Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
୫୦୮ ରେଳ ଷ୍ଟେସନର ହେବ ପୁନର୍ବିକାଶ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ରେଳ ଯାତ୍ରାକୁ ନିରାପଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ। ଦେଶର 508 ରେଳ ଷ୍ଟେସନର ହେବ ପୁନର୍ବିକାଶ। ଏଥିପାଇଁ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅମୃତ ଭାରତ ଯୋଜନା ଅଧୀନରେ ଏହି ବିକାଶମୂଳକ!-->…
ଜ୍ୟୋତି ମୌର୍ଯ୍ୟଙ୍କ ମାମଲାରେ ନୂଆ ମୋଡ଼: ୩୨ ପୃଷ୍ଠାର ଡାଏରିରେ ୩୩ କୋଟି ଟଙ୍କା ନେଣଦେଣ ସୂଚନା
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ବିରୋଧରେ ତାଙ୍କ ସଫେଇକର୍ମୀ ସ୍ବାମୀ ଆଲୋକ ଆଣିଥିବା ଅଭିଯୋଗକୁ ନେଇ ତଦନ୍ତ ଜୋର୍ ଧରିଛି। ତାଙ୍କ ବିରୋଧରେ ବେଆଇନ୍ ନେଣଦେଣ ଅଭିଯୋଗ ରହିଥିବା ବେଳେ ସେ ପ୍ରୟାଗରାଜ୍ ଯାଞ୍ଚ୍ କମିଟି ଆଲୋକ ଓ ଜ୍ୟୋତି ମୌର୍ଯ୍ୟଙ୍କ ବୟାନ!-->…
ଜହ୍ନର ଆହୁରି ନିକଟତର ହେବ ଚନ୍ଦ୍ରଯାନ: ଆଜି ଛୁଇଁବ କକ୍ଷପଥ
ନୂଆଦିଲ୍ଲୀ : ମୁନ୍ ମିଶନରେ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ । ଜହ୍ନ ରାଇଜର ଆହୁରି ନିକଟତର ହେବ ଚନ୍ଦ୍ରଯାନ । ଆଜି ଚନ୍ଦ୍ର କକ୍ଷପଥରେ ପହଞ୍ଚିବ ଚନ୍ଦ୍ରଯାନ-୩ । ସଂଧ୍ୟା ୭ଟା ବେଳକୁ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ତାର ଦୁଇ ତୃତୀୟାଂଶ ଦୂରତା!-->…
ସାହାରା ଜମାକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଶୁକ୍ରବାର ନୂଆଦିଲ୍ଲୀରେ ସିଆରସିଏସ – ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍ ସୋସାଇଟିର ପ୍ରକୃତ ଜମାକାରୀଙ୍କୁ ଅର୍ଥ ହସ୍ତାନ୍ତର ଆରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସମବାୟ ରାଷ୍ଟ୍ର!-->…
ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର: ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ
ନୁହ: ନୁହରେ ହିଂସା ପରେ ପୁଣି ଗର୍ଜିଲା ବୁଲଡୋଜର । ହଟାଗଲା ଜବରଦଖଲ, ଭଙ୍ଗାଗଲା ଦୋକାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପୁଣି ବୁଲୁଛି ଜବରଦଖଲ ଇଲକାରେ ବୁଲଡୋଜର । ଶନିବାର ଏଠାରେ ଏସଏଚକେଏମ ସରକାର ମେଡିକାଲ କେଲଜ ନିକଟରେ ଥିବା ବେଆଇନ ଦୋକାନକୁ ଭାଙ୍ଗୁଛି । ଏଥିସହିତ ଜବରଦଖଲ!-->…
ଜାମ୍ମୁକାଶ୍ମୀରରେ ଭୁକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୫.୨
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଆଜି ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୮.୩୬ ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ମ୍ୟାଗ୍ନିଚ୍ୟୁଡ୍ ରେକର୍ଡ ହୋଇଛି । ଭୂକମ୍ପ ଭୂପୃଷ୍ଠରୁ ୧୨୯ କିମି ତଳେ ତଥା ଗୁଲମାର୍ଗରୁ ୧୮୪ କିମି ଦୂରରେ ଅନୁଭୂତ ହୋଇଥିଲା ।
!-->!-->!-->…
କୋଟାରେ ପୁଣି ଜୀବନ ହାରିଲେ ଛାତ୍ର; ଏ ବର୍ଷ ଗଲାଣି ୧୮ ଜୀବନ
ରାଜସ୍ଥାନ: କୋଟାରୁ ପୁଣି ଆସିଛି ଏକ ଛାତିଥରେ ଘଟଣା। ମେଡିକାଲ ପାଇଁ କୋଚିଂ ନେଉଥିବା ଉତ୍ତରପ୍ରଦେଶର ଜଣେ ଛାତ୍ର ଝୁଲି ପଡ଼ିଥିବା ଖବର ଲୋକଙ୍କ ମନରୁ ନ ଲିଭୁଣି ପୁଣି ଥରେ ଘଟିଛି ସମାନ ଘଟଣା। ଏଥର ଜଣେ ୧୭ ବର୍ଷୀୟ ବିହାରର ଛାତ୍ର ଏପରି ଚରମ ପଦକ୍ଷେପ ନେଇ ନିଜ ଜୀବନ ହାରିଛନ୍ତି। ମୃତ!-->…
ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୫ ଜୀବନ
ଉତ୍ତରପ୍ରଦେଶ: ହାଥରସ ଜିଲ୍ଲାର ସହପଉ ଥାନା ଅଞ୍ଚଳରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ଡମ୍ଫର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଚାଲିଗଲା ୫ ଜୀବନ । ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ!-->…
ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି
‘ମୁମ୍ବାଇ : ମୁଁ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି । ତେଣୁ ନିଜ ପଦରୁ ଇସ୍ତଫା ଦେଉଛି।’ ଗତକାଲି ଏପରି କହି ନିଜ ପଦରୁ ଇସ୍ତଫା ଦେଇଛନ୍ତି ବମ୍ବେ ହାଇକୋର୍ଟର ବିଚାରପତି ରୋହିତ ଦେଓ ।
ରୋହିତ ଦେଓ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ କାର୍ଯ୍ୟରତ ଥିଲେ। ଏନେଇ ସେ ଗତକାଲି!-->!-->!-->…
ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ଼, ୩ ଯବାନ ଶହୀଦ
ଜାମୁ : ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ୩ ଯବାନ । ଏପରି ଏକ ଘଟଣା ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ଗତକାଲି ଘଟିଛି। ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି।
ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାର ହଲାଣ ଜଙ୍ଗଲରେ ଥିବା ପର୍ବତ!-->!-->!-->…