Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ; ଚାଲିଗଲା ୧୦ ଜୀବନ
ପାଟନା : ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟି ଚାଲିଗଲା ୧୦ ଜଣଙ୍କ ଜୀବନ। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ବିହାରର ମୁଜାଫରପୁର ଜିଲ୍ଲାର ପ୍ରସାଦ ହସ୍ପିଟାଲର ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା। ସକାଳ ୯:୩୦ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ!-->…
ରୁଷ୍ ଉପରେ ୟୁକ୍ରେନର ଡ୍ରୋନ୍ ଆଟାକ୍, ୭ ମୃତ
କିବ୍ : ୟୁକ୍ରେନ୍ରେ ରୁଷ୍ ନିୟନ୍ତ୍ରଣରେ ଥିବା ଡୋନେସ୍କ ଅଞ୍ଚଳରେ ଆଜି ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ୧୧ ଜଣ ଆହତ ହୋଇଛନ୍ତି। ଡୋନେସ୍କରେ ଆଜି ଏକ ବସ୍ ଉପରେ ଡ୍ରୋନ୍ ମାଡ଼ ହୋଇଥିଲା। ଏହି ବସ୍ଟି ମସ୍କୋ ଏବଂ କ୍ରିମିଆର ସିମଫରୋପୋଲ୍ ମଧ୍ୟରେ!-->…
ନାବାଳିକାକୁ ଗଣଦୁଷ୍କର୍ମ: ୫ ଗିରଫ
ଗୁଆହାଟୀ: ଆସାମର ବିଶ୍ୱନାଥ ଜିଲ୍ଲାର ଜଣେ ୧୫ ବର୍ଷୀୟା ନାବାଳିକାକୁ ଚଳନ୍ତା ଗାଡ଼ିରେ ଅନେକ ମାସ ଧରି ବାରମ୍ବାର ଗଣଦୁଷ୍କର୍ମ କରିବା ଅଭିଯୋଗରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅପରାଧରେ ବ୍ୟବହୃତ ଗାଡି ଜବତ କରାଯାଇଛି ବୋଲି ପୁଲିସ ନିଶ୍ଚିତ କରିଛି।
ଅତିରିକ୍ତ!-->!-->!-->…
ବହିଷ୍କୃତ ଟିଏମସି ବିଧାୟକ ହେଲେ ବିରୋଧୀ ଦଳ ନେତା, ମମତାଙ୍କୁ ଶକ୍ତ ଧକ୍କା
କଲକାତା: ମମତା ବାନାର୍ଜୀଙ୍କୁ ଶକ୍ତ ଧକ୍କା। ଟିଏମସିରେ ବଡ଼ ଫାଟ। ଦଳରେ ମମତାଙ୍କ ବିରୁଦ୍ଧରେ ଅସନ୍ତୋଷ। ଟିଏମସିର ବିଦ୍ରୋହୀ ନେତା ରିତବ୍ରତ ବାନାର୍ଜୀ ହେଲେ ବିରୋଧୀ ଦଳ ନେତା। ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହା ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି!-->…
ଦିଲ୍ଲୀ ରେସ୍ତୋରାଁ ଅଗ୍ନିକାଣ୍ଡ ; ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଘଟିଥିବା ରେସ୍ତୋରାଁ ଅଗ୍ନିକାଣ୍ଡ ଅଘଟଣରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।!-->…
କର୍ଣ୍ଣାଟକରେ ଆଜିଠାରୁ ଡିକେ ଶିବକୁମାର ସରକାର
ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏବଂ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ଶପଥ ଗ୍ରହଣ କରିଛନ୍ତି। ଲୋକଭବନରେ ଶପଥ ପାଠ କରାଇଲେ ରାଜ୍ୟପାଳ। ଜି ପରମେଶ୍ୱର!-->…
ଛଅଟି ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମୋହର
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଦେଶର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଆର୍ଥିକ ଝଟକାରୁ ରକ୍ଷା କରିବା ପାଇଁ ମୋଟ ୩୯,୨୯୦ କୋଟି ଟଙ୍କାର ଛଅଟି ପ୍ରମୁଖ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବୁଧବାର ଅନୁମୋଦନ କରିଛନ୍ତି।
ଏହି ନିଷ୍ପତ୍ତିଗୁଡ଼ିକ ଦେଶର ବିମାନ!-->!-->!-->…
ଗଲ୍ଫରେ ତେଜିଲା ଯୁଦ୍ଧ ପରିସ୍ଥିତି, କୁଏତ ଉପରେ ଇରାନର ଭୀଷଣ ଆକ୍ରମଣ
କୁଏତ: ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ସଂଘର୍ଷ ଆଜି ପୁଣି ଭୀଷଣ ରୂପ ନେଇଛି| ଇରାନ ପକ୍ଷରୁ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଟାର୍ଗେଟ କରି କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଅତର୍କିତ!-->…
ରେସ୍ତୋରାଁରେ ଭୟଙ୍କର ଅଗ୍ନିକାଣ୍ଡ : ୨୧ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ହଠାତ୍ ଲାଗିଲା ନିଆଁ। ସବୁକିଛି ପୋଡି ପାଉଁଶ ହୋଇଗଲା। ବୁଧବାର ରାଜଧାନୀ ଦିଲ୍ଲୀର ମାଲବ୍ୟ ନଗରର ହୌଜ ରାଣୀରେ ଏକ ରେସ୍ତୋରାଁରେ ହୋଇଥିବା ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଏଯାଏଁ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଆହତ ହୋଇଛନ୍ତି। ସର୍ଟ!-->…
ସିବିଏସଇ ରି-ଇଭାଲ୍ୟୁସନ ପୋର୍ଟାଲରେ ସାଇବର ଆଟାକ୍
ନୂଆଦିଲ୍ଲୀ : ସିବିଏସଇ ପୁନଃ ମୂଲ୍ୟାୟନ ପୋର୍ଟାଲରେ ସାଇବର ଆଟାକ୍ । ବୋର୍ଡ ତରଫରୁ ମଙ୍ଗଳବାର ଏକ ବୟାନ ଜାରି କରାଯାଇଛି କି, ପୋର୍ଟାଲରେ ମନ୍ଦ ଉଦ୍ଦେଶ୍ୟରେ ଲୋକମାନେ ସାଇବର ଆଟାକ୍ କରି ସର୍ଭିସରେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ଆମ ସିଷ୍ଟମ ପୂର୍ବରୁ ଏଭଳି ଆଟାକରୁ!-->…