Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ରାହୁଲ ଗାନ୍ଧି ଓ ଖଡଗେଙ୍କୁ କେଜ୍ରିୱାଲଙ୍କ ଧନ୍ୟବାଦ ଚିଠି
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଧନ୍ୟବାଦ ପତ୍ର ପଠାଇଛନ୍ତି। ସେମାନେ କେନ୍ଦ୍ରର ଦିଲ୍ଲୀ ସର୍ଭିସ ବିଲ୍ ବିରୋଧରେ ଭୋଟ କରିଥିବାରୁ କେଜ୍ରିୱାଲ ସେମାନଙ୍କୁ ଚିଠି ଲେଖି ଧନ୍ୟବାଦ!-->…
ଗିରିଧର ଗମାଙ୍ଗଙ୍କ କଥା ଉଠାଇଲେ ଅମିତ ଶାହ
ନୂଆଦିଲ୍ଲୀ : ମୋଦି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ମତ ରଖିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି। ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଗାଦିଚ୍ୟୁତ!-->…
ହିନ୍ଦୁସ୍ଥାନକୁ ମଣିପୁରରେ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ବହୁ ବାଦ-ବିବାଦ ପରେ ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଛନ୍ତି ରାହୁଲ। ସେ କହିଛନ୍ତି, "ମୁଁ ସମୁଦ୍ର ତଟରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା!-->…
ପୀୟୂଷ ଗୋଏଲଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ
ନୂଆଦିଲ୍ଲୀ : ରାଜ୍ୟସଭାର ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। ସେ ବିରୋଧୀଙ୍କ ପ୍ରତି ବିଶ୍ୱାତଘାତକା ବା ଧୋକାବାଜ ବା ବେଇମାନ ଶବ୍ଦ ପ୍ରୟୋଗ କରିଥିବାରୁ ତାଙ୍କ ବିରୋଧରେ ଏପରି ପଦକ୍ଷେପ!-->…
ଗୁଜରାଟରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା
ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରାକୁ ନେଇ ଉତ୍ସାହିତ ହୋଇପଡ଼ିଥିବା କଂଗ୍ରେସ ଏବେ ନୂଆ ଯୋଜନା କରିଛି। କଂଗ୍ରେସ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରାଯିବ। ରାହୁଲ ଗାନ୍ଧିଙ୍କ ପ୍ରଥମ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା କନ୍ୟାକୁମାରୀରୁ!-->…
ନାରୀ ଅସଦାଚରଣ କଲେ ମିଳିବନି ସରକାରୀ ଚାକିରି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ଘୋଷଣା
ଜୟପୁର : ରାଜସ୍ଥାନରେ ନାରୀମାନଙ୍କୁ ଅସଦାଚରଣ କରୁଥିବା ଅପରାଧୀମାନଙ୍କୁ ଆଉ ସରକାରୀ ଚାକିରି ମିଳିବ ନାହିଁ। ଯେଉଁମାନେ ଏପରି କରୁଛନ୍ତି ସେମାନଙ୍କର ଚରିତ୍ର ପ୍ରମାଣପତ୍ରରେ ଲେଖାଯିବ ଯେ ସେମାନେ ଅସଦାଚରଣରେ ସମ୍ପୃକ୍ତ ଅଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କରି ଏହି!-->…
ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସ ବିରୋଧରେ ମାମଲା ରୁଜୁ କଲା ମଣିପୁର ପୁଲିସ
ଗୁଆହାଟି: ହିଂସା ପ୍ରଭାବିତ ମଣିପୁରର ଏକ ଜିଲ୍ଲାରୁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଆସାମ ରାଇଫଲ୍ସ ପ୍ରତ୍ୟାହାର ହେବାର କିଛି ଘଣ୍ଟା ପରେ ଏହି ଫୋର୍ସର ଯବାନଙ୍କ ବିରୋଧରେ ସ୍ଥାନୀୟ ପୁଲିସ ମାମଲା ରୁଜୁ ହୋଇଛି। ଗତ ଶନିବାର ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ହତ୍ୟା କରିବା ପଛରେ ଥିବା!-->…
ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ -ପିନାକୀ ମିଶ୍ର
ନୂଆଦିଲ୍ଲୀ:ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ପ୍ରସ୍ତାବକୁ ଜୋରଦାର ବିରୋଧ କରିଛି ବିଜେଡି । ଅନାସ୍ଥା ପ୍ରସ୍ତାବ ବିତର୍କରେ ମତ ରଖି ବିଜେଡି ସାଂସଦ ପିନାକୀ ମିଶ୍ର ‘କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି । ତେଣୁ କଂଗ୍ରେସ ପାର୍ଟି ଆଣିଥିବା!-->…
ଡାକ୍ତରଖାନାରେ ମୃତ ଘୋଷିତ ବିଜେପି ନେତା ଅନ୍ତିମ ସଂସ୍କାର ପୂର୍ବରୁ ଜିଇ ଉଠିଲେ
ଆଗ୍ରା/ ନୂଆଦିଲ୍ଲୀ: ବିଜେପି ନେତା ମହେଶ ବାଘେଲ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ରହିବା ସହ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ ଜୀବନ- ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇ କାର୍ଯ୍ୟ କରିବା ବନ୍ଦ କରିଦେବା!-->…
ଟମାଟୋ କ୍ଷେତରେ ସିସିଟିଭି କ୍ୟାମେରା
ମୁମ୍ବାଇ : ଟମାଟୋ ଦର ଦେଶରେ ଏବେ ଆକାଶଛୁଆଁ ହୋଇଯାଇଛି । ଏହାଫଳରେ ଚାଷୀମାନେ ମାଲାମାଲ ହୋଇଯାଉଛନ୍ତି । ତେବେ ଚୋରମାନେ ବି ପରିସ୍ଥିତିରେ ଫାଇଦା ନେଇ ଚାଷୀଙ୍କ ଟମାଟୋ ଫସଲ ଚୋରି କରିନେଉଛନ୍ତି । ଏହାଦ୍ବାରା ଚାଷୀମାନେ କ୍ଷତି ସହୁଛନ୍ତି । ଏହାର ଏକ ସମାଧାନ ବାହାର କରିଛନ୍ତି ମହାରାଷ୍ଟ୍ର!-->…