Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ବାଇକ-କାର୍ ଧକ୍କାରେ ୫ ମୃତ
ଗୁଜରାଟ : ମୋରବିର ହଲବଦ ଅଞ୍ଚଳରେ ଚରାଡବା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ବାଇକରେ ଥିବା ଜଣେ ଘଟଣାରେ ଗୁରୁତର ରହିଛନ୍ତି ।
ଖବର ମୁତାବକ, ସଡ଼କ ଦୁର୍ଘଟଣାରେ କାରରେ ଥିବା ୭ ଜଣ ଲୋକ ରହିଥିଲେ । ସମସ୍ତେ ହଲବଦ ଗାଁର । ସମସ୍ତେ କୌଣସି!-->!-->!-->…
ପଶ୍ଚିମବଙ୍ଗରେ ଚାଲିବ ବୁଲେଟ୍ ଟ୍ରେନ୍ : ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ
କୋଲକାତା: ପଶ୍ଚିମବଙ୍ଗ ରେ ଚାଲିବ ବୁଲେଟ ଟ୍ରେନ୍। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଘୋଷଣା କରିବା ସମୟରେ ଏହି ଘୋଷଣା କରିଛନ୍ତି। ଭାରତର ଉତ୍ତର ପୂର୍ବର ଦ୍ବାର ପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ!-->…
ପିକ୍ଅପ୍-ଟ୍ରକ ମୁହାଁମୁହିଁ ଧକ୍କା, ୮ ମୃତ, ୧୫ ଗୁରୁତର
ପଞ୍ଜାବ : ପଞ୍ଜାବ ଫିରୋଜପୁର ଫାଜିଲ୍କା ରୋଡରେ ଟ୍ରକ ଏବଂ ପିକଅପ୍ ଧକ୍କା ହେବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ତେଣୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ!-->…
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ
ନୂଆଦିଲ୍ଲୀ:ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ। ଦିଲ୍ଲୀର ଯନ୍ତରମନ୍ତରରୁ ଶୁଭିଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି। ଯନ୍ତରମନ୍ତରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛି କକ୍ରୋଚ ଜନତା ପାର୍ଟି। ପୋଲିସର ହାଇ-ଆଲର୍ଟ!-->…
କୁଏତ ଉପରେ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣ
ନୂଆଦିଲ୍ଲୀ: ଗଲ୍ଫ ଅଞ୍ଚଳରେ ଦିନକୁ ଦିନ ବଢ଼ୁଛି ଉତ୍ତେଜନା । ଆଜି ଭୋରରୁ କୁଏତବାସୀ ଆଖି ଖୋଲିବା ପୂର୍ବରୁ ପୁଣି ବଡ଼ ବିପଦର ସାମ୍ନା କରିଛନ୍ତି । କୁଏତ ଆକାଶରେ ଇରାନର ଶକ୍ତିଶାଳୀ ମିସାଇଲ୍ ଏବଂ ଡ୍ରୋନ୍ ବାହିନୀ ପୁଣି ଥରେ ଆକ୍ରମଣ କରିଛି । ଏହା ପରେ ଦେଶରେ ସାଇରନ୍ ବାଜି ଉଠିଥିଲା!-->…
‘କମ୍ ଯୋଗ୍ୟତା ଚାକିରି ପାଇଁ ଅଯୋଗ୍ୟ ଘୋଷିତ ହେବେ ଉଚ୍ଚ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀ’
ନୂଆଦିଲ୍ଲୀ : ଅଧିକ ଶିକ୍ଷିତ ପ୍ରାର୍ଥୀଙ୍କୁ କମ୍ ଯୋଗ୍ୟତାର ଚାକିରି ନିମନ୍ତେ ଅଯୋଗ୍ୟ ଘୋଷଣା କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ବେଳେବେଳେ ଅଧିକ ଶିକ୍ଷିତ ହେବା କୌଣସି ଏକ ନିର୍ଦିଷ୍ଟ ଚାକିରି ପାଇଁ ଅଯୋଗ୍ୟତା ପାଲଟି ଯାଇଥାଏ। ଦେଶରେ ବେକାରଙ୍କ ସଂଖ୍ୟା!-->…
ଖୁବଶୀଘ୍ର ଦେଶରେ ଚାଲିବ ପଲିମର ନୋଟ୍, ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ : ଦେଶରେ ଖୁବଶୀଘ୍ର ଚାଲିବ ପଲିମର ନୋଟ୍ । ପାଇଲଟ୍ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୋଟ୍ ଛପା ଖର୍ଚ୍ଚ କମାଇବାକୁ ଆରବିଆଇର ବଡ଼ ପ୍ଲାନ୍ । ପ୍ରଥମେ ଆସିବ ୧୦ ଓ ୨୦ ଟଙ୍କିଆ ନୋଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ RBI ଦେଶରେ ପଲିମର ନୋଟ୍ ପ୍ରଚଳନ ପାଇଁ ଏକ!-->…
୬ଟି ଇଣ୍ଟରନ୍ୟାସନାଲ ରୁଟ୍ସରେ ଉଡ଼ାଣ ବନ୍ଦ କରିବ ଇଣ୍ଡିଗୋ ଏୟାରଲାଇନ୍ସ
ନୂଆଦିଲ୍ଲୀ : ଅର୍ନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କୁ ବଡ଼ ଝଟକା । ଇଣ୍ଡିଗୋ ଏୟାରଲାଇନ୍ସ ହଂକଂ, ସଙ୍ଘାଇ, ହୋ ଚି ମିନ୍ହ ସିଟି ସମତେ ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଯାତ୍ରା କମ୍ ହେବା, ଇନ୍ଧନ ଦାମ୍ ବୃଦ୍ଧି ଏବଂ ବୈଷୟିକ!-->…
ଅଫିସ ଭିତରେ ପୂର୍ବତନ ପ୍ରେମିକାଙ୍କୁ ଛୁରୀ ଭୁଷି ହତ୍ୟା ପରେ ଆତ୍ମହତ୍ୟା ଉଦ୍ୟମ
ମୋହାଲି : ପଞ୍ଜାବ ମୋହାଲିରେ ଲୋମଟାଙ୍କୁରା ଘଟଣା । ମୋହାଲି ଫେଜ-୧୧ ସ୍ଥିତ ଏକ ପ୍ରାଇଭେଟ ଅଫିସରେ କାମ କରୁଥିବା ୩୦ ବର୍ଷୀୟା ଯୁବତୀଙ୍କୁ ପୂର୍ବତନ ପ୍ରେମିକ ଛୁରାମାଡ଼ କରି ହତ୍ୟା କରିଛି । ଏହି କାଣ୍ଡ ଭିଆଇବା ପରେ ନିଜେ ଜୀବନ ହରିବାକୁ ଚେଷ୍ଟା କରିଛନ୍ତି । ଘଟଣା ପରେ!-->…
ବିଜେପିରୁ ଇସ୍ତଫା ଦେଲେ କେ ଅନ୍ନାମଲାଇ
ତାମିଲନାଡୁ : ତାମିଲନାଡୁ ବିଜେପିର ଟାଣୁଆ ନେତା ତଥା ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ କେ ଅନ୍ନାମଲାଇ ବିଜେପିର ପ୍ରାଥମିକତା ସଦ୍ୟସତା ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସ୍ବୀକାର କରିଛନ୍ତି । ଜୁନ ୨ ତାରିଖରେ ତାଙ୍କ ଇସ୍ତଫାକୁ!-->…