Browsing Category

ଅପରାଧ

ବନ୍ଦ ଘରୁ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର : ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ପୋଲସରା ରାଜବଙ୍ଗଳା ସାହି ନିକଟ ଏକ ବନ୍ଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ପୋଲସରା ବ୍ୟାଙ୍କ ଅଫ ବରୋଦାର ଫିଲଡ଼ ଅଫିସର ସୁଧାଂଶୁ ଦାଶ । ସୁଧାଂଶୁ ରହୁଥିବା ଘର କବାଟ ଆଜି…

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର, ଛାତିରେ ଯନ୍ତ୍ରଣା ଅନୁଭବ ପରେ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର: ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ସ୍କୁଲ ପରିସରରେ ନିରୀହ ଛାତ୍ରଙ୍କୁ ଦିଆଗଲା ନିର୍ଯାତନା। ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହେଲେ ଛାତ୍ର । ଏପରି ଏକ ସାଂଘାତିକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ…

ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଆଣି ଖାଇଲେ ୨ ବ୍ୟକ୍ତି

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଦେଖିବାକିୁ ମିଳିଛି ଅଭାବନୀୟ ଘଟଣା । ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଖାଇବାକୁ ନେଇ ପ୍ରକାଶ ପାଇଛି ଉତେଜନା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ । ପରେ ଖବରପାଇ ଘଟଣା…

ନିଉଡ୍‌ କଲ୍ ରେ ଯୁବତୀଙ୍କ ଜାଲରେ ଫସିଲେ ଯୁବକ; ୫୦ ଥର କଇଁଚି ଭୁସି ଜୀବନ ହାରିବାକୁ ଉଦ୍ୟମ

ଭୁବନେଶ୍ୱର: ନିଉଡ଼ କଲର କରୁଣ ପରିଣତି। ବ୍ଲାକ ମେଲିଂର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ । ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ । ଭୁବନେଶ୍ୱର ନୟାପଲ୍ଲୀ N -1ରେ ଦଣ୍ଡଧର ନିଜ…

କୁଆଖାଇ ଟ୍ରାଜେଡି: ଆଉ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲିଠୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର ହୋଇଛି।  ଫଳରେ ମୃତକଙ୍କ ସମୁଦାୟ ସଂଖ୍ୟା ୪ରେ ପହଞ୍ଚିଛି। ମୃତକମାନେ ହେଲେ ଆର୍ଯ୍ୟନ, ଅବିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର…

ବାଲି ମାଫିଆ ଙ୍କ କଳା କାରନାମା : କୁକୁଡ଼ାଖଣ୍ଡି ଲେଡିସିଙ୍ଘମ ତହସିଲଦାରଙ୍କ ଗାଡ଼ିରେ ଚିପ୍ସ ଲଗାଇବା ଘଟଣା ନେଇ ଥାନା…

ବ୍ରହ୍ମପୁର:୧୨-୭- ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀ ଘାଟରୁ ଦୈନିକ ଶହ ଶହ ଟ୍ରକ ବାଲି ଚୋରାରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେବା ସହ ରାଜ୍ୟ ବାହାରକୁ ମଧ୍ୟ ଦିନ ଦ୍ୱିପ୍ରହରେ ଅବାଧ ରେ ଚାଲାଣହେଉଛି।କା ଭାଁଆ କେତେବେଳେ ରାଜସ୍ୱ ବିଭଗ ତ କେତେବେଳେ ପୋଲିସ କର୍ମଚରୀ ମାନେ ଧରପଗଡ…

୯୦ କୋଟି ଟିକସ ଫାଙ୍କିଛି ଡିଏନ୍‌ ଗ୍ରୁପ

ଭୁବନେଶ୍ୱର: ଅଡ଼ୁଆରେ ପଡ଼ିଲା ଡିଏନ୍‌ ଗ୍ରୁପ। ୨୧୦ କୋଟିର ଲୁଚାଛପା କ୍ୟାସ୍‌ ନେଇ ୯୦ କୋଟି ଟିକସ ଫାଙ୍କିଛି ଏହି କମ୍ପାନୀ। ଆୟକର ବିଭାଗକୁ ଏହି ସୂଚନା ମିଳିଛି। ୯୦ କୋଟି ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗକୁ ଏହି ତଥ୍ୟ ମିଳିଥିବା ସୂଚନା ରହିଛି। ଚଢ଼ାଉ ବେଳେ ଜବତ ଦସ୍ତାବିଜରୁ ଆୟକର…

ବାହାନଗା ଟ୍ରେନ ଦୁର୍ଘଟଣା: ପୁଣି ୪ ଦିନିଆ ରିମାଣ୍ଡରେ ଗଲେ ତିନି  ଅଭିଯୁକ୍ତ 

ବାଲେଶ୍ୱର:ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି  ଅଭିଯୁକ୍ତ  ପୁଣି ୪ ଦିନିଆ ରିମାଣ୍ଡରେ ଗଲେ । ପ୍ରଥମ ରିମାଣ୍ଡ ସରିବା ପରେ ସେମାଙ୍କୁ କୋର୍ଟରେ  କୋର୍ଟରେ ହାଜର କରାଯାଇଥିଲା । ହେଲେ ଅଧିକ ଜେରା ପାଇଁ ପୁଣି ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ବାହାନଗା ରେଳ ଦୁର୍ଘଟଣାର…

ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିଲା ଅଭିଜିତ୍

ଭୁବନେଶ୍ବର : ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ରିମାଣ୍ଡରେ ଆସିଥିବା ଅଭିଜିତ୍ ସଂଜୟ ଜାମ୍ବୁରେଠାରୁ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି। ଏସ୍ଟିଏଫ୍, ଏଟିଏସ୍ ଓ ଆଇବିର ମିଳିତ ଜେରାରୁ ଜଣାପଡ଼ିଛି ଯେ ସେ ବ୍ୟବହାର କରୁଥିବା ୫ଟି ମୋବାଇଲ୍ ନମ୍ବରରୁ ୩ଟିରେ ପାକିସ୍ତାନ ଏଜେଣ୍ଟଙ୍କ ସହ…

ପୋଲିସ ର ବର୍ବରତା : ଯାଂଚବେଳେ ପୋଲିସର ଲାଠି ପାହାରରେ ଯୁବକ ଗୁରୁତର…

୫ଟି ଅଧୀନରେ ଥାଇ ଏପରି କାର୍ଯ୍ୟକୁ ନେଇ ୫ଟିର ସ୍ଵଛତା ଓ ଅନୁଶାସନ କୁ ନେଇ ଉଠୁଛି ପ୍ରଶ୍ନ..? ମାଲକାନଗିରି : କାଲିମେଳା ପୋଲିସ ର କାର୍ଯ୍ୟ ଶୈଳୀ ରେ ପରିବର୍ତ୍ତନ ଆଣିବା ସହ ଲୋକେ ଯେପରି ପୋଲିସକୁ ଭୟ ନ କରି ପୋଲିସ ଉପରେ ବିଶ୍ୱାସ କରିବେ ସେଥିପାଇଁ ରାଜ୍ୟ ସରକାର ପୋଲିସ ବିଭାଗକୁ…