ ପଠାଯାଇଛି। ଗୌରୀ ଖାଁ ହେଉଛନ୍ତି ରିଅଲ୍ ଇଷ୍ଟେଟ୍ କମ୍ପାନି ତୁଳସୀନୀ ଗ୍ରୁପ୍ ର ବ୍ରାଣ୍ଡ ଆମ୍ବାସାଡର। ୨୦୧୫ରେ…
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଆଡଭାନୀ ଓ ଯୋଶୀଙ୍କୁ ନିମନ୍ତ୍ରଣ କଲା ଭିଏଚ୍ପି…
ନୂଆଦିଲ୍ଲୀ: ବିଜେପି ଭେଟରାନ ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ରାମ ମନ୍ଦିର ପ୍ରତିଷ୍ଠ ଉତ୍ସବରେ ସାମିଲ ହେବାକୁ ଆଜି ନିମନ୍ତ୍ରଣ କରିଛି ବିଶ୍ୱ ହିନ୍ଦୁ ପରିଷଦ। ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଦଶକରେ ଆରମ୍ଭ ହୋଇଥିବା ଅଭିଯାନ ବେଳେ ପ୍ରମୁଖ…
ଲୋକଙ୍କ ହୃଦୟରେ ମୋଦୀ ଅଛନ୍ତି, ଉପାଡି ଫୋଫାଡ଼ିବା ସମ୍ଭବ ନୁହେଁ: ମନୋଜ ତିୱାରୀ
ନୂଆଦିଲ୍ଲୀ:ଲୋକଙ୍କ ହୃଦୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଛନ୍ତି, ତାଙ୍କୁ ଉପାଡି ଫୋଫାଡ଼ିବା ସମ୍ଭବ ନୁହେଁ | ବିଜେପି ସାଂସଦ ମନୋଜ ତିୱାରୀ ଆଜି ଏଭଳି କିଛି ବୟାନ ଦେଇ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି | ମୋଦୀଙ୍କୁ ଉପାଡି ଫୋଫାଡ଼ି ଦେବା…
ବିଚାରପତିଙ୍କ କାର ଛଡ଼ାଇ ନେବା ଅଭିଯୋଗରେ ଜେଲରେ ଥିବା ଦୁଇ ଛାତ୍ରଙ୍କୁ ଜାମିନ…
ଭୋପାଳ: ଜଣେ ବିଚାରପତିଙ୍କ କାର ଛଡ଼ାଇ ନେବା ଅଭିଯୋଗରେ ଜେଲରେ ଥିବା ଦୁଇ ଛାତ୍ରଙ୍କୁ ଜାମିନ ମିଳିଛି। ଡିସେମ୍ବର ୧୨ରୁ ଉଭୟ ଛାତ୍ର ଜେଲରେ ଥିଲେ। ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ଉଭୟ ଛାତ୍ର ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟର…
ବିଜେପିର ଚିନ୍ତନ ବୈଠକ ପରି ହୋଇଯାଇଛି ସଂସଦ : ଓଓ୍ବୈସି
ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟସଭାରୁ ୧୪୧ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯିବା ଘଟଣାକୁ ନେଇ ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓଓ୍ବୈସି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଛନ୍ତି। ସଂସଦ ବିଜେପିର…
ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଭାବେ ଚୟନ ହେଲେ ଶତବିର ସିଂ ରିୟାର
ମାଲକାନଗିରି,୧୮।୧୨ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ସିରିଜରେ ଭାଗ ନେଇଥିବା ବେଳେ ଏହି ସିରିଜରେ ମାଲକାନଗିରି ଜିଲ୍ଲାର ଶତବିର ସିଁ ରିୟାର ଭାରତୀୟ ଦଳର ମ୍ୟାନେଜର ଭାବେ ଦାଇତ୍ଵ ପାଇଥିବା ବେଳେ ଜିଲ୍ଲା ପାଇଁ ଏହା ଗର୍ବ ଆଣିଦେଇଛି । ତେବେ ଶ୍ରୀ ରିୟାରଙ୍କର ଭିଜା!-->!-->!-->…
ଫେରିଲା କରୋନା! ସବୁ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର…
ପୁଣି ଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ ଭାରତରୁ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର। ଇନଫ୍ଲୁଏଞ୍ଜା ଭଳି ରୋଗ ଉପରେ ନଜର…
ଶୀତ ଅଧିବେଶନରେ ଉଭୟ ଗୃହରୁ ୭୮ ସାଂସଦ ନିଲମ୍ବିତ…
ଲୋକସଭା ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ୪୫ ସାଂସଦ। ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା। ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ। କିଛି ସମୟ ପୂର୍ବରୁ…