Browsing Category

ଅପରାଧ

ରାଜନୈତିକ ହିଂସାକୁ ନେଇ ହଣାକଟା, ଜିଲ୍ଲା ପରିଷଦଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ

ଯାଜପୁର: ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଞ୍ଚଳରେ ରାଜନୈତିକ ହିଂସାକୁ ନେଇ ହଣାକଟା । ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝିଙ୍କ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଖଣ୍ଡା ଭୁଜାଲିରେ ଆକ୍ରମଣରେ ସ୍ଥାନୀୟ

ଭିଜିଲାନ୍ସ ଜାଲରେ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ

ବାରିପଦା: ଆଜି ସକାଳେ ବାଲେଶ୍ୱର, କେନ୍ଦୁଝର ଓ ମୟୁରଭଞ୍ଜ ଭିଜିଲାନ୍ସ ପକ୍ଷରୁ ବାରିପଦା ଉପଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବରିଷ୍ଠ କିରାଣୀ ରାମଚନ୍ଦ୍ର ସେନଙ୍କ କୁଳିଅଣା ବ୍ଲକ ପଢିଆରୀପୁର ସ୍ଥିତ ବାସଭବନ, ରଘୁନାଥଗଞ୍ଜ ସ୍ଥିତ ଶ୍ରୀରାମ ଭବନ, ଉପଜ଼ିଲ୍ଲାପାଳ କାର୍ଯ୍ୟାଳୟ,

ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଙ୍କୀ : ରଜ ଦୋଳିରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବାଙ୍କୀ ଏନ୍‌ଏସି ଅଞ୍ଚଳର ବ୍ରହ୍ମେଇ ଠାକୁରାଣୀଙ୍କ ପୀଠରେ ଲାଗିଥିଲା ରଜ ଦୋଳି। ସେଠାରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଯୁବକ ଜଣକ ହେଉଛନ୍ତି ବାଙ୍କୀ ସାହାଡ଼ାପଦା ଗାଁର ଅନୀଲ ବେହେରା ।

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପ୍ରାଣୀ ଚିକିତ୍ସା ଅଧିକାରୀ

ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ରବିନାରାୟଣ ସାହୁ । ବିଭାଗ ପକ୍ଷରୁ ଭଡ଼ାରେ ଚାଲୁଥିବା ଭ୍ରାମ୍ୟମାଣ ଗାଡିର ୨୦୨୩-୨୪ ବର୍ଷ ନିମନ୍ତେ ଅନୁମତି ନବୀକରଣ କରିବାକୁ ଜଣେ ବୋଲେରୋ ଗାଡ଼ି

ଶିକାରୀ ଗୁଳିରେ ଫରେଷ୍ଟର ମୃତ

କରଞ୍ଜିଆ: ଶିକାରୀ ଗୁଳିରେ ଫରେଷ୍ଟର ମୃତ । ଶିମିଳିପାଳରେ ପୁଣି ମାତିଲେ ଶିକାରୀ । ଉପର ବାରାକାମୁଡ଼ା ରେଞ୍ଜ ଫରେଷ୍ଟର ମାଟି ହାଁସଦା ମୃତ । ପାଟ୍ରୋଲିଂ ବେଳେ ଗୁଳି କରିଥିଲେ ଶିକାରୀ । ଗୁରୁତର ଅବସ୍ଥାରେ ଫରେଷ୍ଟରଙ୍କୁ କରଞ୍ଜିଆ ଚିକିତ୍ସାଳୟ ନିଆଯାଇଥିଲା । ଚିକିତ୍ସାଳୟରେ ମୃତ

ରାଇଆଁ ଗାଁରେ କଙ୍ଗାରୁ କୋର୍ଟ, ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼

ବାଙ୍ଗିରିପୋଷି: ରାଇଆଁ ଗାଁରେ କଙ୍ଗାରୁ କୋର୍ଟ । ଦୁଇ ଜଣ ପୁରୁଷ ଓ ମହିଳାଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ଦିଆଯାଇଥିବା ଅଭିଯୋଗ ହୋଇଛି । ବିଧା, ଚାପୁଡା ଯିଏ ଯେମିତି ପାରିଲା ମାରିଲା । ଏଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ରାୟାଁ ଗାଁର । ଅଭିଯୋଗ

ପୁଅ ଆକ୍ରମଣରେ ମା’ ମୃତ

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ସାଇଁକୁଳ ନୂଆ ସାହିରେ ପୁଅ ଆକ୍ରମଣରେ ମା’ ମୃତ। ମଦ ପିଇବାକୁ ନେଇ ବଚସା ପରେ ପୁଅ କରିଥିଲା ଆକ୍ରମଣ। ଘଟଣାରେ ମୃତ ମହିଳା ମନ୍ଦିରା ନାଇକ ବୋଲି ଜଣାପଡିଛି। ପୋଲିସ ତଦନ୍ତ ଜାରି ରହିଛି  ।

ରାଇଘର : ନାକଟିସିମଡ଼ା ପଞ୍ଚାୟତରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟାର ଓ ବ୍ୟାନର…

ଉମରକୋଟ, ( ୧୭/୦୬/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିପାରା, ଚୋଡ଼ିଆପାରା ଓ ଚିତରଭାଟି ଯିବା ମୁଖ୍ୟ ରାସ୍ତା କଡ଼ରେ ଥିବା ଗଛରେ ପୁଣି ଏକ ମାଉ ପୋଷ୍ଟାର ଓ ବ୍ୟାନର ଦେଖିବାକୁ ମିଳିଛି , ଏହି ମାଓ ବ୍ୟାନର ଓ ପୋଷ୍ଟାର ରେ ଭା,କା, ପା, ମେନପୁର

ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡ଼ା:  ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ

ଘରେ ଲୁଚାଇଥିଲେ ବାଘଛାଲ ଓ ହରିଣ ଶିଙ୍ଗ, ୩ ଗିରଫ

ନବରଙ୍ଗପୁର: ଘରେ ଲୁଚାଇ ରଖିଥିଲେ ବାଘଛାଲ ଓ ହରିଣ ଶିଙ୍ଗ। ଭାବିଥିଲେ କେହି ଜାଣିପାରିବେନି। ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତିଅଧରେ ଚଢ଼ାଉ କରି ବାଘ ଛାଲ, ହରିଣ ଶିଙ୍ଘ ଏବଂ କିଛି ଅନ୍ୟ ଜୀବଙ୍କ ଅବଶେଷ ଜବତ କରିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ