Browsing Category

ଦେଶ

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

ନୂଆଦିଲ୍ଲୀ: ଷ୍ଟମ୍ପ ପଛରେ ରହିଛି ମ୍ୟାଚର ମୋଡ ବଦଳାଇ ଦେଉଥିବା ଖେଳାଳି । ଜଣିଏ ଖେଳାଳି ଯିଏ କ୍ରିକେଟପ୍ରେମୀଙ୍କ ପାଇଁ କେତେବେଳେ ମାହି ତ ଆଉକେତେବେଳେ ଦି କୁଲ ମ୍ୟାନ ପୁଣି ଆଉକେବେ ଏମଏଡି । ଆଜି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨ ତମ ଜନ୍ମଦିନ । …

ପ୍ରଧାନମନ୍ତ୍ରୀ ଯିଏ ବି ହେଉ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ: ଲାଲୁ ଯାଦବ

ପଟନା: ପ୍ରଧାନମନ୍ତ୍ରୀ ଯିଏ ବି ହେଉ ଚଳିବ, ହେଲେ ତାଙ୍କର ପତ୍ନୀ ରହିଥିବା ଜରୁରୀ। ଏହି ବୟାନ ଦେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ। ନିଜର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୁରୁବାର ଦିନ ପାଟନାରୁ ଦିଲ୍ଲୀ…

ବିଷାକ୍ତ ଗ୍ୟାସ ଲିକ୍‌, ଛୋଟ ପିଲାଙ୍କ ସମେତ ୧୬ ମୃତ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ପୂର୍ବ ପ୍ରାନ୍ତରେ ଥିବା ଗୋଟିଏ ବସ୍ତିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ପ୍ରଥମେ ଗ୍ୟାସ୍‌ ଲିକ୍‌ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା…

‘Twitter’ କୁ ଟକ୍କର ଦେବ ‘Threads ’, ଶହେରୁ ଅଧିକ ଦେଶରେ ଉପଲବ୍ଧ

ନୂଆଦିଲ୍ଲୀ : ଏଲନ ମସ୍କ ମୁଖିଆ ହେବା ପରଠୁ ସବୁବେଳେ ଟେନସନ୍‌ ବଢ଼ାଉଛି ‘Twitter’ । ‘Twitter’ର ଅଜବ ନିୟମ ୟୁଜର୍ସଙ୍କୁ ନାକେଦମ କରୁଛି। କେତେବଳେ ବ୍ଲୁ ଟିକ୍‌ ପାଇଁ ଟେନସନ୍‌ ଦେଉଛି ତ କେତେବେଳେ ପୋଷ୍ଟିଂ ଉପରେ ଲଗାଉଛି କଟକଣା। ‘Twitter’ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟକୁ ବଜାୟ…

ଇ-ସାଇକେଲ ୪ଟଙ୍କାର ଚାର୍ଜରେ ଯିବ ୧୦୦ କିମି; ଚଢ଼ି ପାରିବ ପାହାଡ଼

ନୂଆଦିଲ୍ଲୀ:ଦେଶରେ ଇଲେକ୍ଟ୍ରିକ୍ ସାଇକେଲ ବା ଇ-ସାଇକେଲର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରି ଏକ ଇଲେକ୍ଟ୍ରିକ୍ ସାଇକେଲ୍ ଭୋଲ୍ଟ୍ରନ୍ ମୋଟର୍ସ ଦ୍ୱାରା ଆରମ୍ଭ କରାଯାଇଛି। ଯାହାର ସମ୍ପୂର୍ଣ୍ଣ ଚାର୍ଜ ପାଇଁ ମାତ୍ର ୪ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡୁଛି। ଦେଶରେ ତିଆରି…

ଚନ୍ଦ୍ରଯାନ-୩କୁ ଜୁଲାଇ ୧୪ରେ ଚନ୍ଦ୍ରକୁ ଉତକ୍ଷେପଣ କରାଯିବ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ଘୋଷଣା କରିଛି ଯେ ଆସନ୍ତା ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ରକୁ ଉତକ୍ଷେପଣ କରିବ।ଏହି ମହାକାଶଯାନ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ ଉଡ଼ାଣ ଭରିବ ବୋଲି ଇସ୍ରୋ…

ରାଜସ୍ଥାନ କଂଗ୍ରେସର ଅନ୍ତଃକନ୍ଦଳ ଦୂରଲାଗି ବୈଠକ

ଜୟପୁର : ରାଜସ୍ଥାନରେ କିଏ ନେବ କଂଗ୍ରେସର ନେତୃତ୍ୱ? କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା? ଏହା ଉପରେ ପଡ଼ିଲା ପୂର୍ଣ୍ଣଛେଦ। ଏଠାରେ କେହି ବି ହେବେନି ମୁଖ୍ୟମନ୍ତ୍ରୀ ଚେହେରା। ରାଜସ୍ଥାନରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଦିଲ୍ଲୀ କଂଗ୍ରସ…

ଏନ୍‌ସିପି ଦି’ ଫାଳ ପରେ ଶରଦ କହିଲେ ମୁଁ ହିଁ ଅଧ୍ୟକ୍ଷ

ମୁମ୍ବାଇ : ମହାରାଷ୍ଟ୍ରରୁ ଦିଲ୍ଲୀ ପହଞ୍ଚିଲା ଏନସିପି କଳି। ମୁମ୍ବାଇ ପରେ ଆଜି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶରଦ ପାୱାର। ଗତକାଲି ମୁମ୍ବାଇ ପରେ ଆଜି ଦିଲ୍ଲୀରେ ହୋଇଛି ଏନସିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ତେବେ ବୈଠକ ପରେ ପୋଷ୍ଟର ମାଧ୍ୟମରେ ଅଜିତ ପାୱାର ଗୋଷ୍ଠୀ ଉପରେ…

ଏନଡିଏରେ ସାମିଲ ହୋଇପାରନ୍ତି ଅକାଳି ଦଳ, ଟିଡିପି ଓ ଏଲଜେପି

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନ ପାଇଁ ବିରୋଧୀ ଦଳ ଏକାଠି ହେଉଥିବାବେଳେ ବିଜେପି ମଧ୍ୟ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥପାଇଁ ବିଜେପିର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଉଥିବାବେଳେ ଏନଡିଏରୁ ଅଲଗା ହୋଇଥିବା ପୁରୁଣା ସହଯୋଗୀ ଦଳଙ୍କୁ ପୁଣି ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି…

ଜମ୍ମୁର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍ ; ଜିନ୍ସ, ହାଫ ପ୍ୟାଣ୍ଟ, ସ୍କର୍ଟ ପିନ୍ଧି ଯାଇପାରିବେନି ଭକ୍ତ

ଜମ୍ମୁ : ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତାବିତ ଡ୍ରେସ୍ କୋଡକୁ ନେଇ ରାଜ୍ୟରେ ବିତର୍କ ଚାଲିଥିବାବେଳେ ଜମ୍ମୁର ଏକ ମନ୍ଦିରରେ ଡ୍ରେସ କୋଡ୍ ( ପୋଷାକ ନିୟମ) ଲାଗୁ ହୋଇଛି । ମନ୍ଦିରକୁ ଜିନ୍ସ, ମିନି ସ୍କର୍ଟ ଆଦି ପିନ୍ଧି ଯିବାକୁ ବାରଣ କରାଯାଇଛି । ଏହି ମନ୍ଦିର ହେଉଛି ଜମ୍ମୁର ରକ୍ଷାକର୍ତ୍ତୀ…