Browsing Category

ଅପରାଧ

ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ…

ନୟାଗଡ: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ । ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଯବାନ ଜଣଙ୍କ ହେଉଛନ୍ତି ପାଣ୍ଡେରିପାଟଣା ଗ୍ରାମର ବଂଶୀଧର ସାହୁଙ୍କ ପୁଅ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର…

ରେଳ ଧାରଣାରେ ଦୁଇ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ…

କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ ଅଭାବନୀୟ ଘଟଣା ଘଟିଛି । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି…

ଚୋରା ବାଲି ସମ୍ରାଟ ମୁଦୁଲି ର ଖୋଳ ତାଡ଼ ଚାଲିଛି,:ନକଲି ୱାଇ-ଫର୍ମ ଗୁମର ଖୋଲିଲା ତିନି ଗିରଫ..

ଭୁବନେଶ୍ୱର:୧୬-୧୧ ଚୋରା ବାଲି ସମ୍ରାଟ କୃପସିନ୍ଧୁ ମୁଦୁଲି ନକଲି ୱାଇ-ଫର୍ମ ର ଗୁମର ଖୋଲିଲା। ଶେଷରେ ପୋଲିସ ର ହାତରେ ଲାଗିଲା ନକଲି ୱାଇ-ଫର୍ମ ପ୍ରିଣ୍ଟ ହେଉଥିବା ଅଫସେଟ ପ୍ରିଣ୍ଟିଙ୍ଗ ପ୍ରେସ। ବ୍ରହ୍ମପୁର ବୈକୁଣ୍ଠ ନଗର ଦ୍ୱିତୀୟ ଲାଇନ ରେ ଥିବା ମା ସନ୍ତୋଷୀ ପ୍ରିଣ୍ଟିଙ୍ଗ ପ୍ରେସ ରେ

ଛତ୍ରପୁର ଆରଟିଓ ଅଫିସ କ୍ୟାମ୍ପସରୁ ୪ ଦଲାଲ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟଳୟରୁ ୪ ଜଣ ଦଲାଲଙ୍କୁ ବାନ୍ଧିଲା ପୁଲିସ୍‌। ସେମାନଙ୍କଠାରୁ ଡିଏଲ୍‌, ଆର୍‌ସି ବୁକ୍‌ ପ୍ରମୁଖ ଜବତ କରିଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଦର୍ଶ ଥାନା ଅଞ୍ଚଳରୁ ଆସିଛି। ଛତ୍ରପୁର…

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ୨୦ ହଜାର ଟଙ୍କା ଜୋରିମାନା…

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ସାକ୍ଷୀ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅଶୋକ ଓରଫ ଆଶିଷ କୁମାର

ନିଃସର୍ତ୍ତ ର ପ୍ରଭାବ ଛତ୍ରପୁର ସ୍ଥିତ ଆର୍ଟିଓ ଅଫିସ ପରିସରୁ ଚାରି ଦଲାଲକୁ ଗିରଫ କଲା ପୋଲିସ…

ବ୍ରହ୍ମପୁର//ଛତ୍ରପୁର : ୧୪-୧୧ ନିସର୍ତ୍ତ ରେ ରୀତିମତ ଛତ୍ରପୁର ଆରଟିଓ ସମେତ ଅଗସ୍ତି ନୂଆଗାଁ ଓ ବ୍ରହ୍ମପୁର ସ୍ଥିତ ହଳିଦିଆ ପଦରେ ଦଲାଲ ମାନଙ୍କ ଦୌରାତ୍ମ୍ୟ ସମ୍ପର୍କ ରେ ଖବର ପ୍ରକାଶ ହେଉଥିଲା। ଡେରିରେ ହେଲେ ମଧ୍ୟ ଆଜି ଛତ୍ରପୁର ପୋଲିସ କୁ ସଫଳତା ମିଳିଛି। ଆର ଟି ଓ କାର୍ଯ୍ୟଳୟ ପରିସରରେ

ଅତି ଲୋଭ ରେ ଠକାମୀର ଶିକାର ହେଲେ ୨ ଯୁବକ : ୧୮ ଲକ୍ଷ ଟଙ୍କା ଠକିନେଲେ ଧରାଇଲେ ଜାଲି ଟଙ୍କା ଭର୍ତ୍ତି ବ୍ୟାଗ…

ବି ଏନ ପୁର ପୋଲିସ ଜବତ କରିଛି ୫oo ଟଙ୍କିଆ ପୁଳା ପୁଳା ନକଲି ନୋଟ ଭର୍ତ୍ତି ବ୍ୟାଗ..! ବ୍ରହ୍ମପୁର : ୧୩ -୧୧ ବ୍ରହ୍ମପୁର ଶ୍ରୀରାମ ନଗର ର ସଚିନ ମହାପାତ୍ର ଙ୍କୁ ଟାଉନ ଥାନା ପୋଲିସ ଶୁକ୍ରବାର ରାତ୍ର ଦଶ ଘଣ୍ଟା ସମୟ ରେ ହରିଡ଼ା ଖଣ୍ଡି ପେଟ୍ରୋଲ ପମ୍ପ ରୁ ଉଠାଇ ନେଇଛି। ବ୍ରହ୍ମପୁର

ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ବାକ୍ସ…

କଟକ: ଦୁଇ ଦିନ ତଳେ ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନ୍ରୁ ଲୁଟ୍ ହୋଇଥିବା ବେଳେ ସୋମବାର ଦିନ କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ ସଶସ୍ତ୍ର ଦୁର୍ବୃତ୍ତମାନେ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଅଫିସ୍ ଓ ଗୋଦାମ ଉପରେ ଆକ୍ରମଣ କରି ବିପୁଳ ପରିମାଣର ଟଙ୍କା ଲୁଟି ନେଇଛନ୍ତି।…

ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକ ଗିରଫ…

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ…

ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା…

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି…