Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଏନଡିଏରେ ଯୋଗ ଦେଲା ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା
ଦିଲ୍ଲୀ/ପାଟନା : ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାବେଳେ ଦେଶରେ ରାଜନୈତିକ କାର୍ଯ୍ୟକଳାପ ବଢିଚାଲିଛି । ଗୋଟିଏ ପଟେ ବିରୋଧୀ ଦଳ ଆସନ୍ତା ୨୩ ତାରିଖରେ ପାଟନାରେ ଏକାଠି ହେଉଥିବାବେଳେ ତାହାର ଦୁଇଦିନ ପୂର୍ବରୁ ବିରୋଧୀ ଏକତାକୁ ଏକ ଧକ୍କା ଦେଇଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହା!-->…
ଏସି କ୍ୟାବିନରେ ବସି ଟ୍ରକ ଚଳାଇବେ ଡ୍ରାଇଭର୍, ନୀତିନ ଗଡ଼କରୀଙ୍କ ଘୋଷଣା
ନୂଆଦିଲ୍ଲୀ : ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ୨୦୨୫ରୁ ସମସ୍ତ ଟ୍ରକର କ୍ୟାବିନ୍ ଶୀତତାପ ନିୟନ୍ତ୍ରିତ ହେବା ବାଧ୍ୟତାମୂଳକ ହେବ । ଏହା ଫଳରେ ପ୍ରବଳ ଖରାରେ ଗାଡ଼ି ଚଳାଉଥିବା ଟ୍ରକ୍ ଡ୍ରାଇଭରଙ୍କୁ ଆଶ୍ବସ୍ତି ମିଳିବ ।ଦୀର୍ଘ ଦିନ ଧରି ଏହାର ଆବଶ୍ୟକତା ଅନୁଭବ କରାଯାଉଥିଲା। କଠିନ କାର୍ଯ୍ୟ!-->…
ବଜରଙ୍ଗବାଲୀ ଭଗବାନ ନୁହନ୍ତି କହି ପୁଣି ବିବାଦରେ ସଂଳାପକାର ମନୋଜ
ମୁମ୍ବାଇ : ପୁଣି ବିବାଦରେ ଫିଲ୍ମ ଆଦିପୁରୁଷର ଡାଏଲଗ ଲେଖିଥିବା ମନୋଜ ମୁନ୍ତାଶିର। ଆଦିପୁରୁଷ ଫିଲ୍ମରେ ସେ ବିଭିନ୍ନ ଚରିତ୍ର ପାଇଁ ଲେଖିଥିବା ଡାଏଲଗକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ମନୋଜଙ୍କ ଆଉ ଏକ ବୟାନ ସାମ୍ନାକୁ ଆସିଛି। ସେ ବଜରଙ୍ଗବାଲୀ ବା ଭଗବାନ ହନୁମାନଙ୍କୁ ଅପମାନିତ!-->…
ଆଶ୍ରମରେ ଅନାଥ ନାବାଳିକାଙ୍କୁ ମାସ ମାସ ଧରି ଦୁଷ୍କର୍ମ କରୁଥିବା ସାଧୁ ଗିରଫ
ହାଇଦ୍ରାବାଦ: ଜନୈକା ଅନାଥ ୧୫ ବର୍ଷୀୟା ନାବାଳିକାଙ୍କୁ ଆଶ୍ରମରେ ଅନେକ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ଜଣେ ସାଧୁ ସୋମବାର ରାତିରେ ଗିରଫ ହୋଇଛନ୍ତି। ବିଶାଖାପାଟଣାର ଭେଙ୍କୋଜିସ୍ଥିତ ଜ୍ଞାନନନ୍ଦ ଆଶ୍ରମର ପ୍ରଶାସକ ପୂର୍ଣ୍ଣାନନ୍ଦ ସରସ୍ୱତୀଙ୍କୁ ବିଜୟୱାଡ଼ାରେ ଜଣେ!-->…
ମୋଦିଙ୍କ ଆମେରିକା ଗସ୍ତ ଆରମ୍ଭ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ସମୟରେ ତାଙ୍କୁ ପ୍ରଥମଥର ହ୍ୱାଇଟହାଉସ୍ରେ ଆତିଥ୍ୟ ପ୍ରଦାନ କରାଯିବ। ଏହି ଐତିହାସିକ ଗସ୍ତ ଓ ଭେଟଘାଟ ପୂର୍ବରୁ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ!-->…
ଭାରତରେ ପ୍ରସ୍ତୁତ ୭ କଫ୍ ସିରପକୁ ନିଷିଦ୍ଧ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସମଗ୍ର ବିଶ୍ୱରେ ୩୦୦ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ୍ ସିରପକୁ ଦାୟୀ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଫଳରେ ଭାରତରେ ପ୍ରସ୍ତୁତ ୭ଟି କଫ ସିରପ (କାଶ ଔଷଧ)କୁ ନିଷିଦ୍ଧ କରିବା ସହ ଏସବୁ ଉତ୍ପାଦନ କରୁଥିବା କମ୍ପାନିଙ୍କୁ!-->…
ପଞ୍ଜାବ ବିଧାନସଭାରେ ଶିଖ ଗୁରୁଦ୍ୱାରସ(ସଂଶୋଧିତ) ବିଲ୍ ୨୦୨୩ ଗୃହୀତ
ଚଣ୍ଡୀଗଡ଼ : ଗୁରୁବାଣୀ ସମସ୍ତଙ୍କ ପାଇଁ ଓ ସମସ୍ତେ ଏହାକୁ ମାଗଣାରେ ଶୁଣି ପାରିବେ ଏବଂ ଦେଖିପାରିବେ। ଲୋକମାନେ ନିଜ ପସନ୍ଦର ଚ୍ୟାନେଲରେ ଗୁରୁବାଣୀର ସିଧାପ୍ରସାରଣର ଦୃଶ୍ୟ ଦେଖିବାକୁ ସକ୍ଷମ ହେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି।ଆଜି ବାଦବିବାଦ ମଧ୍ୟରେ ପଞ୍ଜାବ!-->…
ଅହମ୍ମଦାବାଦ ରଥଯାତ୍ରା ବେଳେ ଅଘଟଣ ; କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ୧ ମୃତ, ୨୪ ଆହତ
ଅହମ୍ମଦାବାଦ : ପବିତ୍ର ରଥଯାତ୍ରା ଉପଲକ୍ଷେ ଗୁଜରାଟର ଅହମ୍ମଦାବାଦ ଉତ୍ସବମୁଖର ଥିବାବେଳେ ସେଠାରେ ଏକ ଅଘଟଣ ଘଟିଛି । ରଥ ଯାଉଥିବା ରାସ୍ତା ନିକଟରେ ଥିବା ଏକ କୋଠାର ବାଲକୋନି ଭାଙ୍ଗିପଡ଼ିବାରୁ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ଆହୁରି କିଛି ଲୋକ ଆହତ ହୋଇଛନ୍ତି ।ମିଳିଥିବା ସୂଚନା!-->…
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପ୍ରଭାବିତ ହେଉଥିବା ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ ଗଲେ
ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲୋକମାନେ ପ୍ରବଳ ଖରା ଯୋଗୁ ଅସୁସ୍ଥ ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ମୌସୁମୀ ଠିକଣା ସମୟରେ ଆସି ନଥିବାରୁ ଲୋକମାନେ ଖରା ମାଡ଼ରେ ଡହଳ ବିକଳ ହେଉଛନ୍ତି।ସ୍ଥିତିକୁ ଦେଖି ଆଜି ଗ୍ରୀଷ୍ମ ପ୍ରବାହ ସ୍ଥିତିର!-->…
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଛତିଶଗଡ଼ବାସୀଙ୍କର ମଧ୍ୟ ଆରାଧ୍ୟ ଦେବତା: ବଘେଲ
ରାୟପୁର: ଭକ୍ତ ଓ ଭଗବାନଙ୍କର ମହା ମିଳନର ମହାନ ପର୍ବ ରଥଯାତ୍ରା ସ୍ଥାନୀୟ ଗାୟତ୍ରୀନଗରସ୍ଥିତ ଛତିଶଗଡ଼ର ସର୍ବବୃହତ ଶ୍ରୀ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏଠାରେ ଉପସ୍ଥିତ ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ପ୍ରବଳ ଆନନ୍ଦ,!-->…