Browsing Category

ଦେଶ

୧୦୦ ଫୁଟ ତଳକୁ ଖସିଲା କାର, ୫ ମୃତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଭୟାବହ ସଡ଼କ ଦୁର୍ଘଟଣା । ୧୦୦ ଫୁଟ ତଳକୁ ଖସିଲା କାର। ୫ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର। ମୃତକଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟଜଣକ କାର୍ ଚାଳକ ବୋଲି ଜଣାପଡ଼ିଛି। ଅପରାହ୍ଣ ପ୍ରାୟ ୨ଟା ବେଳେ ଦୁର୍ଘଟଣା ଘଟିଛି। ମୃତାହତମାନେ ନୈନିତାଲ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ, ୧୮୧ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା । ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିବା ଏୟାର ଇଣ୍ଡିଆ ଟେଲ୍ ଷ୍ଟ୍ରାଇକର ଶିକାର ହୋଇଥିଲା । ତେବେ ବିମାନଟି ସୁରକ୍ଷିତ ଅବତରଣ କରିଯାଇଛି । ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ବିମାନରୁ ଓହ୍ଲାଇଛନ୍ତି ।…

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହଜମା ବୁରହାନକୁ ହତ୍ୟା

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କୀ ନେଟୱାର୍କକୁ ଆଉ ଏକ ବଡ଼ ଝଟକା । ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡକୁ ଗୁଳି କରି ହତ୍ୟା । ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳି କରି ଫେରାର ହୋଇଯାଇଛି ।…

କେନ୍ଦ୍ରମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ: ମନ୍ତ୍ରୀମାନଙ୍କୁ ଦିଲ୍ଲୀ ନ ଛାଡିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତ ସାରି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଫେରିବା ପରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ୩.୦ ସରକାରର ବଡ଼ ସମୀକ୍ଷା ହେବ । ଆଜି ଅପରାହ୍ନ ୪ଟାରେ ଦିଲ୍ଲୀର ସେବା ତୀର୍ଥଠାରେ କେନ୍ଦ୍ର…

ଭାରତରେ କକ୍ରୋଚ୍ ଜନତା ପାର୍ଟିର X ଆକାଉଣ୍ଟ ବନ୍ଦ

ନୂଆଦିଲ୍ଲୀ : ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆଙ୍କ ବୟାନକୁ ବିରୋଧ କରି ଆରମ୍ଭ ହୋଇଥିବା କକ୍ରୋଚ୍ ଜନତା ପାର୍ଟିର ଏକ୍ସ ଆକାଉଣ୍ଟକୁ ବନ୍ଦ କରାଯାଇଛି । ଗତ କିଛିଦିନ ହେଲାଣି ଇଣ୍ଟରନେଟରେ ଏହି ପାର୍ଟି ବେଶ୍ ଚର୍ଚ୍ଚା ଥିଲା । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଲୋର୍ସ ସଂଖ୍ୟା ଦିନକୁ ଦିନ…

ଘରେ ପଶି ମା’ ପୁଅକୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ଡବଲ ମର୍ଡର । ଗୋବିନ୍ଦପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ବୁତ୍ତମାନେ ମା ଏବଂ ପୁଅଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତ ମା ଏବଂ ପୁଅ ଉତ୍ତର ପ୍ରଦେଶର ବାସିନ୍ଦା । ଘଟଣା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ…

ଇବୋଲା ଭାଇରସକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଇବୋଲା ଭାଇରସ ସଂକ୍ରମଣକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଡଭାଇଜରୀ ଜାରି ହୋଇଛି । ଡିଜିଏଚଏସ ଏହି ଭାଇରସକୁ ନେଇ ଆଡଭାଇଜରୀ ଜାରି କରିଛି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଡଭାଇଜରୀରେ କହିଛନ୍ତି, ଇବୋଲା ଭାଇରସରେ ପ୍ରଭାବିତ ଦେଶରୁ ଆସୁଥିବା କିମ୍ବା…

ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ବନ୍ଦେ ମାତରମ୍ ଗାଇବା ବାଧ୍ୟତାମୂଳକ

କୋଲକତା : ପଶ୍ଚିମବଙ୍ଗର ବିଜେପି ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ପ୍ରତିଦିନ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ କରିବାକୁ ବାଧ୍ୟତାମୂଳକ କରାଯାଇଛି…

ଭଡା ବୃଦ୍ଧି ନେଇ ଟ୍ୟାକ୍ସି ଚାଳକ ସଂଘର ୩ ଦିନିଆ ଧର୍ମଘଟ ଡାକରା

ନୂଆଦିଲ୍ଲୀ : ଦିଲ୍ଲୀରେ ଇରାନ ଯୁଦ୍ଧର ପ୍ରଭାବ । ଆଜିଠୁ ଦିଲ୍ଲୀରେ ବାଧାପ୍ରାପ୍ତ ହେବ ପରିବହନ । ଦିଲ୍ଲୀ-ଏନସିଆରରେ ଟ୍ୟାକ୍ସି ଏବଂ ଅଟୋ ଧର୍ମଘଟ ହୋଇଛି । ତୈଳ ଦର ବୃଦ୍ଧି ଯୋଗୁଁ ଖର୍ଚ୍ଚ ବଢ଼ିଛି । ଫଳରେ ଭଡ଼ା ବୃଦ୍ଧି ଦାବି ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଇଣ୍ଡିଆ ମୋଟର…

ଉତ୍ତରପ୍ରଦେଶ ବାନ୍ଦା ବିଶ୍ବର ସବୁଠୁ ଉତ୍ତପ୍ତ, ତାପମାତ୍ରା ୪୭ ଡିଗ୍ରି ଉପରେ

ଉତ୍ତରପ୍ରଦେଶ: ଅସହ୍ୟ ତାତିରେ ଜଳୁଛି ଦେଶର ବିଭିନ୍ନ ରାଜ୍ୟ। ୪୭.୬ ଡିଗ୍ରୀ ସେଲସିୟସ୍ ଛୁଇଁଲା ଉତ୍ତର ପ୍ରଦେଶର ବାନ୍ଦା ଜିଲା। ଉତ୍ତର ପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳର ବାନ୍ଦା ଜିଲା ଚଳିତ ବର୍ଷ ଗ୍ରୀଷ୍ମ ରେକର୍ଡକୁ ଲଗାତାର ଭାଙ୍ଗିବାରେ ଲାଗିଛି।ଗତ ମାସରେ ଦ୍ୱିତୀୟ ଥର ବାନ୍ଦା କେବଳ…