Browsing Category

ଅପରାଧ

ବି.ଏସ୍‌.ଏଫ. ପକ୍ଷରୁ କୁମ୍ବି ସମୟରେ ମାଓ ସାମଗ୍ରୀ ଜବତ…

ମାଲକାନଗିରି,୨୯/୦୮ ମାଲକାନଗିରି ସେକ୍ଟର ବି.ଏସ୍‌.ଏଫ୍‌.ର ୧୪୨ ବଟାଲିୟନ ଜବାନ ମାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ କରା ଯାଇଛିା ତଥ୍ୟ ମୁତାବକ ଆନ୍ଧ୍ର ଓଡିଶା ସୀମାନ୍ତ ଗୋମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ୧୪୨ ବିଏସଏଫ ବାଟାଲିୟନ ଆଜି କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ…

ଯୋଗାଣ ବିଭାଗ ଦ୍ଵାରା ଚଢଉ ଓ ଗ୍ଯାସ ସିଲିଣ୍ଡର ଜବତ

ଫୁଲବାଣୀ : ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲାର ଯୋଗାଣ ବିଭାଗର ଅଧିକାରୀ ମାନେ ଅଭିଯୋଗ ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ l ଚଢାଉ ସମୟରେ ଯୋଗାଣ ବିଭାଗ କର୍ମଚାରୀ ମାନେ ସ୍ଥାନୀୟ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଗ୍ୟାସ ଏଜେନ୍ସୀର ହାଟପଦା ଠାରେ ଥିବା ଏସିଆନ ଗ୍ୟାସ…

ବ୍ରହ୍ମପୁରରେ ପ୍ରଥମ ଥର ଜବତ ହେଲା ହେରୋଇନ : ଜଣେ ଗିରଫ…

ଜବତ ହେରୋଇନ ମୂଲ୍ୟ ହେବ ୩ ଲକ୍ଷ ୨୦ହଜାର ବ୍ରହ୍ମପୁର (୨୦/୦୮) - ଦୀର୍ଘ ଦିନ ଧରି ବ୍ରହ୍ମପୁର ସହରରେ ହେରୋଇନ ବେଆଇନ କାରବାର ଚାଲିଥିବା ସୁରାକ ପାଇଥିଲା ଅବକାରୀ ବିଭାଗ। ଏହାର ତଦନ୍ତ କରି ବେଆଇନ କାରବାରର ଅଭିଯୁକ୍ତ ଉପରେ ନଜର ରଖାଯାଇଥିଲା । ପନ୍ଦର ଦିନ ରୁ ଅଧିକା ସମୟ ଧରି…

ଗଛିତ ଗଞ୍ଜେଇ କୁ ଜବତ କଲା ପୋଲିସ ବିଭାଗ…

ମାଲକାନଗିରି ବାଲିମେଳା : ବାଲିମେଳା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ଏକ ଵିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ପୋଲିସ ପକ୍ଷରୁ କୁଡୁମୂଳଳୁଗୁମ୍ମା ଫାଣ୍ଡି ଅନ୍ତର୍ଗତ ମାଛା ଗୁଡା ଗ୍ରାମରୁ ଏକଘରୁ ପ୍ରାୟ ୨୦୦କିଲୋଗ୍ରାମ ଗଞ୍ଜେଇ ପୋଲିସ ଦ୍ୱାରା ଜବତ କରାଯାଇଛି । ବର୍ତ୍ତମାନ ସୁଧା କୌଣସି…

ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ: ହତ୍ୟାକାରୀ ଥାନାରେ ଅଟକ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୂଆସାହିର ଆମ୍ବସାହି ଠାରେ ବୁଧବାର ଅପରାହ୍ନ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା | ବାଲିଗୁଡ଼ା ନୁଆସାହିର ମାଧବ ବେହେରା ନାମକ ଜଣେ ଯୁବକ ତାଙ୍କ ଘରେ ଆଗରେ ରହୁଥ‌ିବା ଦେବରାଜ ବାଗ (୫୫) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ମୁଣ୍ଡ…

ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ

ଭୁବନେଶ୍ବର : ତମାଣ୍ଡୋ ପୋଲିସ ଜାଲରେ ବ୍ରାଉନ ସୁଗାର ରାକେଟ । ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ କଳିଙ୍ଗ ବିହାର ନିକଟସ୍ଥ ନୀଳକଣଠେଶ୍ଵର ମନ୍ଦିର ନିକଟରୁ ପୋଲିସ ହଠାତ୍ ଅଭିଯୁକ୍ତ କୁ ମାଡ଼ି ବସିଥିଲା । ଅଭିଯୁକ୍ତ ଜଣକ କଟକ ଟାଙ୍ଗୀ ଅଞ୍ଚଳର ଦୀପକ ବେହେରା ବୋଲି…

ପୁଅ ଉପରକୁ ଗରମ ଡାଲି ପିଙ୍ଗିଲା ସାବତ ମା’

କେନ୍ଦୁଝର : ପୁଅ ଉପରକୁ ଗରମ ଡାଲି ପାଣି ପିଙ୍ଗିଲା ସାବତ ମା’ । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ କଟକ ସ୍ଥାନାନ୍ତର । କେନ୍ଦୁଝର ଘଷିପୁରା ଥାନା କଇନିପୁରା ଗାଁରେ ଅଭାବନୀୟ ଘଟଣା । ଗାଁର ମାଧ ପାତ୍ରଙ୍କ ପୁଅ ଦିପୁନ କିଛି ଦିନ ହେବ ବାପା ଓ ସାବତ ମାଆ ଜଞ୍ଜାଳିଂକୁ ମାରଧର କରୁଥିଲା…

ଭଡ଼ା ଟିଆ ଗୁଣ୍ଡା ଙ୍କୁ ରଖି ଫିଟନେସ ତଦାରଖ – ଏମ ଭି ଆଇ ଙ୍କ ବଟି ଆଦାୟ…!

ବ୍ରହ୍ମପୁର: ୧୬-୮ ବ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର ନିକଟ ରେ ଥିବା ଇସ୍କନ ମନ୍ଦିର ନିକଟ ରେ ପ୍ରତି ଗୁରୁବାର ଦିନ ବେଆଇନ ଭାବେ ଗାଡି ଗୁଡିକୁ ବେଆଇନ ଭାବେ ଫିଟନେସ ଦିଆଯାଉ ଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଏମ. ଭି. ଆଇ ଭଡ଼ାଟିଆ ଗୁଣ୍ଡା ଶ୍ରେଣୀ ର ଦୁଇଜଣ ଯୁବକ ନିୟୋଜିତ କରି ଭଙ୍ଗା…

ଜେଲରୁ ଫେରାର୍ ଥିବା ନାତି ଆଈକୁ କଟୁରିରେ ହାଣି ହତ୍ୟା :୨ମହିଳା ଓ ୧ଶିଶୁ ଆହତ

ଜଗତସିଂହପୁର : ୧୬/୮ : ଆଳିପିଙ୍ଗଳ ଜେଲରୁ ଫେରାର୍ ହୋଇଯାଇଥିବା ଜଣେ ଅଭିଯୁକ୍ତ ଆଜି ନିଜ ଆଈକୁ କଟୁରିରେ ବିଭତ୍ସ ଭାବେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେବା ଭଳି ଘଟଣା ଏବେ ଜଗତସିଂହପୁର ଜିଲ୍ଲାରେ ହଇଚଇ ସୃଷ୍ଟି କରିଛି। ଜେଲରୁ ଫେରାର୍ ଥିବା ଏହି ଅଭିଯୁକ୍ତ ନାତି ନିଜ ଆଈକୁ ଅତି…