Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ: ପାକିସ୍ତାନରେ ତେଲ ଦର ଆକାଶଛୁଆଁ
ଇସଲାମାବାଦ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୫୫ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଜଣ କେନ୍ଦ୍ରୀୟ ମନ୍ତ୍ରୀ ଏହି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି। ବର୍ଦ୍ଧିତ ମୂଲ୍ୟ ମାର୍ଚ୍ଚ ୭ତାରିଖ!-->…
ଜଳିଗଲା ରଙ୍ଗ ତିଆରି କାରଖାନା, ୫ ମହିଳା ମୃତ, ଅନେକ ଗୁରୁତର
ହରିୟାଣା : ହରିୟାଣାର ଜିନ୍ଦରେ ହୋଲି ରଙ୍ଗ ଏବଂ ଅବିର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୫ ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ!-->…
ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବନି ଇରାନ: ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ
ନୂଆଦିଲ୍ଲୀ : ପଡ଼ୋଶୀ ଦେଶକୁ କ୍ଷମା ମାଗିଲା ଇରାନ । ଯୁଦ୍ଧ ପାଇଁ କରିଥିବା ଆକ୍ରମଣ ଶନିବାର ପଡ଼ୋଶୀ ଗଲ୍ଫ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶ୍କିଆନ । ଆମେରିକା ଇସ୍ରାଏଲ୍ ସହ ଯୁଦ୍ଧ ବଢ଼ୁଥିଲେ ବି ଇରାନର ଅନ୍ୟ କେଉଁ ଦେଶ ଉପରେ ଆକ୍ରମଣ କରିବାର କୌଣସି!-->…
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରୁ ବାହାରିଲା ଧୂଆଁ: କଲା ଜରୁରୀ ଅବତରଣ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟାଙ୍କ ହେଲିକପ୍ଟରର ଜରୁରୀ ଅବତରଣ । ଲକ୍ଷ୍ନୌ ଏୟାରପୋର୍ଟରେ ହେଲିକପ୍ଟର ଜରୁରୀ ଅବତରଣ କରିଛି । କୌଶାମ୍ବୀ ଯାଉଥିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିତ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିଥିଲା । ହେଲିକପ୍ଟର କ୍ୟାବିନ!-->…
ଯୁଦ୍ଧ ପାଇଁ ଆକାଶ ଛୁଆଁ ଅଶୋଧିତ ତେଲ ଦର
ନୂଆଦିଲ୍ଲୀ : ତେଲ ଦରରେ ନିଆଁ । ୯୦ ଡଲାର ପାର୍ କଲା ଅଶୋଧିତ ତେଲ । ବଢ଼ିପାରେ ପେଟ୍ରୋଲ-ଡିଜେଲ ଦାମ୍ । ଇରାନ ସହ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଆକାଶଛୁଆଁ । ବ୍ରେଣ୍ଟ କ୍ରୁଡ୍ ର ମୂଲ୍ୟ ବ୍ୟାରେଲ ପିଛା ୯୦ ଡଲାର ଟପିଛି, ଯାହା ଗତ ଦୁଇ ବର୍ଷ ମଧ୍ୟରେ!-->…
ଛତ୍ରପତି ହତ୍ୟା ମାମଲା: ଦୋଷମୁକ୍ତ ହେଲେ ଗୁରମିତ ରାମ ରହିମ
ନୂଆଦିଲ୍ଲୀ : ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ବୀକାର କରି ଦୋଷମୁକ୍ତ କରିଛନ୍ତି ।!-->…
ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ: ଟ୍ରମ୍ପ
ନୂଆଦିଲ୍ଲୀ : ଇରାନକୁ ଟ୍ରମ୍ପଙ୍କ ଚରମ ବାଣୀ! । ସର୍ତ୍ତହୀନ ଆତ୍ମସମର୍ପଣ କର, ନହେଲେ ବୁଝାମଣା ନାହିଁ । ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି । ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ “ସର୍ତ୍ତହୀନ!-->…
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ
ନୂଆଦିଲ୍ଲୀ : ଭାରତରେ ଇରାନର ଯୁଦ୍ଧ ଜାହାଜ। ଶ୍ରୀଲଙ୍କା ନିକଟରେ ‘IRIS Dena’ ଜାହାଜ ଦୁର୍ଘଟଣାର କିଛି ଦିନ ପୂର୍ବରୁ, ଇରାନ ଭାରତକୁ ଏକ ଜରୁରୀ ସାହାଯ୍ୟ ମାଗିଥିଲା । ଇରାନର ଅନ୍ୟ ଏକ ଯୁଦ୍ଧ ଜାହାଜ ‘IRIS Lavan’ ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ, ଏହାକୁ ଭାରତରେ ରଖିବା ପାଇଁ!-->…
ଆଗାମୀ ୪ ସପ୍ତାହ ପର୍ଯ୍ୟନ୍ତ ଟିଭି ଚ୍ୟାନେଲର TRP ରେଟିଂ ବନ୍ଦ
ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ଟିଭି ଚ୍ୟାନେଲ୍ ର TRP ବନ୍ଦ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ । ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ କିଛି ନ୍ୟୁଜ୍ ଚ୍ୟାନେଲ୍ ଅତ୍ୟଧିକ ଭୟଭୀତ କରିବା ଭଳି ଏବଂ ଅଯଥା ଗୁଜବ ଖବର ପ୍ରସାରଣ କରୁଥିବା ସରକାର ଲକ୍ଷ୍ୟ କରିଛନ୍ତି!-->…
ପାଣିପାଗ ବିଭାଗ କେନ୍ଦ୍ରକୁ ବୋମା ଧମକ
ତେଲଙ୍ଗାନା : ହାଇଦ୍ରାବାଦ ବେଗମପେଟ ସ୍ଥିତ ପାଣିପାଗ ବିଭାଗ କେନ୍ଦ୍ରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ସକାଳ ୯ଟା ବେଳେ ଧମକପୂର୍ଣ୍ଣ ଇମେଲ ଆସିଛି । ଏଥିରେ କୁହାଯାଇଛି କି, କାର୍ଯ୍ୟାଳୟ ପରିସରରେ ୧୪ଟି ବୋମା ଲଗାଯାଇଛି । ଯାହା କେତେ ବେଳେ ମଧ୍ୟ ବିସ୍ଫୋରଣ ହୋଇପାରେ । ଏହି!-->…