Browsing Category

ଦେଶ

ମୋଦୀ ଓ ଶାହା ଆମ ସ୍କୁଲରେ ପଢ଼ିଛନ୍ତି, ଏଭଳି କାହିଁକି କହିଲେ ଖଡ଼ଗେ

ରାୟପୁର: ଆଜି ଛତିଶଗଡରେ ଏକ ସାଧାରଣ ସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଡା ଭାଷାରେ ଟାର୍ଗେଟ କରିଛନ୍ତି | ମଲ୍ଲିକାର୍ଜୁନ କହିଛନ୍ତି ଯେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଉତ୍ତର ଦେଇନାହାଁନ୍ତି। ଏହା ବଦଳରେ ସେ ନେହେରୁ ଜୀ…

ବିଜେପିରେ ଯୋଗଦେବାକୁ ମନାଉଛନ୍ତି ଶୁଭେଚ୍ଛୁ: ଶରଦ ପାୱାର

ମୁମ୍ବାଇ :  ବିଜେପିରେ ଯୋଗଦେବାକୁ ଚେଷ୍ଟା କରାଯାଉଛି। କିଛି ଶୁଭେଚ୍ଛୁ ଏଥିପାଇଁ ମୋତେ ମନାଇବାକୁ ଚେଷ୍ଟା କରୁଥିବା କହିଲେ ଏନସିପି ମୁଖ୍ୟ ଶରଦ ପାୱାର୍। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ସାଙ୍ଗୋଲାଠାରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆଜି ଏପରି କହିଛନ୍ତି…

୪ ପାରିତ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି, ୨ଟିକୁ ନେଇ ରହିଛି ବିବାଦ

ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହୋଇଛି।ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍‌, ଜନ୍ମ ଓ ମୃତ୍ୟୁ…

ପ୍ରିୟଙ୍କା ଗାନ୍ଧିଙ୍କ ‘୫୦% କମିସିନ’ ଦାବିକୁ ବିଜେପିର ବିରୋଧ, କାର୍ଯ୍ୟାନୁଷ୍ଠାନ ଧମକ

ଭୋପାଳ : ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ୫୦% କମିସିନରେ ଲିପ୍ତ ଥିବା ପ୍ରିୟଙ୍କା କହିବା ପରେ ଚିହିଁକି ଉଠିଛି ବିଜେପି। ଏଥିସହ ପ୍ରିୟଙ୍କାଙ୍କ ବିରୋଧରେ ଆଇନଗତ…

ଅତିକ ଅହମଦ ହତ୍ୟା ଘଟଣା: କେହି ଜଣେ ସାମିଲ ଥିବା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବିନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍‌ ହେପାଜତରେ ହତ୍ୟା କରାଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି। ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜର ଗୋଟିଏ ହସ୍ପିଟାଲ ପରିସରରେ ୩ ଜଣ ଯୁବକ…

ଅନଓ୍ବର-ଉଲ୍-ହକ୍ କକର୍ ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ସେଠାକାର ରାଜନୈତିକ ବାତାବରଣ ଗରମ ହୋଇଛି। ଅନ୍ୟପକ୍ଷରେ ନ୍ୟାସନାଲ ଆସେମ୍ବ୍ଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜ୍ କହିଛନ୍ତି ଯେ ଅନୱର-ଉଲ-ହକ୍ କକର୍ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ…

ଭାରତରେ ଦର ଆକାଶଛୁଆଁ, କିନ୍ତୁ ନେପାଳରେ ଚାଷୀ ରାସ୍ତାରେ ଫିଙ୍ଗୁଛନ୍ତି ଟମାଟୋ

ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି । ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ ଟମାଟୋ ଯୋଗାଇବାକୁ ପ୍ରସ୍ତାବ ଦେଇଛି ।ନେପାଳ ପକ୍ଷରୁ କୁହାଯାଇଛି…

ଏଫେଲ୍ ଟାଓ୍ବାରକୁ ଉଡ଼ାଇଦେବାକୁ ଧମକ ! ପର୍ଯ୍ୟଟକଙ୍କୁ ଖାଲି କରାଗଲା

ପ୍ୟାରିସ୍: ପ୍ୟାରିସସ୍ଥିତ ପ୍ରସିଦ୍ଧ ଏଫେଲ ଟାଓ୍ବାରକୁ ବୋମା ମାରି ଉଡ଼ାଇଦେବାକୁ ଧମକ ମିଳିବା ପରେ ସେଠାରେ ଆତଙ୍କ ଖେଳିଯାଇଛି । ଏହି ଖବର ମିଳିବା ପରେ ପୁଲିସ ପକ୍ଷରୁ ସେଠାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି କରାଯାଇଥିଲା । ଟାଓ୍ବାରର ୩ଟି ମହଲାରେ ଥିବା ପର୍ଯ୍ୟଟକମାନଙ୍କୁ ଖାଲି…

ଓଡ଼ିଶାର ପିଏମ୍ କିସାନ୍ ହିତାଧିକାରୀ, ନରେଗା ଶ୍ରମିକ ଓ ଜୈବିକ ଚାଷୀଙ୍କୁ ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ହେଉଛି । ତେଣୁ ଏଥରର ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଦେଶର କୋଣଅନୁକୋଣରୁ ପ୍ରାୟ ୧୮୦୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ…

ମେଇତେଇ ଓ କୁକିଙ୍କ ରକ୍ତସଂଘର୍ଷରେ ଫସିଛନ୍ତି ଲକ୍ଷାଧିକ ମୁସଲିମ୍, ବିପନ୍ନ ହୋଇଛି ଜୀବନଜୀବିକା

କ୍ବାକତା (ମଣିପୁର): ମଣିପୁରରେ ଜାତିଗତ ହିଂସାକୁ ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି। ଧୀରେ ଧୀରେ ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ଏବଂ ଗତ କିଛି ଦିନ ହେବ କୌଣସି ବଡ ଧରଣର ଘଟଣା ସାମ୍ନାକୁ ଆସିନାହିଁ। କିନ୍ତୁ ସଙ୍ଘର୍ଷର କେନ୍ଦ୍ରସ୍ଥଳ ପାଲଟିଥିବା କୁକିବହୁଳ…