Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ତେଲେଙ୍ଗାନାରେ ଅଂଶୁଘାତରେ ୧୬ମୃତ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ତେଲଙ୍ଗାନା : ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ଖସିଛି । ଏଭଳି ସ୍ଥଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଭୀଷଣ ଲୁ ଏବଂ ଲଗାତାର ତାପମାତ୍ର ବଢୁଥିବାରୁ ରାଜ୍ୟର ୭ ଜିଲ୍ଲାରେ!-->…
ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲା ଭାରତ, କଙ୍ଗୋ ଓ ୟୁଗାଣ୍ଡା ଯାତ୍ରା କରିବାକୁ ବାରଣ
ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି । ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲାରେ ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବ ସ୍ତରରେ ବିପଦ ବଢୁଥିବା ଦେଖି ଭାରତ!-->…
ଫାଲଟାରେ ଲକ୍ଷାଧିକ ଭୋଟରେ ବିଜେପିର ବିଜୟ
କୋଲକତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀର ପୁନଃନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଂଶୁ ପଣ୍ଡା ନିକଟତମ ପ୍ରାର୍ଥୀ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସିଷ୍ଟ)ର ଶମ୍ଭୁନାଥ କୁର୍ମିଙ୍କୁ ୧୦୯୦୨୧ ଭୋଟରେ ପରାସ୍ତ କରିଛନ୍ତି। ଦେବାଂଶୁଙ୍କୁ!-->…
ଓଟିରେ ରୋଗୀଙ୍କୁ ବଳାତ୍କାର, ବନ୍ଧା ହେଲେ ଡାକ୍ତର
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କୁ ଅସ୍ତ୍ରୋପଚାର କକ୍ଷ (ଓଟି)ରେ ବଳାତ୍କାର କରିଥିବା ଅଭିଯୋଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ!-->…
ଶୋଇଥିବାବେଳେ ଚଢିଗଲା ଡମ୍ପର: ୪ ମୃତ, ଜଣେ ଆହତ
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାରାବଙ୍କି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫତେପୁର ଥାନା ଅଞ୍ଚଳର ଝାନସା ଗାଁରେ ଏକ ଦ୍ରୁତଗାମୀ ଡମ୍ପର ଧକ୍କା ଦେବାରୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର!-->…
କୋଇଲା ଖଣିରେ ବିସ୍ଫୋରଣ, ୮୨ ମୃତ
ଚୀନ : ଚୀନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ମିଳୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ଉତ୍ତର ଚୀନର ଶାଂସି ପ୍ରଦେଶରେ ଘଟିଛି ।!-->…
ନାବାଳିକା ସହ ପ୍ରେମ ସମ୍ପର୍କକୁ ନେଇ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ହତ୍ୟା
ନୂଆଦିଲ୍ଲୀ: ହରିଆଣାରେ ଘଟିଛି ଏକ ବଡ଼ ଅଘଟଣ । ଜଣେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯାହା ଯୋଗୁଁ ଖେଳାଳୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପରିବାର ସଦସ୍ୟଙ୍କ ଅନୁଯାୟୀ, ପୋଲିସ ତଦନ୍ତରେ ଅଂଶଗ୍ରହଣ!-->…
କେମିକାଲ ଲିକ୍ ଯୋଗୁଁ ବିସ୍ଫୋରଣ ଆଶଙ୍କା, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ଆମେରିକା : ଆମେରିକାର ସାଉଥ କାଲିଫର୍ନିଆରେ ଏକ ବିପଜ୍ଜନକ କେମିକାଲ ଜିନିଷ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସେଥିପାଇଁ ଶୁକ୍ରବାର ପ୍ରାୟ ୪୦ ହଜାର ଲୋକଙ୍କୁ ସେହି ସ୍ଥାନୀୟ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ!-->…
ପ୍ରଥମ ଥର ଭାରତ ଆସିଲେ ଆମେରିକା ବିଦେଶ ସଚିବ ରୁବିଓ
ନୂଆଦିଲ୍ଲୀ: କୋଲକାତାରେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ । ପ୍ରଥମ ଥର ଭାରତ ଆସିଲେ ରୁବିଓ! କୋଲକାତାରେ ହେଲା ଭବ୍ୟ ସ୍ୱାଗତ । ଭାରତ ମାଟିରେ ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ଏହାକୁ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆଜି!-->…
ଦେଶବ୍ୟାପୀ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀଙ୍କ ୨ଦିନିଆ ଧର୍ମଘଟ ସ୍ଥଗିତ
ନୂଆଦିଲ୍ଲୀ: ଆସନ୍ତା ୨୫ ଓ ୨୬ ତାରିଖରେ ଦେଶବ୍ୟାପୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରହିବ । ସର୍ବଭାରତୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇଏସ୍ବିଆଇଏସ୍ଏଫ୍) ପକ୍ଷରୁ ଡାକରା ଦିଆଯାଇଥିବା ଦୁଇଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ଭାରତୀୟ ଷ୍ଟେଟ୍!-->…