Browsing Category

ଦେଶ

ପୁଣି ଗୋଟିଏ ସୀମା ପାର୍‌ ଲଭଷ୍ଟୋରୀ, ଭାରତ ଆସି ଫେସବୁକ ବନ୍ଧୁଙ୍କୁ ବାହା ହେଲେ ଶ୍ରୀଲଙ୍କା ଯୁବତୀ

ନୂଆଦିଲ୍ଲୀ : ଏବେ ଦେଶରେ ସୀମା ପାର୍‌ ଲଭଷ୍ଟୋରୀକୁ ନେଇ ବେଶ ଚର୍ଚ୍ଚା। ସୀମା-ସଚ୍ଚିନ ଓ ଅଞ୍ଜୁ-ନଜରୁଲ୍ଲାଙ୍କ ସୀମା ପାର ଲଭଷ୍ଟୋରୀ ଥମି ନଥିବା ବେଳେ ଏବେ ପୁଣି ଗୋଟିଏ ସମାନ ଘଟଣା ଘଟିଛି। ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି ଜଣେ ଶ୍ରୀଲଙ୍କା ଯୁବତୀ। ଫେସବୁକ ବନ୍ଧୁତା ପରେ ଯୁବତୀ…

ସୁପ୍ରିମକୋର୍ଟଙ୍କ ବଡ଼ ବୟାନ: ଅଲଗା ସ୍ଥାନ କଥା କହି ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ

ନୂଆଦିଲ୍ଲୀ : ଏଠି ସେଇଆ ଘଟଛୁ, ସେଠି ସେମିତି ହେଉଛି ବୋଲି କହି ଆମେ କେବେ ହେଲେ ମଣିପୁର ଘଟଣାକୁ ଯୁକ୍ତିସମ୍ମତ କରିପାରିବା ନାହିଁ। ଏହା ଆଦୌ ଠିକ ନୁହେଁ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା…

ହରିୟାଣା : ଶୋଭାଯାତ୍ରା ବେଳେ ପଥର ମାଡ଼ ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ; ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦…

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି।…

ପାରୁନ ଯଦି ଆମକୁ ଦାୟିତ୍ବ ଦିଅ : ମୋଦୀଙ୍କୁ କହିଲେ ମମତା

କୋଲକାତା : ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ମଣିପୁର ହିଂସାକୁ ନିନ୍ଦା କରି ଏକ ସଂକଳ୍ପ ପାରିତ ହୋଇଛି । ପଶ୍ଚିମବଙ୍ଗ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶୋଭଦେବ ଚଟ୍ଟୋପାଧ୍ୟାୟ ଗୃହରେ ଏହି…

“ସୁନ୍ଦରୀ ବୋଲି ରାଜ୍ୟସଭା ପଠାଯାଇଛି” ପ୍ରିୟଙ୍କା ଚତୁର୍ବେଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଲେ ଶିବସେନା ବିଧାୟକ

ମୁମ୍ବାଇ : ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଶିବସେନା (ଏକନାଥ ଗୋଷ୍ଠୀ) ବିଧାୟକ ସଞ୍ଜୟ ଶିରସାତଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସଞ୍ଜୟ ଶିରସାତ କହିଛନ୍ତି ଯେ ପ୍ରିୟଙ୍କା ଚତୁର୍ବେଦୀ ସୁନ୍ଦର ବୋଲି ତାଙ୍କୁ…

ଜ୍ଞାନବ୍ୟାପୀ ମସଜିଦ ପରିସରରେ ତ୍ରିଶୁଳ କେଉଁଠୁ ଆସିଲା – ଯୋଗୀ

ଲକ୍ଷ୍ନୌ : ଜ୍ଞାନବ୍ୟାପୀ ମସଜିଦ ବିବାଦ କୋର୍ଟରେ ଥିବା ବେଳେ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଜ୍ଞାନବ୍ୟାପୀ ମସଜିଦ ମାମଲାର ମୁସଲିମ ଆବେଦନକାରୀ ବିବାଦର ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଧରି ଆସନ୍ତୁ। ଏହା ଏକ ଐତିହାସିକ ଭୁଲ ହୋଇଥିବାରୁ…

ଲାଲୁ ଓ ପରିବାର ସଦସ୍ୟଙ୍କ ୬ କୋଟି ଟଙ୍କାର ସମ୍ପତ୍ତି ଜବତ…

ପାଟନା : ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ବଡ଼ ଝଟକା। ଲ୍ୟାଣ୍ଡ ଫର ଜବ ଦୁର୍ନୀତି ଘଟଣାରେ ଆଜି ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ଥିବା ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।ଲାଲୁଙ୍କ…

କୁସ୍ତି ମହାସଂଘ ନିର୍ବାଚନ: ନାମାଙ୍କନ ଦାଖଲ କଲେ ବ୍ରିଜ ଭୂଷଣଙ୍କ ୧୮ ସମର୍ଥକ

ନୂଆଦିଲ୍ଲୀ : ବିଦାୟ ନେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ଏବେ ନୂଆ ଭେଳିକି ଦେଖାଇଛନ୍ତି। ସେ ନିଜ ସମର୍ଥକଙ୍କ ବଳରେ କୁସ୍ତି ମହାସଂଘ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗକୁ କୁସ୍ତି ମହାସଂଘର ବିଭିନ୍ନ…

ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଅଲ୍-ବଦ୍ର ସହ ଜଡିତ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କ ଯୋଜନା ପଣ୍ଡ। ଶନିବାର ଜଣେ ହାଇବ୍ରିଡ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହେଲା କାଶ୍ମୀର ପୋଲିସ। ପୋଲିସ ସୂଚନା ମୁତାବକ ସହରର ବଟମାଲୁ ଅଞ୍ଚଳରୁ ନିଷିଦ୍ଧ ସଂଗଠନ ଅଲ-ବଦ୍ର ସହ ଜଡିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଗିରଫ…

୨୦୨୩ ଦିନିକିଆ ବିଶ୍ୱକପ୍‌ : ସମସ୍ତ ଷ୍ଟାଡିୟମ୍‌ର ଅନୁଧ୍ୟାନ ପାଇଁ ଭାରତରେ ଆଇସିସି ଦଳ

ନୂଆଦିଲ୍ଲୀ: ଭାରତରେ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ୧୦ଟି ସହରରେ ଖେଳାଯିବ। ଏହି ୧୦ଟି ସହର ହେଲା- ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନଇ, ଦିଲ୍ଲୀ, ଧର୍ମଶାଳା, ହାଇଦରାବାଦ, କଲକାତା, ଲକ୍ଷ୍ନୌ, ମୁମ୍ବଇ ଓ…