Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଲାଲୁଙ୍କ ପାଦ ଛୁଇଁଲେ, ଗୋଟିଏ ପରିବାର ହୋଇ ଲଢ଼ିବେ କହିଲେ ମମତା ବାନାର୍ଜୀ
ପାଟନା : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ଲୋକଙ୍କୁ!-->…
ପରୀକ୍ଷାଗାରରେ ପ୍ରସ୍ତୁତ ‘କୁକୁଡ଼ା ମାଂସ’ ବିକ୍ରୟ ପାଇଁ ଅନୁମତି ଦେଲା ଆମେରିକା
ୱାସିଂଟନ୍: ପ୍ରଥମ ଥର ପାଇଁ ବୁଧବାର ଦିନ ଆମେରିକୀୟ ‘ରେଗୁଲେଟର୍’ମାନେ ପରୀକ୍ଷାଗାରରେ ପ୍ରାଣୀ ଜୀବକୋଷରୁ ପ୍ରସ୍ତୁତ କୁକୁଡ଼ା ମାଂସ ବା ‘ଚିକେନ୍’ ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି।ଫଳତଃ, କାଲିଫର୍ଣ୍ଣିଆର ୨ଟି କମ୍ପାନି ଦେଶର ରେସ୍ତୋରାଁ ଏବଂ ସୁପର୍ମାର୍କେଟ୍କୁ!-->…
ଥାନା ବାହାରେ ବିରୋଧ କରୁଥିବାରୁ ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଗିରଫ କଲା ପୁଲିସ
ଜୟପୁର: ଗତ କିଛି ଦିନ ହେବ ରାଜସ୍ଥାନର ଅଶୋକ ନଗର ପୁଲିସ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି ସାଂସଦ କିରୋଡି ଲାଲ ମୀନାଙ୍କୁ ଆଜି ପୁଲିସ ଗିରଫ କରିଛି। ତେବେ ମୀନା ଗିରଫ ହେବା ପରେ ତାଙ୍କର ବହୁ ସଂଖ୍ୟକ ସମର୍ଥକ ଏବେ ଥାନା ବାହାରେ ଉପସ୍ଥିତ ଅଛନ୍ତି। ମିଳିଥିବା ସୂଚନା!-->…
ମୋଦୀଙ୍କୁ ରୋମ ଶାସକ ନେରୋଙ୍କ ସହ ତୁଳନା କଲେ ଦିଗବିଜୟ
ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦୀଙ୍କ ଆମେରିକା ଗସ୍ତକୁ ନେଇ କଂଗ୍ରେସ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ!-->…
ମୁଣ୍ଡ ନୁଆଁଇଲେ ପାକିସ୍ତାନ ସରକାର, ବିଶ୍ବବିଦ୍ୟାଳୟରେ ନିଷିଦ୍ଧ ହେବନି ହୋଲି ପାଳନ
ଇସ୍ଲାମାବାଦ : ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ଦୁଇଦିନ ତଳେ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଲୋକମାନେ ପ୍ରବଳ ବିରୋଧ କରିବାରୁ ମୁଣ୍ଡ ନୁଆଁଇଛନ୍ତି ପାକ ସରକାର । ଫଳରେ ଏହି କଟକଣାକୁ!-->…
ଲଣ୍ଡନ ଟ୍ରିପରେ ନୀତା ଅମ୍ବାନୀ ଧରିଥିବା ବ୍ୟାଗର ମୂଲ୍ୟରେ କିଣିପାରିବେ ଦାମୀ କାର୍
ନୂଆଦିଲ୍ଲୀ: ଭାରତର ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ସଫଳ ମହିଳାମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ। ୫୯ ବର୍ଷ ବୟସରେ ପଦାର୍ପଣ କରିଥିବା ନୀତା ନିଜ ଜୀବନ ବଞ୍ଚିବା ଶୈଳୀ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି।!-->…
ବିରୋଧୀଙ୍କ ବଡ଼ ବୈଠକ ପୂର୍ବରୁ କଂଗ୍ରେସକୁ ଚରମବାଣୀ ଶୁଣାଇଲା ଆପ୍
ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଆସନ୍ତାକାଲି ବିହାରରେ ପାଟନାରେ ବଡ଼ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ଜରିଆରେ ବିରୋଧୀ ଦଳଗୁଡ଼ିକ ନିଜର ଶକ୍ତିପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ଏହା ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ!-->…
ବିରୋଧୀଙ୍କ ପାଟନା ବୈଠକକୁ ଯିବେନି ମୟାବତୀ, କଂଗ୍ରେସକୁ କଲେ ଟାର୍ଗେଟ
ପାଟନା : ବହୁ ପ୍ରତିକ୍ଷୀତ ବିରୋଧୀ ଦଳଗୁଡ଼ିକର ବୈଠକ ଆସନ୍ତାକାଲି ପାଟନାରେ ଅନୁଷ୍ଠିତ ହେବ। ୨୦୨୪ରେ ବିଜେପିକୁ ମାତ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ପାଟନାର ଶକ୍ତି ପ୍ରଦର୍ଶନ ସହ ରଣନୀତି ପ୍ରସ୍ତୁତ କରିବେ। ତେବେ ବିଏସ୍ପି ମୁଖିଆ ମାୟାବତୀ କିମ୍ବା ତାଙ୍କ ଦଳ ବିରୋଧୀଙ୍କ ଏହି ମହାବୈଠକରେ!-->…
ଏଣିକି ଭାରତରେ ତିଆରି ହେବ ଯୁଦ୍ଧ ବିମାନ ଇଞ୍ଜିନ, GE ସହ ଡିଲ୍ ଫାଇନାଲ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ ଏଣିକି ଭାରତରେ ହିଁ ତିଆରି ହେବ। ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ ବିମାନ!-->…
ଭାରତ ଆସିବାକୁ ମନ ବଳାଇଲେ ମସ୍କ, କହିଲେ- ମୁଁ ମୋଦିଙ୍କ ଫ୍ୟାନ୍
ନିୟୁର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲିଠୁ ୩ ଦିନିଆ ରାଜକୀୟ ଆମେରିକା ଗସ୍ତରେ ଯାଇଥିବା ବେଳେ ଟ୍ୱିଟରର ମାଲିକ ଏଲନ ମସ୍କଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ମସ୍କ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ନିଜକୁ ମୋଦିଙ୍କର ଜଣେ ବଡ଼!-->…